ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁଁ ଭଜନ ଗାଇବିନି, ଆଧୁନିକ ଗୀତ ଗାଇବି କହିଲେ ଅଶୀମା ପଣ୍ଡା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଅସୀମା ପଣ୍ଡାଙ୍କ ବିଷୟରେ ଓଡ଼ିଶାରେ କିଏବା ନଜାଣେ।ତାଙ୍କର ଗୀତ ମାଧ୍ୟମରେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।
ଅସୀମା ପଣ୍ଡାଙ୍କ ସୁନ୍ଦର କଣ୍ଠରୁ ଗୀତ ଶୁଣିବା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି।କିନ୍ତୁ ବର୍ତମାନ ଦେଖିବାକୁ ମିଳିଛି ଏକ ଫାଂକ୍ସନରେ ଅସୀମା ଗୀତ ଗାଉଥିବା ସମୟରେ ତାଳି ନଆସିବାରୁ ସେ ଭଜନ ଗାଇବା ପାଇଁ ମନା କରିଛନ୍ତି ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଆଜିକାଲିକା ଦୁନିଆରେ ସମସ୍ତେ ପ୍ରାୟ ଗୀତ ଶୁଣିବା ପାଇଁ ବହୁତ ଭଲ ପାଇଥାନ୍ତି।ଯଦି ଗୀତଟି ଜଣେ ସୁନ୍ଦର କଣ୍ଠଶିଳ୍ପୀଙ୍କ ପାଖରୁ ଶୁଣିବାକୁ ମିଳିଥାଏ ତେବେ ସେହି ଗୀତ ଆହୁରି ସୁନ୍ଦର ଏବଂ ସୃତି ମଧୁର ହୋଇଥାଏ।
ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଦୋଳ ପୂର୍ଣ୍ଣିମା କାର୍ଯ୍ୟକ୍ରମକୁ ଅତିଥି ଭାବରେ ନିମନ୍ତ୍ରଣ ହୋଇ ଯାଜପୁର ଯାଇଥିଲେ।ସେଠାରେ ଦୋଳ ମିଳନ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସହ ସହ ଲୋକ ମାନେ ମଧ୍ୟ ଯୋଗ ଦେଇଥିଲେ।ସେଠାକୁ ଗୀତ ଗାଇବା ପାଇଁ ମଞ୍ଚ ଉପରକୁ ନିମନ୍ତ୍ରଣ କରା ଯାଇଥିଲା ଅସୀମା ପଣ୍ଡାଙ୍କୁ।ତାଙ୍କ ମୁହଁରୁ ଭଜନ ଶୁଣିବା ପାଇଁ ବହୁତ ସୁମଧୁର ଲାଗେ ଆଊ ସେଥିରେ ସମସ୍ତେ ଶୁଣିବା ପାଇଁ ସମସ୍ତେ ଏକାଠି ହୋଇଥାନ୍ତି।
କିନ୍ତୁ ମଞ୍ଚ ଉପରେ ଅସୀମା ଭଜନ ଗାଇବା ବଦଳରେ ଆଧୁନିକ ଗାଇଥିଲେ ଏବଂ ସବୁ ଦର୍ଶକ ମାନଙ୍କୁ ଜୋରରେ ତାଳି ମାରିବା ପାଇଁ କହିବା ପାଇଁ କହିଥିଲେ। ସେମାନେ ଜୋରରେ ତାଳି ମାରିବେ ତେବେ ସେ ଭଜନ ଗାଇବେ ନହେଲେ କେବଳ ଆଧୁନିକ ଗାଈ ଚାଲିଯିବେ ବୋଲି କହିଥିଲେ ଅସୀମା ପଣ୍ଡା |ଅସୀମା ପଣ୍ଡାଙ୍କ ଏହି କଥାକୁ ନେଇ ବର୍ତମାନ ବିବାଦ ବଢିବାକୁ ଲାଗିଛି ଯାହା ଏବେ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେବାରେ ଲାଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।