ପଞ୍ଚୁକ ରେ ବାତ୍ୟା ଭୟ । ଓଡିଶା ଉପରେ କିପରି ରହିବ ପ୍ରଭାବ…ଆସନ୍ତୁ ଜାଣିବା ସଠିକ ଖବର…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୃଷ୍ଟି ହୋଇଛି ଲଘୁଚାପ ଯାହାର ପ୍ରଭାବ ରେ ରାଜ୍ୟ ର କେତେକାଂଶ ଅଞ୍ଚଳ ରେ ବର୍ତ୍ତମାନ ପ୍ର-ବ-ଳ ବର୍ଷା ହେଉଛି। ଏଥି ମଧ୍ୟରେ ପୁଣି ଆଗକୁ ଏକ ବଡ ବି-ପ-ଦ ର ସମ୍ଭାବନା ଦେଖା ଗଲାଣି । ବର୍ତ୍ତମାନ ସମୟ ରେ ଅନେକ ପାଣିପାଗ ବିଭାଗ ତରଫ ରୁ ଏହା ପୂର୍ବାନୁମାନ କରାଯାଉଛି ଯେ ,ପଞ୍ଚୁକ ରେ ବାତ୍ୟା ର ପୂର୍ବାନୁମାନ । 

ବର୍ତ୍ତମାନ ସମୟରେ ଲଘୁଚାପ ଜନିତ ପ୍ର-ବ-ଳ ବର୍ଷାକୁ ଦୃଷ୍ଟି ରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷ ରୁ ରାଜ୍ୟ ର ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସ-ତ-ର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ରାଜ୍ୟ ର ଗଜପତି, କନ୍ଧମାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ର-ବ-ଳ ବର୍ଷା ର ସମ୍ଭାବନା କୁ ନେଇ ସ-ତ-ର୍କ-ତା ମୂଳକ ପ-ଦ-କ୍ଷେ-ପ ନେବାକୁ ନି-ର୍ଦ୍ଦେ-ଶ ଦିଆଯାଇଛି ।

ଅନ୍ୟ ପଟେ ରେ, ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଥାଇଲାଣ୍ଡ ଉପକୂଳରେ ଯାହାକି ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁ ଇଲାଣି । ଏହା ନେଇ ବର୍ତ୍ତମାନ ଏହା ଅନୁମାନ କରାଯାଉଛି ଯେ ରବିବାର ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ଏବଂ ଏହି ଲଘୁଚାପ ଟି ପରବର୍ତ୍ତୀ ସମୟ ରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଆଗେଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । 

ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ଯେ ଆସନ୍ତା ୧୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଅବପାତ ରୂପ ନେବ । ବର୍ତ୍ତମାନ ସମୁଦ୍ର ଜଳପତ୍ତନ ର ଉପରେ ତାପମାତ୍ରା ଅଧିକ ରହିଛି ଏବଂ ଏହା ସେହି ଆବାପାତ ଟି କୁ ଘନୀଭୂତ ହେବାକୁ ବଳ ଯୋଗାଇବ।ଏହି ଅଧିକ ବଳ-ଶାଳୀ ହୋଇ ବା-ତ୍ୟା ରେ ମଧ୍ୟ ପରିଣତ ହେବାର ଆ-ଶ-ଙ୍କା ରହିଛି ଏବଂ ଏହା ମଧ୍ୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

 କେତେକ ମଡେଲ ମାନେ ମଧ୍ୟ ଏହା ଆକଳନ କରି କହୁଛନ୍ତି ଯେ ଏହା ବା-ତ୍ୟା ର ରୂପ ନେଇପାରେ । ତେବେ ବର୍ତ୍ତମାନ ସମୟ ରେ ସେମିତି କିଛି ନିର୍ଦ୍ଧିଷ୍ଟ ଭାବରେ ଅନୁମାନ କରା ଯାଇପାରୁ ନାହିଁ , ଏହା ଅବାପାତ ର ରୂପ ନେବା ପରେ ସଂପୂର୍ଣ୍ଣ ଭାବରେ ଜଣା ପଡ଼ିଯିବ ।ତେବେ ବର୍ତ୍ତମାନ ରେ ସକ୍ରିୟ ରହିଥିବା ଲଘୁଚାପ ଟି କାରଣ ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ରାଜ୍ୟ ର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ର-ବ-ଳ ମାତ୍ରା ରେ ବର୍ଷା ହେଉଛି । ତେବେ ଦିନ ସାରା ଲଗାତାର ଭାବରେ ବର୍ଷା ହେଉଥିବା କାରଣ ରୁ ଲୋକ ମାନଙ୍କ ର ଜୀବନ ଯାପନ ବ୍ୟା-ହ-ତ ହୋଇଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *