ରାଜଧାନୀରୁ ଠାବ ହେଲା ସେ-କ୍ସ ରାକେଟ୍ । ସାଇ ସେବା ନାଁରେ ଚାଲିଥିଲା ସେ-କ୍ସ କାରବାର । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜଧାନୀରୁ ଠାବ ହେଲା ସେ-କ୍ସ ରାକେଟ୍ । ସାଇ ସେବା ନାଁରେ ଚାଲିଥିଲା ସେ-କ୍ସ କାରବାର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ସମସ୍ତେ ପ୍ରାୟ ପ୍ରତିଦିନ ଭାରତର ବିଭିନ୍ନ ସ୍ଥାନରେ ଝିଅ ମାନଙ୍କ ଦଲାଲି ତଥା ସେ-କ୍ସ୍ ରାକେଟ ଚାଲିଥିବାର ଖବର ତ ପେପର୍ ତଥା ଟିଭି ମାଧ୍ୟମ ନିଶ୍ଚୟ ଦେଖିବାକୁ ପାଉଥିବେ ।  ବାହାର ଦେଶ ରୁ ଝିଅ ଆମଦାନୀ ଓ ରପ୍ତାନି କରିଥାନ୍ତି ଏହି ଦଲାଲ୍ । ଝିଅ ମାନଙ୍କୁ ବିକ୍ରି କରି ସେ-କ୍ସ୍ ରାକେଟ ଚଳାଇଥାନ୍ତି । ସେଥିପାଇଁ ସ୍ୱତନ୍ତ୍ର ଗୋଟେ ଗ୍ୟାଙ୍ଗ ମଧ୍ୟ ସକ୍ରିୟ ଥାଏ ଯେଉଁଥିରେ କି କିଛି ବଡ଼ ବଡ଼ ଲୋକଙ୍କ ର ମଧ୍ୟ ହାତ ଥାଏ । ତେବେ ସେଥିରେ ଝିଅ ମାନେ ବାଧ୍ୟ ଓ ଲାଚାର ଥାଆନ୍ତି ସେଭଳି କାମ କରିବାକୁ । 

 

କାହିଁକି ନା ତାଙ୍କୁ ବ୍ଲା-କ-ମେ-ଲିଂ କରାଯାଇଥାଏ । ଓ କିଛି ଝିଅ ପଇସା ପାଇଁ ନିଜ ଇଚ୍ଛାରେ ମଧ୍ୟ ଏଭଳି କାର୍ଯ୍ୟରେ ପାଦ ଦେଇଥାନ୍ତି ।  ଧୀରେ ଧୀରେ ଏହି ସାଇବର କ୍ରାଇମ୍ ବେଶୀ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ତେବେ କେବଳ ଓଡ଼ିଶାରେ ନୁହଁ ଭାରତର ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଏହି ଧନ୍ଦା ଚାଲୁ ହୋଇଗଲାଣି । ହେଲେ ଦୁଃଖର କଥା ଏହିକି ଯେ ସରକାରଙ୍କର ଏଥିପାଇଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୌଣସି ଭି ପ୍ରକାର ତତ୍ପରତା ଦେଖା ଯାଉନାହିଁ । 

 

ଆଜ୍ଞା ହଁ ବନ୍ଧୁଗଣ ଦିନକୁ ଦିନ ବଢିଚାଲିଛି ସେ-କ୍ସ ରାକେଟ ଅ-ପ-ରା-ଧି-କ ମାମଲା । ତେବେ ନିକଟରେ ସେପରି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ ।ବାହାରେ ଏନଜିଓ, କିନ୍ତୁ ଭିତରେ ଚାଲିଛି ଭିତରେ ସେ-କ୍ସ ରାକେଟ । ପୁଣି ରାଜଧାନୀ ଭୁବନେଶ୍ବରରୁ ଏକ ସେ-କ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥା-ନା ଆରକ୍ଷୀ ଅଧିକାରୀ । ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର। 

 

ଲୋକ ଜାଣିବାକୁ ଥିଲା ସେଇଟା ଗୋଟେ ସାଇ ସେବା ସଂସ୍ଥା କିନ୍ତୁ ଭିତରେ ଚାଲିଥିଲା ଘୃ-ଣ୍ୟ କାମ ଯାହାର ସୂଚନା ପାଇଁ ଆଜି ରେଡ୍ କରିଛି ଲିଙ୍ଗରାଜ ଥା-ନା ଆରକ୍ଷୀ ଅଧିକାରୀ । ଓଲଡ୍ ଟାଉନର ନାଗେଶ୍ଵର ଟାଙ୍ଗୀରେ ସାଇ ସେବା ନାଁରେ ଚାଲିଥିଲା ଏହି ସେ-କ୍ସ ରାକେଟ । ଯାହା ଉପରେ ଆଜି ରେଡ କରିଛି ଲିଙ୍ଗରାଜ ଥା-ନା ଆରକ୍ଷୀ ଅଧିକାରୀ । ଏହି ସେ-କ୍ସ ରାକେଟର  ମାଷ୍ଟର ମାଇଣ୍ଡ ନରେଶ କୁମାର ରଣା ସହିତ ଜଣେ ଦେ-ହ-ଜୀ-ବୀ ଏବଂ ଜଣେ ଗ୍ରାହକଙ୍କ ମଧ୍ୟ  ଗି-ର-ଫ କରିଛି ଆରକ୍ଷୀ ଅଧିକାରୀ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *