ମାଡି ଚାଲିଛି ନୂଆ ଭୂତାଣୁ ଏଚ୩-ଏନ୍୨ । ଆଜିଠାରୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଦେଖନ୍ତୁ କଣ କହିଲା ଶିକ୍ଷା ବିଭାଗ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡି ଚାଲିଛି ନୂଆ ଭୂତାଣୁ ଏଚ୩-ଏନ୍୨ । ଆଜିଠାରୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର, ଦେଖନ୍ତୁ କଣ କହିଲା ଶିକ୍ଷା ବିଭାଗ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁମାନେ ବହୁତ ସମୟରେ ସରକାର ବିଭିନ୍ନ ଜନକଲ୍ୟାଣ ନିଷ୍ପତି ମାନ ଗ୍ରହଣ କରିଥାନ୍ତି ଆଉ ବର୍ତ୍ତମାନ ସରକାର ଶିକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ଯେଉଁଠି ସ୍କୁଲ ପିଲାଙ୍କର ପରୀକ୍ଷା ଚାଲିଛି ସେହି ଭିତରେ ସରକାର ସ୍କୁଲ ଗୁଡିକ ଛୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହାର କାରଣ ହେଉଛି କି ପୁଣି କରୋନା ପରି ଏକ ଭ-ୟ-ଙ୍କ-ର ଭୁତାଣୁ କ୍ଷିପ୍ର ଗତିରେ ବ୍ୟାପିବା ଆରମ୍ଭ କରୁଛି ଆଉ ଏହାର ପ୍ରଥମ ଶିକାର ଛୋଟ ପିଲାମାନେ ପାଲଟିଛନ୍ତି । ତେବେ ଏହି ଭୁତାଣୁକୁ ଦୃଷ୍ଟିରେ ରଖି ସରକାରଙ୍କର ନିଷ୍ପତ୍ତି କଣ ସେ ବିଷୟରେ ପୁରା ସୂଚନା ଆସନ୍ତୁ ଜାଣିବା । 

 

ତେବେ ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ନୂଆ ଭୁତାଣୁ ପୁରା ଦେଶରେ ବ୍ୟାପିବାକୁ ଲାଗିଛି, ଯେଉଁ ଭୁତାଣୁକୁ ଏଚ୩-ଏନ୍୨ ଭୁତାଣୁ ବୋଲି କୁହାଯାଉଛି । ଆଉ ଏହି ଭୁତାଣୁର ପ୍ରଭାବ ଏତେ ମାତ୍ରାରେ ବଡିବାରେ ଲାଗିଛି କି ଭୟରେ ପଣ୍ଡିଚେରୀ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ କରିଛନ୍ତି । ତେବେ ଖବରରୁ ଜଣା ପଡ଼ିଛି କି ପଣ୍ଡିଚେରୀରେ ଏଚ୩-ଏନ୍୨ ଭୁତାଣୁ ପାଇଁ ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୨୬ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି କରି ଦିଆଯାଇଛି । 

 

ଆଉ ଘଟଣା ମିଳିବା ପରେ ସବୁଠି ଏକ ବଡ଼ ଆଲୋଚନା ର ବିଷୟ ପାଲଟି ଯାଇଛି । ତେବେ ଜଣାପଡ଼ୁଛି କି ଏହି ଏଚ୩-ଏନ୍୨ ଭୁତାଣୁ ର ଏକ ନୂଆ ଭେରୀଏଣ୍ଟ ପରି । ଏହି ଭୁତାଣୁ ରେ ବିଶେଷ କରି ଛୋଟ ପିଲା, ବୃଦ୍ଧ ବ୍ୟକ୍ତି ଓ ଶ୍ୱାସ ରୋଗୀ ମାନେ ଜଳଦି ଆକ୍ରାନ୍ତ ହେଇ ଯାଉଛନ୍ତି । ଆଉ ଏହି ଭୁତାଣୁର ଲକ୍ଷଣ ମଧ୍ୟ ଠିକ କରୋନା ଭା-ଇ-ର-ସ ପରି । ଏଥିରେ ପ୍ରଥମେ ଥଣ୍ଡା,କାଶ ଓ ନିଶ୍ୱାସ ରେ କଷ୍ଟ ଅନୁଭବ ହେଉଛି । ଏହା ବ୍ୟତୀତ ବାୟୁ ଦ୍ଵାରା ଭୁତାଣୁ ଜଲଦି ଜଣକ ଠାରୁ ଅନ୍ୟ ଜଣକ ପାଖକୁ ସ୍ପେର୍ଡ କରିବାରେ ଲାଗୁଛି । 

 

ତେଣୁ ଏହି ଭୁତାଣୁର ଭୟାଭୟକୁ ଦୃଷ୍ଟିରେ ରଖି ପଣ୍ଡିଚେରୀ ସରକାର ସ୍କୁଲ ଗୁଡିକୁ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସୂଚନା ମିଳିଛି କି ଏହି ଭୁତାଣୁ ପାଇଁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି ଏହି ଆକ୍ରାନ୍ତଙ୍କ ଭିତରେ ଛୋଟ ପିଲା ବହୁତ ସାମିଲ ଅଟନ୍ତି । ତେବେ ବର୍ତମାନ ପର୍ଯ୍ୟନ୍ତ ଏନେଇ ଓଡିଶା ସରକାର ଓ ଭାରତ ସରକାର କିଛି ନିଷ୍ପତ୍ତି ନେଇ ନାହାନ୍ତି କିନ୍ତୁ ଜଳଦି କିଛି ଦୃଡ଼ ପଦକ୍ଷେପ ନନେଲେ ଆଗାମୀ ସମୟରେ ପୁରା ଦେଶରେ ଏହି ଭୁତାଣୁ ତାଣ୍ଡବ ରଚିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *