ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଦିତ୍ୟ ଭାଇ ଙ୍କୁ କିଏ ମା-ରି-ଛି ତାହା ସାରା ଓଡ଼ିଶା କୁ ଜଣା ଅଛି ବୋଲି ବୟାନ ଦେଇଛନ୍ତି ବିକାଶ।ଆସନ୍ତୁ ଜାଣିବା ଏହା ସମ୍ପର୍କ ରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାଠକ ବନ୍ଧୁ ଦୁନିଆ ରେ ଅନେକ ପ୍ରକାର ଘଟଣା ମାନ ଘଟୁଛି।ଜଣେ ମନୁଷ୍ୟ ର ଜନ୍ମ ହୋଇଛି ମାନେ ତାର ମୃ-ତ୍ୟୁ ନିଶ୍ଚିତ।କିନ୍ତୁ ବେଳେ ବେଳେ ମଣିଷ ର ଏପରି ଅଚାନକ ଭାବରେ ମୃ-ତ୍ୟୁ ହୋଇଥାଏ ଯାହା ସମସ୍ତଙ୍କୁ ସ୍ତବ୍ଧ କରିପକାଏ।ଯାହା ରହସ୍ୟ ହୋଇ ରହିଥାଏ।ଯାହାର କାରଣ ଜାଣିବାକୁ ସମସ୍ତେ ଚାହିଁ ଥାନ୍ତି।ଏପରି ଏକ କେସ ରହିଛି ଯାହା ସାରା ଓଡ଼ିଶା ରେ ସମସ୍ତେ ତାର ଉତ୍ତର ଜାଣିବାକୁ ତତ୍ପର।ଆମେ କହୁଛୁ ମାନବପ୍ରେମୀ ଆଦିତ୍ୟ ଦାଶ ଙ୍କ କଥା।
ତାଙ୍କର ମୃ-ତ୍ୟୁ ଏବେ ଯାଏଁ ରହସ୍ୟ ହୋଇ ରହିଛି।ତେବେ ତାକୁ ନେଇ ଏବେ ନୂଆ କଥା ସାମ୍ନା କୁ ଆସିଛି।ଆଦିତ୍ୟ ଙ୍କ ପାଖ ଲୋକ ବିକାଶ ତାଙ୍କ ଆଶ୍ରମ କୁ ହାତେଇବା ପାଇଁ ତାଙ୍କର ହ-ତ୍ୟା କରିଛି ବୋଲି ଏବେ ଶୁଣିବାକୁ ମିଳୁଛି।ତେବେ ଏହାକୁ ନେଇ ବିକାଶ କ’ଣ କହିଛନ୍ତି ଆସନ୍ତୁ ଜାଣିବା।ବନ୍ଧୁଗଣ ମାନବପ୍ରେମୀ ଆଦିତ୍ୟ ଙ୍କ ହ-ତ୍ୟା-କା-ଣ୍ଡ ରେ ଏବେ ନୂଆ କଥା ସାମ୍ନା କୁ ଆସିଛି।ତାଙ୍କର ପାଖ ଲୋକ ବିକାଶ ଙ୍କ ଉପରେ ଏବେ ଏହି ହ-ତ୍ୟା ର ଦୋଷ ଲାଗିଛି।ବିକାଶ ଆଉ ଏକ ଆଶ୍ରମ ଖୋଲିଥିଲେ।
ତେବେ ସେଠାରେ ଥିବା ଜଣେ ମାଉସୀଙ୍କ କହିବା ଅନୁସାରେ ସେ ପ୍ରଥମେ ଆଦିତ୍ୟଙ୍କ ଆଶ୍ରମରେ ରହୁଥିଲେ।ତେବେ ବିକାଶ ତାଙ୍କୁ ଶିଖେଇ ଆଦିତ୍ୟଙ୍କ ବାପା ମା ନାମ ରେ ଖରାପ କଥା କହିବାକୁ କହିଥିଲା ବୋଲି ସେ ମିଡିଆ ଆଗରେ କହିଥିଲେ।ତେବେ ଆଦିତ୍ୟ ଙ୍କ କହିବା ଅନୁସାରେ ସେ ଯେଉଁ ଆଶ୍ରମ ଖୋଲିଛନ୍ତି ତାହା ଅସହାୟ ମଉସା ମାଉସୀଙ୍କ ପାଇଁ।ସେ ଯେଉଁ ମାଉସୀ ଥିଲେ ସେ ଅନ୍ୟ ଲୋକଙ୍କ ଘରେ ମଧ୍ୟ କାମ କରୁଥିଲେ,ତେଣୁ ସେ ତାଙ୍କୁ ଆଶ୍ରମ ରୁ ବାହାର କରିଦେଇଥିଲେ।
ତାଙ୍କୁ ମନା କରିବା ସତ୍ତ୍ୱେ ସେ ଅନ୍ୟ ଘରେ କାମ କରିଥିଲେ।କିନ୍ତୁ ମାଉସୀ ଯାହା ବି ତାଙ୍କ ବିଷୟରେ କହିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା।ସେ ତାଙ୍କୁ ହାତ ବି ଲଗାଇ ନାହାନ୍ତି।ସେ କହିଛନ୍ତି ଆଦିତ୍ୟ ଭାଇ ଙ୍କୁ କିଏ ମା-ରି-ଛି ତାହା ସାରା ଓଡ଼ିଶା କୁ ଜଣା।ଆଦିତ୍ୟ ଭାଇ ତାଙ୍କ ପାଖରେ ରହୁଥିଲେ ଯେତେବେଳେ ସବୁ ଠିକ୍ ଥିଲା,କିନ୍ତୁ ବିବାହ ର ୨୭ ଦିନ ମଧ୍ୟରେ ସେ କାହିଁକି ଚାଲିଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି।ବିକାଶ ଆଉ ଥରେ ତଦନ୍ତ ର ଦାବି କରିଛନ୍ତି ଓ କହିଛନ୍ତି ଯେତେ ଯାହା ହେଲେ ବି ସତ କ’ଣ ସମସ୍ତଙ୍କୁ ଜଣା ପଡ଼ିଯିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।