ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ମା ଭଉଣୀଙ୍କୁ ପଚାର ପିରିୟଡ଼ସ୍ କଣ, ରାଗିଯାଇ ଏପରି କହିଲେ ମହିଳା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜିର ଦିନରେ ପ୍ରତ୍ୟେକ ଙ୍କ ହାତରେ ଗୋଟିଏ ଗୋଟିଏ ମୋବାଇଲ। ମୋବାଇଲ୍ ମାଧ୍ୟମରେ ଯେଉଁଟି ଯିଏ ପାରୁଛି ନିଜ ମନ ପସନ୍ଦର ଭିଡିଓ ଅପଲୋଡ଼ କରି ଦେଉଛି। ଆଉ ସମୟ କ୍ରମେ ସେସବୁ ଭାଇରାଲ ମଧ୍ୟ ହେଉଛି। ଲୋକେ ବିଭିନ୍ନ କଣ୍ଟେଣ୍ଟ ର ଭିଡିଓ ଅପଲୋଡ଼ କରୁଥିବାର ଦେଖିବାକୁ ମିଳୁଛି।ତେବେ ମହିଳା ମାନଙ୍କ ମାସିକ ଋ-ତୁ-ସ୍ରା-ବ ଅର୍ଥାତ୍ ପିରିୟଡ଼ ଏହା ଏକ ନେଚୁରାଲ୍ ପ୍ରସେଶ।
କିନ୍ତୁ ଆଜିର ପୁରୁଷ କୈନ୍ଦ୍ରିକ ସମାଜରେ କିଛି ଛୋଟ ଲୋକ ରହିଛନ୍ତି ଯେଉଁମାନେ ଏହାକୁ ଖୁବ୍ ନୀଚ ନଜର ରେ ଦେଖନ୍ତି। ପିରିୟଡ଼ ଠୁ ଅଧିକ ଗୋଟେ ମହିଳାକୁ ମଧ୍ୟ ସେମାନେ ନୀଚ ନଜର ରେ ଦେଖୁଛନ୍ତି। ଏହା ଲୋକ ମାନଙ୍କର ଏକ ଶସ୍ତା ମାନସିକତା ଯାହା ବଦଳିବା ନିଶ୍ଚିତ ଆବଶ୍ୟକ।ଏବେ ସୋସିଆଲ ମିଡିଆରେ ରୋଷ୍ଟିଂ ଭିଡ଼ିଓ ବହୁ ମାତ୍ରାରେ ଭା-ଇ-ରା-ଲ ହେବାରେ ଲାଗିଛି।କିନ୍ତୁ ସେହି ଭିତରେ ଅନେକ ୟୁଟ୍ୟୁବର ଅନେକ ଆପତି ଜଣକ ମନ୍ତବ୍ୟ ମଧ୍ୟ ଦେଇଥାନ୍ତି।ଏହାକୁ ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଆପଣମାନେ ଯେଉଁମାନଙ୍କ ଠାରୁ ଜନ୍ମ ହେଇଛନ୍ତି ସେମାନେ ମଧ୍ୟ ନାରୀ। ସେ କହିଛନ୍ତି ଆପଣ ମାନଙ୍କର ଅଧିକାର ନାହିଁ କି ଆପଣମନେ ଗୋଟେ ନାରୀର ପ୍ରବ୍ଲେମକୁ ରୋଷ୍ଟ କରିବେ।ତେବେ ଏ ନେଇ ମହିଳା ଜଣଙ୍କ କହିଛନ୍ତି କି ଯେଉଁ ଟ୍ରୋଲରସ ମାନେ ଭାବୁଛନ୍ତି କି ସେମାନେ ରୋଷ୍ଟ କରିବା ପାଇଁ ଏହି ଭଳି ଭିଡିଓ ବନାଉଛନ୍ତି ସେମାନେ ଜାଣି ରଖିବା କଥା କି ସେମାନେ କେଉଁ ଟପିକ କୁ ନେଇ ଭିଡିଓ ବନାଉ ଛନ୍ତି। କାରଣ ସେମାନଙ୍କ ଘରେ ବି ମା ଭଉଣୀ ଅଛନ୍ତି।
ତାଙ୍କୁ ବି ସେହି ସମାନ କଷ୍ଟ ହୁଏ ଯାହା ପ୍ରତ୍ୟେକ ମହିଳାଙ୍କୁ ହୁଏ।ତାକୁ ନେଇ ସେ ମହିଳା ଜଣକ ଥା-ନାରେ କଂପ୍ଲେନ୍ ମଧ୍ୟ କରିଥିଲେ।ସେ କହିଛନ୍ତି ଆଇନ ଅନୁସାରେ ସେ ଦଣ୍ଡ ପାଇବା ଆବଶ୍ୟକ।ୟୁଟ୍ୟୁବର ପିରିୟଡ଼ସକୁ ନେଇ ଅନେକ ଆପତି ଜଣକ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି ଅନ୍ୟକୁ ପଚାରିବା ଆଗରୁ ନିଜ ମା ଭଉଣୀଙ୍କୁ ପୋଚାରିବା ପାଇଁ।ଯେବେ ଲୋକମାନେ ଗାଲରେ ଯାବଡ଼ା ମାରିବେ ତେବେ ସେତେବେଳେ ନିଜ ଅବସ୍ଥା ଜାଣିପାରିବେ।ସେ ମହିଳା ଜଣକ କହିଛନ୍ତି ପ୍ରଥମେ ଆପୋଣ ଆଗେ ନିଜ ମା ଭଉଣୀଙ୍କୁ ପଚାରନ୍ତୁ ତାପରେ ଆଉ କାହାକୁ ପଚାରିବେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।