ବବି ମିଶ୍ର କହିଲେ ତାଙ୍କ ସ୍ତ୍ରୀ କୋଏଲଙ୍କ କଥା…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବବି ମିଶ୍ର କହିଲେ ତାଙ୍କ ସ୍ତ୍ରୀ କୋଏଲଙ୍କ କଥା…..ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।ବାହାଘର ହେଉଛି ଏକ ପବିତ୍ର ବନ୍ଧନ।ଯେଉଁଥିରେ ସ୍ବାମୀ ଏବଂ ସ୍ତ୍ରୀ ପରସ୍ପର ଉପରେ ନିର୍ଭଶୀଳତ।କିନ୍ତୁ ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

 

ବବି ମିଶ୍ରଙ୍କୁ ଓଡ଼ିଶା ଚଳଚିତ୍ର ଜଗତରେ କିଏ ବା ନଜାଣେ।ସେ ଓଡ଼ିଶାରେ ଘରେ ଘରେ ପରିଚିତ।ସେ ଜଣେ ଭଲ ଅଭିନେତା ମଧ୍ୟ।ସେ କହିଛନ୍ତି ସେ ତାଙ୍କ ସ୍ତ୍ରୀ କୋଏଲଙ୍କୁ ବହୁତ୍ ବୋଲି ପାଆନ୍ତି।କିନ୍ତୁ ବର୍ତ୍ତମାନ ସମୟରେ ଏହି ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଛି । ତେବେ ବର୍ତ୍ତମାନ ସମୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

 

ବବି ମିଶ୍ର କହିଛନ୍ତି ସେ ଦୁଇଟା କଥା କୁହନ୍ତି ନାହିଁ।ସେ ଯେମିତି ଲୋକେ ତାଙ୍କୁ ସେହିଭଳି ଦେଖିବାକୁ ପାଇବେ ସବୁଠାରେ।ସେ ଡେଆରିଂ ଲୋକ ନୁହଁ ବୋଲି କହିଛନ୍ତି।ସେ କହିଛନ୍ତି ଲୋକମାନଙ୍କ ଭଲ ପାଇବା ପାଇଁ ସେ ୨୫ବର୍ଷ ହେବ ଓଡ଼ିଆ ସିନେମା ଜଗତରେ ରହିଛନ୍ତି।ସେ ଯଉଟା କରନ୍ତି ତାଙ୍କ ହୃଦୟରୁ କରନ୍ତି ବୋଲି କହିଛନ୍ତି।ଲୋକ ମାନଙ୍କ ଭଲ ପାଇବା ପାଇଁ ସେ ଆଜି ବାହାର ରାଜ୍ୟରେ ମଧ୍ୟ ଅଭିନୟ କରୁଛନ୍ତି।

 

ସେ ଫ୍ରଷ୍ଟେସନ ରେ ନାହାନ୍ତି ବୋଲି କହିଛନ୍ତି।ସେ ସବୁଦିନ ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି।ସେ ବୋଲି କାଉନସିଲିଙ୍ଗ କାରଣ ବୋଲି କହିଛନ୍ତି।ଡକ୍ଟର ମାନେ ମଧ୍ୟ ତାଙ୍କୁ କାଉନସିଲିଙ୍ଗ କରିବା ପାଇଁ କୁହନ୍ତି।ସେ ଏବେ ମଧ୍ୟ ତାଙ୍କ ସ୍ତ୍ରୀ କୋଇଲଙ୍କୁ ବହୁତ୍ ଭଲ ପାଆନ୍ତି।ଲୋକେ କଣ କହିଲେ ତାଙ୍କର ଫରକ୍ ପଡେନି ବୋଲି କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *