ଗୁରୁତ୍ତର ଅବସ୍ଥାରେ ମେଡ଼ିକେଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ l

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୁରୁତ୍ତର ଅବସ୍ଥାରେ ମେଡ଼ିକେଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ lତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନେ ଦୁଃଖରେ ଭାଙ୍ଗି ପଡିବେ। ହଁ ଆଜ୍ଞା ଆପଣ ମାନଙ୍କର ଜଣେ ଅତିପ୍ରୀୟର ଅଭିନେତ୍ରୀ ଏବେ ଗୁରୁତର ଅବସ୍ଥାରେ ହ-ସ୍ପି-ଟା-ଲ୍ ରେ ଆଡ୍ଡମିତ୍ ହୋଇଛନ୍ତି।କିଡ୍ନୀ ସଂଙ୍କ୍ରମଣ ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ହସ୍ପିଟାଲ ରେ ଭର୍ତ୍ତି କରାଜାଇ ଥିଲା । 

 

ତେବେ ଏହି ବିଷୟ ରେ ବର୍ତମାନ ସମୟ ରେ ସୂଚନା ମିଳିଛି ଯେ ଅଭିନେତ୍ରୀ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ରିପୋର୍ଟ ଦାଖଲ କରିଛନ୍ତି ।ଯେହେତୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ଏହି ଲୋକପ୍ରିୟ ଅଭିନେତ୍ରୀ ନିଜର ଫୋଟ ସାମ୍ନାକୁ ଆସିବା ପରେ ତାଙ୍କର ପ୍ରଶଂସକ ମାନେ ଅସୋନ୍ତୋଷ ପ୍ରକାଶ କରିଛନ୍ତି ।ପୁଣି ଏକ ଲୋକପ୍ରିୟ ଟିଭି ସିରିଏଲ ଅଭିନେତ୍ରୀ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । 

 

ତେବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଶୀବାନୀ ଇନଷ୍ଟାଗ୍ରାମ ରେ ତାଙ୍କର ଫୋଟ ସେୟାର କରିଛନ୍ତି । ଏହି ଫୋଟରେ ସେ ଆଙ୍ଗୁଠି ଉଠାଉ ଥିବାର ଦେଖା ଜାଉଛି । ଯାହା ସୂଚାଉଛି ବର୍ତମାନ ସମୟ ରେ ତାଙ୍କର ସ୍ୱାସ୍ଥ ଅବସ୍ଥା ପୂର୍ବ ଅପେକ୍ଷା ଭଲ ରହିଛି । ଏହି ଫୋଟ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି ।ନମସ୍କାର ସମସ୍ତଙ୍କୁ ମୋର କିଛି ଦିନ ଖରାପ ଚାଲିଛି । ମୋର କିଡ୍ନୀ ସଂଙ୍କ୍ରମଣ ହୋଇଜାଇଛି ।

 

ହେଲେ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ ଯେ ପରିବାର ବନ୍ଧୁ , ଡାକ୍ତର ଏବଂ ଡାକ୍ତରଖାନା କର୍ମିଙ୍କ ସହଯୋଗରେ ମୁଁ ବର୍ତମାନ ସମୟ ରେ ନିଜକୁ ଭଲ ଅନୁଭବ କରୁଛି । ସୋସିଆଲ ମିଡିଆ ରେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଶୀବାନୀ ଜୋଶୀ ଙ୍କ ଏହି ଫୋଟ ଖୁବ ଭାଇରଲ ହେଉଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କର ପ୍ରଶଂସକ ମାନେ ପାର୍ଥନା କରୁଛନ୍ତି । ତେବେ କିଡ୍ନୀ ସଂଙ୍କ୍ରମଣ ଯୋଗୁଁ ହ-ସ୍ପି-ଟା-ଲ ରେ ଭର୍ତ୍ତି ହେଲେ ଟିଭି ଅଭିନେତ୍ରୀ ଶୀବାନୀ ଜୋଶୀ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *