ବେଷ୍ଟ ଫ୍ରେଣ୍ଡ୍ ସହ ଶୋଉଥିଲା DJ ଆଜେକ୍ସ୍ ର ପ୍ରେମିକା, ଟଙ୍କା ନେଇ ଦେଉଥିଲା ମାନସିକ ନି-ର୍ଯା-ତ-ନା 

ବେଷ୍ଟ ଫ୍ରେଣ୍ଡ୍ ସହ ଶୋଉଥିଲା DJ ଆଜେକ୍ସ୍ ର ପ୍ରେମିକା, ଟଙ୍କା ନେଇ ଦେଉଥିଲା ମାନସିକ ନି-ର୍ଯା-ତ-ନା 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବେଷ୍ଟ ଫ୍ରେଣ୍ଡ୍ ସହ ଶୋଉଥିଲା DJ ଆଜେକ୍ସ୍ ର ପ୍ରେମିକା, ଟଙ୍କା ନେଇ ଦେଉଥିଲା ମାନସିକ ନି-ର୍ଯା-ତ-ନା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ DJ ଆଜେକ୍ସ ଙ୍କ ମୃ-ତ୍ୟୁ ଘଟିଛି। ତାଙ୍କର ଏଭଳି ରହସ୍ୟ ଜନକ ମୃ-ତ୍ୟୁ କୁ ନେଇ ଚାରିଆଡ଼େ ଅନେକ କଥା ମଧ୍ୟ କୁହା ଯାଉଛି।ତ୍ରିକୋଣୀୟ ପ୍ରେମ କାହାଣୀ କୁ ନେଇ ଏଭଳି ହୋଇଥିବା ମଧ୍ୟ ସନ୍ଦେହ କରାଯାଉଅଛି।DJ ଆଜେକ୍ସ୍ ଙ୍କ ସାଙ୍ଗ କହିଛନ୍ତି କି ତାଙ୍କ ପ୍ରେମିକା ଜିଜ୍ଞାସା ମହାରଣା ଙ୍କ ଅନ୍ୟ ଜଣକ ସହ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ସନ୍ଦେହ କରାଯାଉଅଛି।ପ୍ରେମିକା ଜଣକଙ୍କ ବେଷ୍ଟ ଫ୍ରେଣ୍ଡ୍ ନାମ ଥିଲା ରଶ୍ମୀ ରଞ୍ଜନ ରଣସିଂହ। ସେ ସବୁ ବେଳେ DJ ଆଜେକ୍ସ ଓରଫ ଅକ୍ଷୟ ଙ୍କ ମଧ୍ୟରେ ଅନେକ ଭୁଲ ବୁଝା ବଣା କରୁଥିଲେ।

ଅକ୍ଷୟ ତାଙ୍କ ସାଙ୍ଗ କୁ ମଧ୍ଯ କହିଥିଲେ କି ରଶ୍ମୀ ରଞ୍ଜନ ଙ୍କ ପାଇଁ ତାଙ୍କର ଓ ତାଙ୍କ ପ୍ରେମିକା ଙ୍କ ମଧ୍ୟରେ ଅନେକ ଅସୁବିଧା ମଧ୍ଯ ହେଉଛି। ଏହାପରେ ତାଙ୍କ ସାଙ୍ଗ ମଧ୍ଯ କହିଥିଲେ କି ଯଦି ସେ ଝିଅ ଭଲ ନୁହେଁ ତେବେ ତାଙ୍କୁ ଛାଡି ଦେବା ପାଇଁ।

 

ତେବେ DJ ଆଜେକ୍ସ କହିଛନ୍ତି ଯେ ମୋତେ ଭଲପାଉଥିଲା ହେଲେ ତା ବେଷ୍ଟ ଫ୍ରେଣ୍ଡ୍ ରଶ୍ମି ସହ ଯାଇ ଶୋଉଥିଲା ମୋ ପ୍ରେମିକା ଜିଜ୍ଞାସା, ମୋ ଠାରୁ ଟଙ୍କା ନେଉଥିଲା ହେଲେ ରଶ୍ମି ସହ ରାତି କାଟୁଥିଲା, ଫୋନ୍ କରିଲେ ଘଣ୍ଟା ଘଣ୍ଟା ୱ୍ଏଟିଙ୍ଗ୍ ଆସୁଥିଲା ହେଲେ ମୋ ଫୋନ୍ କୁ ରିସିଭ୍ କରୁ ନଥିଲା ଏକା ଯାଇ ରଶ୍ମି ସହ ରାତି ବିତଉଥିଲା। ତଥାପି ମୁଁ ତାକୁ ସବୁଥିରେ ମାଫ୍ କରିଲି କାରଣ ମୁଁ ତାକୁ ବହୁତ ଭଲପାଏ ମୁଁ ତା ରୁମ୍ ତଳେ ଥଣ୍ଡା କାକରରେ ଘଣ୍ଟା ଘଣ୍ଟା ରାତି ବିତେଇଛି ହେଲେ ସେ କିଛି ବି ବୁଝିଲାନି ମୋ ଗାଲକୁ ସକାଳୁ ଆସି ଚାପୁଡା ମାରିଲା କେମିତି ବା ସହି ଥାଆନ୍ତି ମୋ ପ୍ରେମିକାର ଏହି ଚାପୁଡାକୁ।ଏମିତି ସବୁ ମାନସିକ ସ୍ତରରେ ଅଶାନ୍ତି ରହୁଥିବା ଡିଜେ ଆର୍ଜେକ୍ସ ଙ୍କ କଥାକୁ କହିଛନ୍ତି ତାଙ୍କ ସାଙ୍ଗ। 

 

ଆର୍ଜେକ୍ସ ଓରଫ୍ ଅକ୍ଷୟ ତାଙ୍କ ସାଙ୍ଗ ସହିତ ସବୁ କଥାକୁ ସେୟାର୍ କରନ୍ତି ପ୍ରେମରେ ଧିରେ ଧିରେ ବିଫଳ ହେଉଥିବା କଥାକୁ ମଧ୍ୟ ସେ ତାଙ୍କ ସାଙ୍ଗଙ୍କ ଆଗରେ କହିଥିଲେ। ଯେଉଁ କଥାକୁ ତାଙ୍କ ସାଙ୍ଗ ଆଜି କ୍ୟାମେରା ସାମ୍ନାରେ ଗୋଟି ଗୋଟି କରି କହିଛନ୍ତି। ଆର୍ଜେକ୍ସଙ୍କ ସାଙ୍ଗଙ୍କ କହିବା ମୁତାବିକ ହାଇଟେକ୍ ମେଡିକାଲ୍ କଲେଜରେ ଜଣେ ଛାତ୍ରୀ ଜିଜ୍ଞାସାଙ୍କୁ ପ୍ରେମ କରୁଥିଲେ ଆର୍ଜେକ୍ସ।ଜିଜ୍ଞାସା ଆର୍ଜେକ୍ସଙ୍କୁ ପ୍ରେମ କରୁଥିବା ବେଳେ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ରଶ୍ମିଙ୍କ ସହ ମଧ୍ୟ ରିଲେସନରେ ଥିଲେ। ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବା କଥା ଆର୍ଜେକ୍ସ କୁଆଡେ ତାଙ୍କ ସାଙ୍ଗଙ୍କୁ କହିଥିଲେ।ଏହାପରେ ଆର୍ଜେକ୍ସ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ ଜିଜ୍ଞାସା ଙ୍କୁ କିନ୍ତୁ ରଶ୍ମି ଏବଂ ଜିଜ୍ଞାସା ଦୁହେଁ ଆର୍ଜେକ୍ସ ଙ୍କୁ ମାନସିକ ନି-ର୍ଯ୍ୟା-ତ-ନା ଦେଉଥିଲେ ବୋଲି ଆର୍ଜେକ୍ସ ଙ୍କ ସାଙ୍ଗ ଅଭିଯୋଗ କରିଛନ୍ତି। 

 

ଯାହା ଦରକାର ହେଉଥିଲା ଆର୍ଜେକ୍ସ ସେସବୁ ଜିଜ୍ଞାସାଙ୍କୁ କିଣି ଦେଉଥିଲେ ହଜାର ହଜାର ଟଙ୍କା ଆର୍ଜେକ୍ସଙ୍କ ଠାରୁ ଝଡାଇଛି ଜିଜ୍ଞାସା, ସବୁ ଦେଲା ପରେ ବି ଜିଜ୍ଞାସା ଯାଇ ରଶ୍ମି ପାଖରେ ଶୋଉଥିଲା। ଯାହାକୁ ଆର୍ଜେକ୍ସ ସହି ପାରି ନଥିଲା ବୋଲି ଆର୍ଜେକ୍ସ ଙ୍କ ସାଙ୍ଗ କହିଛନ୍ତି, ଆର୍ଜେକ୍ସ ଦୁଇରୁ ତିନି ମାସ ହେବ ମାନସିକ ସ୍ତରରେ ବହୁତ ଦୁର୍ବଳ ରହୁଥିଲା କିନ୍ତୁ ଏହି ତିନି ଦିନ ହେବ କଥା ଆଗକୁ ବହୁତ ବଢ଼ିଗଲା, କାରଣ ଜିଜ୍ଞାସା ଆର୍ଜେକ୍ସଙ୍କୁ ବହୁତ ମାନସିକ ନି-ର୍ଯ୍ୟା-ତ-ନା ଦେଉଥିଲା। ଜିଜ୍ଞାସା ଙ୍କ ବେଷ୍ଟ ଫ୍ରେଣ୍ଡ୍ ରଶ୍ମି କୁଆଡେ କୌଣସି ଭିଡିଓକୁ ଭା-ଇ-ରା-ଲ୍ କରିଦେବା ପାଇଁ ମଧ୍ୟ ଧମକ ଦେଉଥିଲେ, ଆଉ ଏହି ଭଳି ଅବସ୍ଥାରେ ଆର୍ଜେକ୍ସ ଏହି ଦୁନିଆ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *