ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ୍ କଲେ ରୋହିତ..

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ୍ କଲେ ରୋହିତ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ଭାରତରେ ମଧ୍ୟ କ୍ରିକେଟ ବହୁମାତ୍ରାରେ ଲୋକପ୍ରିୟ ହେବାରେ ଲାଗିଛି।

 

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଚାଲୁ ରହିଛି।ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନାରେ ଜାରି ରହିଛି । ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ୍‌ମାନେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମ୍ୟାଚ୍ ପୁର୍ବରୁ ଭାରତୀୟ ଟିମ୍ ଯେତେବେଳେ ବିଶାଖାପାଟନା ଏୟାରପୋର୍ଟରେ ପହଞ୍ଚିଥିଲା।ସେହି ସମୟରେ ରୋହିତ ଶର୍ମା କିଛି ଏପରି କାର୍ଯ୍ୟ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରି ଦେଇଛି।

 

ରୋହିତ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଶଳାଙ୍କ ବାହାଘର କାରଣରୁ ଖେଳି ପାରି ନଥିଲେ। ରୋହିତ ଶର୍ମା ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ପ୍ରପୋଜ କରିଦେଇଥିଲେ।ଖେଳାଳି ବାହାରକୁ ଆସିବା ସମୟରେ ଭିଡିଓ ରେକର୍ଡ କରୁଥିଲେ । ଯେତେବେଳେ ରୋହିତ ଶର୍ମା ବାହାରକୁ ଆସିଥିଲେ, ତାଙ୍କ ହାତରେ ଏକ ଗୋଲାପ ଫୁଲ ଥିଲା । 

 

ରୋହିତ ଏହି ଫୁଲଟିକୁ ତାଙ୍କ ଫ୍ୟାନ୍ ଜଣଙ୍କୁ ଦେଇ ତାଙ୍କୁ ‘will you marry me’ ବୋଲି କହିଥିଲେ।ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।ସମସ୍ତେ ଜାଣନ୍ତି ରୋହିତ ଶର୍ମା ତାଙ୍କ ପ୍ରଶଂସକଙ୍କୁ ବହୁତ ସମ୍ମାନ କରନ୍ତି।କିନ୍ତୁ ଏହି ପ୍ରପୋଜ ଏବେ ସୋସିଆଲ ମିଡିଆରେ ଏକ ଅଡୁଆ ସୃଷ୍ଟି କରିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *