ସରକାରଙ୍କ ବଡ଼ ଘୋଷଣା । ପୁଅ ହେଉ କି ଝିଅ ତୃତୀୟ ସନ୍ତାନ ହେଲେ ମିଳିବ ଏବେ ୫୦ ହଜାର ଟଙ୍କା । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରକାରଙ୍କ ବଡ଼ ଘୋଷଣା । ପୁଅ ହେଉ କି ଝିଅ ତୃତୀୟ ସନ୍ତାନ ହେଲେ ମିଳିବ ଏବେ ୫୦ ହଜାର ଟଙ୍କା । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ବର୍ତମାନ ସମୟରେ ତୋ ସାରା ବିଶ୍ୱରେ ଧୀରେ ଧୀରେ କରି ବଢ଼ିବାରେ ଲାଗିଛି ଜନସଂଖ୍ୟା । ଯାହାକୁ ନେଇ ଚିନ୍ତା ଗ୍ରାସ କରିଛି । ଆଉ ବିଶେଷ କରି ଦେଖିବାକୁ ଗଲେ ଜନସଂଖ୍ୟା ତୁଳନାରେ ସମସ୍ତ ଦେଶଠୁ ଆଗରେ ରହିଛି ଚୀନ । ଆଉ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହିଛି । ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପକ୍ଷରୁ ବହୁତ୍ କିଛି ସବୁ ନୂଆ ନୂଆ ନିମୟ ମଧ୍ୟ ଲାଗୁ କରାଯାଇଛି । 

 

ବିଶେଷକରି ଜନସଂଖ୍ୟାରେ ରୋକ୍‌ ଲଗାଇବାକୁ ସରକାର ମଧ୍ୟ ଚିନ୍ତିତ । ତେଣୁ କରି କେତେକ ରାଜ୍ୟରେ ମଧ୍ୟ ୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରିରେ ମଧ୍ୟ ବାରଣ ଅଛି । ଅତି ବେଶୀରେ ୨ଟି ସନ୍ତାନ ପାଇଁ ‘ଆମେ ଦୁଇ ଆମର ଦୁଇ’ ବୋଲି ନାରା ମଧ୍ୟ ଜାରି କରାଯାଇଛି । ହେଲେ ବନ୍ଧୁଗଣ ଏହାରି ମଧ୍ୟରେ ଯେଉଁ ଦମ୍ପତି ୩ୟ ସନ୍ତାନରୁ ଅଧିକ ସନ୍ତାନ ଜନ୍ମ କରିବେ ତାଙ୍କୁ ଆର୍ଥିକ ରାଶି ମିଳିବା ନେଇ ଘୋଷଣା କରାଯାଇଛି । 

 

ଆଜ୍ଞା ହଁ ବନ୍ଧୁଗଣ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେମଧ୍ୟ କଥାଟି ସମ୍ପୂର୍ଣ ସତ ।ଆଜ୍ଞା ହଁ ବନ୍ଧୁଗଣ ରାଜସ୍ଥାନର ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌ ମିଳିବ । ତେବେ କେବଳ ନୁହେଁ ଦମ୍ପତିଙ୍କ ତୃତୀୟ କିମ୍ୱା ଚତୁର୍ଥ ସନ୍ତାନ ଜନ୍ମ ହେଲେ ମଧ୍ୟ ଏହି ଟଙ୍କା ମିଳିବ ବୋଲି ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । 

 

ତେବେ ଅଖିଳ ଭାରତୀୟ ମାହେଶ୍ୱରୀ ସମାଜର ଅଧ୍ୟକ୍ଷ ରାମକୁମାର ଭୁତଡ଼ାଙ୍କ ମନ୍ତବ୍ୟ ଅନୁସାରେ ପୂର୍ବରୁ ଏହି ନିୟମ କେବଳ ତୃତୀୟ କନ୍ୟା ସନ୍ତାନ ପାଇଁ ଲାଗୁ ହୋଇଥିଲା। କିନ୍ତୁ ବର୍ତମାନ ପୁତ୍ର ସନ୍ତାନ ହେଉ କିମ୍ଵା କନ୍ୟା ସନ୍ତାନ ଉଭୟଙ୍କ ପାଇଁ ୫୦ ହଜାର ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ଦିଆଯିବ ବୋଲି ମାହେଶ୍ୱରୀ ସମାଜ ପକ୍ଷରୁ ଘୋଷଣା କରାଯାଇଛି । କାରଣ ଜନସଂଖ୍ୟା ହ୍ରାସ ହେଉଥିବାରୁ ମାହେଶ୍ୱରୀ ସମାଜ ଚିନ୍ତା କରି ଏଭଳି ଘୋଷଣା କରିଥିବାର ସୂଚନା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *