ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ, ପ୍ରେମରେ ଧୋକା ଖାଇଥିଲେ ମିଳୁଛି ଟଙ୍କା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରେମରେ ଧୋକା ପାଇବାପରେ ମଣିଷ ଭାଙ୍ଗି ପଡିଥାଏ କିମ୍ବା ସେହି ମଣିଷର ଭଲପାଇବା ପରେ ବିଶ୍ୱାସ ଉଠିଯାଏ । ସେହିପରି ଅନେକ ଲୋକେ କୌଣସି ନା କୌଣସି କାର୍ଯ୍ୟରେ ବ୍ୟସ୍ତ ରହିଯାଆନ୍ତି ଯାହାଦ୍ୱାରା ତାଙ୍କୁ ଏ ସବୁ ଜିନିଷ ମନେ ପଡି ନଥାଏ । ହେଲେ ଜଣେ ବ୍ୟକ୍ତିଙ୍କ ପାଇଁ ବ୍ରେକଅପ ପରେ ତାଙ୍କୁ ଫାଇଦା ମିଳିଥିଲା, ଯେତେବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କୁ ଛାଡି ଚାଲି ଯାଇଥିଲେ ସେତେବେଳେ ତାଙ୍କୁ ୨୫,୦୦୦ ଟଙ୍କା ଇନସୁରାନ୍ସ ମିଳିଥିଲା ।
ଟ୍ୱିଟର ୟୁଜର ନିଜର ଏହି ଷ୍ଟୋରୀକୁ ଲୋକମାନଙ୍କ ସହ ସେୟାର କରିଛନ୍ତି । ବ୍ୟକ୍ତିଙ୍କ ପାଇଁ ହାର୍ଟବ୍ରେକ ଲାଭ ଦାୟକ ରହିଲା । ପ୍ରତୀକ ଆର୍ଯ୍ୟନ ନାମକ ଜଣେ ୟୁଜର୍ସ କହିଛନ୍ତି ଯେ, ଯେକୌଣସି ପ୍ରକାରରେ ତାଙ୍କ ପ୍ରେମିକା ଏବଂ ସେ ନିଜ ଆକାଉଣ୍ଟରେ ୫୦୦ ଟଙ୍କା ରଖନ୍ତି । ଚୁକ୍ତି ଏହା ଥିଲା ଯେ, ଯିଏ ଧୋକା ଖାଇବ ତାକୁ ପୁରା ଟଙ୍କା ହାର୍ଟବ୍ରେକ ଫଣ୍ଡ ରୂପରେ ଦିଆଯିବ । ଏବେ ଏଭଳି ଏକ ଯୋଜନାକୁ ନେଇ ସବୁଠି ଚର୍ଚ୍ଚା।
ତେଣୁ ଏଥର ପ୍ରେମରେ ଧୋକା ଖାଇଲେ ହେଇ ଯାଆନ୍ତୁ ଖୁସି । କାରଣ ଧୋକା ପରେ ମିଳିବ ଟଙ୍କା । ଆଜ୍ଞା ହଁ ବିରହି ପ୍ରେମିକଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ପ୍ରେମରେ ଧୋକା ଖାଇଲେ ନିନ୍ଦା ଅପବାଦ ନୁହେଁ ବରଂ ମିଳିବ ମୋଟା ଅଙ୍କର ଟଙ୍କା । ଆପଣଙ୍କ ପାର୍ଟନର ଯଦି ଆପଣଙ୍କୁ ଧୋକା ଦେଉଛି ତେବେ ଏଥିରେ ଭାଙ୍ଗି ପଡିବା କି ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ ।
ପ୍ରେମରେ ପ୍ର-ତା-ର-ଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କ ପାଇଁ ଏପରି ଯୋଜନା କରାଯାଇଛି । ଏଭଳି କଥା ବିଶ୍ୱାସ ହେଉ ନଥିଲେ ମଧ୍ୟ ପ୍ରତୀକ ଆର୍ଯନ୍ ନାମକ ଜଣେ ଯୁବକ ସହ ଏପରି ଘଟିଛି । ଏହି ପଲିସି ଅନୁସାରେ ଯିଏ ପ୍ରତାରଣାର ଶିକାର ହେବ ସିଏ ସବୁ ଟଙ୍କା ନେଇ ପାରିବ । ଯାହାକୁ ହାର୍ଟବ୍ରେକ ଇନ୍ସୁରାନ୍ସ ବୋଲି କୁହା ଯାଉଛି । ଏହି ସୁବିଧା କେବଳ ବିଶ୍ଵସ୍ଥ ମାନଙ୍କ ପାଇଁ । ଆଉ ଏହି ବ୍ୟବସ୍ଥା ଯୁବପିଢୀ ମାନଙ୍କୁ ବେଶ୍ ଭଲ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।