ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏ ସୁନ୍ଦରୀ ଅର୍ଚ୍ଚନା ଭଳିଆ ଘର ମାଲିକକୁ କରୁଥିଲେ ବ୍ଲା-କ-ମେ-ଲିଂ । ମାଡିବସିଲା କମିଶନରେଟ ଆରକ୍ଷୀ ଅଧିକାରୀ। ଗି-ର-ଫ ହେଲେ ଠକ ଦମ୍ପତି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରାଜଧାନୀରେ ବୁଲୁଥିଲେ ଏକ ଦମ୍ପତୀ । ଏମାନେ ଘରକୁ ଭଡା ସୁତ୍ରରେ ନେଉଥିଲେ । ପରବର୍ତ୍ତି ସମୟରେ ନକଲି ଦସ୍ତାବିଜ୍ ଦେଖାଇ ଏହାର ମାଲିକାନା ହାସଲ କରୁଥିଲେ । ଯାହାକୁ ଆରକ୍ଷୀ ଅଧିକାରୀ ଗି-ର-ଫ କରିଛି । ଗି-ର-ଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଆରକ୍ଷୀ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସ୍ୱାମୀ-ସ୍ତ୍ରୀ ବେଶ ଅଏସ୍ ଆରାମ୍ରେ ରହୁଥିଲେ । ଏମାନେ ରାଜଧାନୀରେ ଏଭଳି ଜୀବନଜାପନ ପାଇଁ ଏକ ଅଭିନବ ଉପାୟ ବାଛିଥିଲେ ।
ଘର ମାଲିକକୁ ବ୍ଲା-କ-ମେ-ଲିଂ କରି ଠକାମି ଅଭିଯୋଗରେ ଗି-ର-ଫ ହେଲେ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଘର ମାଲିକଙ୍କୁ ଦୁ-ଷ୍କ-ର୍ମ ଉଦ୍ୟମ ମାମଲାରେ ଛନ୍ଦି କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଉଦ୍ୟମ ଦ୍ଵିତୀୟ ଅର୍ଚ୍ଚନା ନାଗ ଭଳିଆ । ଏହି ସ୍ୱାମୀ-ସ୍ତ୍ରୀ ହେଉଛନ୍ତି ସୋନାଟା ଦାସ ଓ ତାଙ୍କ ସ୍ୱାମୀ ସନ୍ଦୀପ୍ ଦାସ ।ଅଭିଯୋଗ ପରେ ଚନ୍ଦ୍ରଶେଖର ଥା-ନା ଆରକ୍ଷୀ ଅଧିକାରୀ ସ୍ୱାମୀ-ସ୍ତ୍ରୀଙ୍କୁ ଗି-ର-ଫ କରିଛି। କୋର୍ଟ ଚାଲାଣ ହେବା ପରେ ସେମାନଙ୍କୁ ଏବେ ଝାରପଡା ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଘର ଭଡା ନେଇ ମାଲିକାନାର ଦାବି କରିବା ସହ ଏହି ଦମ୍ପତି ୨ ମହଲା କୋଠାକୁ ହଡପ କରିବାକୁ ଯୋଜନା କରୁଥିଲେ । ସୂଚନା ମୁତାବକ ୨୦୧୬ରେ ଏହି ଦମ୍ପତି ଭୁବନେଶ୍ୱର ଆସିଥିଲେ । ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ରଙ୍କ ତଳ ଘର ଭଡାରେ ନେଇ ପାର୍ଲର କରିଥିଲେ । ଘର ଭଡା ନେବା ପୂର୍ବରୂ ମାଲିକଙ୍କ ସହ ଏକ ଚୁକ୍ତିନାମା କରିଥିଲେ । ଏକ ବର୍ଷ ପାଇଁ ଭଡା ମାସକୁ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା ।
ବର୍ଷେ ପୂରିବା ପରେ ଭଡା ମାଗିବାରୁ ଘର ମାଲିକଙ୍କ ବିରୋଧରେ ଦୁ-ଷ୍କ-ର୍ମ ଅଭିଯୋଗ କରିଥିଲେ । ଏହାରି ଭିତରେ ଚଞ୍ଚକତା କରି ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଠକ ଦମ୍ପତି । ଅନ୍ୟପଟେ ଏନେଇ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚରୁ ଘରର କାଗଜପତ୍ର ନକଲି ବୋଲି ଜଣାପଡିଛି । ଏହାପରେ ଆରକ୍ଷୀ ଅଧିକାରୀ ଏଇ ଠକ ଦମ୍ପତିଙ୍କୁ ଗି-ର-ଫ କରିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।