ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାତି ହେଲେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ଦୁନିଆ ପରିବର୍ତ୍ତନ ହେବା ସହ ଲୋକମାନେ ପରିବର୍ତ୍ତନ ହେଉଛନ୍ତି। ଚୋର ଏବଂ ଡକାୟତ ମାନେ ମଧ୍ୟ ଚୋରି କରିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆଣିଲେନି ଏବଂ ଚୋରି କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପନାଇଲେନି। କିଏ ଭିକ ମାଗିବା ପାଇଁ ଭିକାରୀ ବେଶରେ ଯାଇଛି ତା ଆଉ କିଏ ବିକ୍ରି କରିବା ମାଧ୍ୟମରେ ଯାଇ ଚୋରି କରିବା ର ସମସ୍ତ ପ୍ରକାର ବ୍ୟବସ୍ଥା କରିଆସୁଛି।ଏବେ ଲୋକମାନଙ୍କର ଅଧିକ ଭୟ ଚୋର ଏବଂ ଡକାୟତ ଙ୍କୁ କାରଣ ସେମାନେ କିଛି ନେବା ସହିତ ଭୟ ଦେଖାଇବା ପାଇଁ ଲୋକଙ୍କ ଜୀବନ ନେବାକୁ ମଧ୍ୟ ପଛାଇନଥନ୍ତି ।
ପୋଲିସ ଗୋଡ଼ାଇ ଗୋଡ଼ାଇ ଏକ ଅଜବ ପ୍ରାଣୀ କୁ ଧରିଛି ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଜବ ପ୍ରାଣୀ କୁ ଯିଏ ବି ଦେଖିବ ସେ ସମ୍ପୂର୍ଣ ଭାବ ରେ ଆଶ୍ଚର୍ଯ୍ୟ ହୋଇଯିବେ । ଅବିକଳ ଭାଲୁ ଭଳି ଦେଖା ଯାଉଛି । ଯେମିତି ଜଣେ ଭାଲୁ ମଣିଷ ପୋଷାକ ପିନ୍ଧିଛି। ଭାଲୁ ବେଶ୍ ରେ ଦେଖା ଯାଉଥିବା ପ୍ରାଣୀ ହେଉଛି ଜଣେ ବ୍ୟକ୍ତି ଯିଏ କି ଭାଲୁ ର ମୁଖା ପିନ୍ଧିଛନ୍ତି ।ଯେ ଆରକ୍ଷୀ ଅଧିକାରୀ ଆଗରେ ଧରା ପଡ଼ିଥିଲେ ମଧ୍ୟ ସେ ଆଉ ମୁଖା ଖୋଲି ନାହାଁନ୍ତି । ଚୋରି କରିବା ପାଇଁ ସେମାନେ ଆସିଥିଲେ ଏବଂ ଧରା ପଡ଼ିଲେ ଡରାଇବା ଭଳି ପୋଷାକ ପିନ୍ଧିଥିଲେ ଏବଂ ହାତ ରେ ଶାବଳ ଓ ଛୁ-ରା ଧରି ଆସିଥିଲେ , ଏବଂ ଘର ତାଡୁଥିଲେ।
ମୁହଁ ରେ ଥିଲା ଭାଲୁ ମୁଖା । ସେଠାରୁ ଚେଷ୍ଟା କରିଥିଲେ ପଳାଇ ଆସିବେ ବୋଲି । ଅନେକ ଦିନ ହେବ ୪ ଜିଲ୍ଲା ରେ ନିଜ ଲୁଟ ର ସାମ୍ରାଜ୍ୟ ବିସ୍ତାର କରିଥିବା ଏହି ୪ ଲୁଟେରା ବର୍ତ୍ତମାନ ସମୟ ରେ ଆରକ୍ଷୀ ଅଧିକାରୀ ପଞ୍ଝା ରେ ଫସିଛନ୍ତି। ଭିନ୍ନ ଭିନ୍ନ ଉପାୟ ବାହାର କରି ଲୁଟୁ ଥିଲେ କିନ୍ତୁ ଚୋର ଘର ସଦା ବେଳେ ଅନ୍ଧାର ନ ଥାଏ । ବର୍ତ୍ତମାନ ସମୟ ରେ ଧରା ପଡ଼ୁଛନ୍ତି ।ଏହି ୪ ଡକାୟତ ହେଉଛନ୍ତି ଭଦ୍ରକ ଜିଲ୍ଲା ର , ଦୀର୍ଘ ବର୍ଷ ହେବ ନିଜ ଚୋରି କାର୍ଯ୍ୟ କରୁଥିଲେ । ଏହି ୪ ଲୁଟେରା ଙ୍କ ବୟସ ୧୯ ରୁ ୨୩ ବର୍ଷ ମଧ୍ୟ ରେ ହେବ ପୂର୍ବ ରୁ ଅନେକ ଚୋରି କରିଛନ୍ତି ଓ ପରେ ଗି-ର-ଫ ହୋଇ ଜେ-ଲ ମଧ୍ୟ ଯାଇଛନ୍ତି ।ଚୋରି ବିଦ୍ୟା ବହୁତ ଭୟଙ୍କର ,ଯିଏ ଏହାକୁ ଶିଖିପାରିଲା ସିଆ ଆଗକୁ ବଢିଲା ,ଆଉ ଯିଏ ନା ପାରିଲା ସେ ସବୁବେଳେ ଧରାପଡ଼ିବା ନିଶ୍ଚିତ।
ଯେଉଁ ଚାରିଜଣ ଅନେକ ବର୍ଷ ଧରି ଲୁଟ ପାଟ୍ ଚଳାଇଥିଲେ ଆଜି ସେମାନଙ୍କୁ ତାଙ୍କର ଫଳ ମିଳି ଯାଇଛି , ବର୍ତ୍ତମାନ ୪ ଲୁଟେରାଙ୍କୁ ଆରକ୍ଷୀ ଅଧିକାରୀ ଧରି ଦେଇଛନ୍ତି ଏବଂ ସେମାନଙ୍କୁ ଥା-ନାକୁ ନେଇଛନ୍ତି। ଯେଉଁ ମାନେ ଦୁନିଆରେ କର୍ମ କଣ ବୋଲି ଜାଣନ୍ତି ନାହିଁ ସେ ନିଶ୍ଚୟ ଭାବେ ଖରାପ କାର୍ଯକୁ ଅପଣାଇବେ । ଖରାପ କାର୍ଯ୍ୟ ଜୀବନ ପାଇଁ ବିପଦ ଓ ଏହାର ବଡ ବଡ ରୋଗ ଠାରୁ ମଧ୍ୟ ବହୁତ୍ ବଡ । ବ୍ୟକ୍ତି ଜଣକ ଯେଉଁ ରୂପ ରେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି ତାକୁ ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ ।ଏହି ଘଟଣା କୁ ସେମାନେ ଚଳଚ୍ଚିତ୍ର ଦୁନିଆ ଭାବି ଚଳଚ୍ଚିତ୍ରକୁ ଆଧାର କରି ଲୁ-ଟ୍ ପାଟର ରାସ୍ତା ତିଆରି କରିଥିଲେ ଯାହା ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।