ଗର୍ଭବତୀଙ୍କ ପେଟରୁ ଚୋରି କରିନେଲେ ପିଲା,ଡାକ୍ତର କହିଲେ ପିଲା ନାହିଁ ପେଟରେ କେବଳ ଗ୍ୟାସ ଥିଲା।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗର୍ଭବତୀଙ୍କ ପେଟରୁ ଚୋରି କରିନେଲେ ପିଲା,ଡାକ୍ତର କହିଲେ ପିଲା ନାହିଁ ପେଟରେ କେବଳ ଗ୍ୟାସ ଥିଲା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସୋସିଆଲ ମିଡିଆରେ  ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।ଆଜି ଆମ ପାଖକୁ ଏମିତି କିଛି ଖବର ପହଞ୍ଚିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

 

ଜଣେ ଗର୍ଭବତୀ ମହିଳା ଙ୍କ ୯ ମାସ ପରେ ପ୍ରସବ ପାଇଁ ଆସିଥିବା ସମୟରେ ପ୍ରସବ ହେବ ବୋଲି କହି ତାଙ୍କୁ ଭିତରକୁ ନେଇଥିଲେ କିନ୍ତୁ ପରେ ଆସି କହିଥିଲେ କି ସେହି ପ୍ରସୂତି ମହିଳାଙ୍କ ପେଟରେ ପିଲା ନାହିଁ।ତାଙ୍କ ପେଟରେ କେବଳ ଗ୍ୟାସ ଥିଲା।କୌଣସି ପିଲା ସେଥିରେ ନଥିଲା ଯାହା ଶୁଣିବା ପରେ ସେ ପ୍ରସୂତି ମହିଳାଙ୍କ ପରିବାର ଲୋକ ଆଚମ୍ବିତ ହୋଇଯାଇଛନ୍ତି। ଏଭଳି ଏକ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ ଯେଉଁଠି ଜଣେ ପିଲାକୁ ତା ମା ପାଖରୁ ଅଲଗା କରିଦେଇଛନ୍ତି ମେଡିକାଲ୍ ଷ୍ଟାଫ୍ ଏବଂ କହୁଛନ୍ତି ତା ପେଟରେ ଗ୍ୟାସ ରହିଛି ଏବଂ ତାର ନିରାକରଣ ପାଇଁ ତାଙ୍କୁ ମାଲକାନଗିରି ବଡ଼ ହ-ସ୍ପି-ଟା-ଲ କୁ ରେଫର ମଧ୍ୟ କରିଦେଇଥିଲେ।

 

ସେହି ପ୍ରସୂତି ଙ୍କ ସ୍ବାମୀ କହିବା ମୁତାବକ ତାଙ୍କ ସ୍ତ୍ରୀଙ୍କୁ ସେହି ହସ୍ପିଟାଲ ରେ ଥିବା ANM ପ୍ରତ୍ୟେକ ମାସ ଚେକ୍ ଅପ୍ କରୁଥିଲେ ଏବଂ ତାଙ୍କ ପିଲା ସୁରକ୍ଷିତ ଅଛି ବୋଲି କହୁଥିଲେ କିନ୍ତୁ ଆଜି ପ୍ରସବ ହେବା ବୋଲି କହି ତାଙ୍କୁ ଅଲଟ୍ରାସାଉଣ୍ଡ ପାଇଁ ଭିତରୁ ନେଇଥିଲେ ଏବଂ ବେହୋସ୍ କରି ଅଲଟ୍ରାସାଉଣ୍ଡ କରିଥିଲେ।ଅଲଟ୍ରାସାଉଣ୍ଡ କୁ ଯିବା ପୂର୍ବରୁ ତାଙ୍କୁ ସାଲାଇନ ମଧ୍ୟ ଦିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଏକ ଘଣ୍ଟା ପରେ ପ୍ରସବ ହେବା କିନ୍ତୁ ଅଲଟ୍ରାସାଉଣ୍ଡ ପରେ କହିଲେ କି ତାଙ୍କ ପେଟରେ ପିଲା ନୁହେଁ ବରଂ ଗ୍ୟାସ ରହିଛି, କିନ୍ତୁ ସେହି ମହିଳା ଙ୍କ ସ୍ବାମୀ କହିଛନ୍ତି ଯଦି ପେଟରେ ପିଲା ନାହିଁ ତାହେଲେ ତାଙ୍କ ପ୍ରତ୍ୟେକ ମାସ ତିକ କାହିଁକି ଦିଆ ଯାଉଥିଲା ଏବଂ କାହିଁକି ତାଙ୍କ ଯତ୍ନ ନେବାକୁ କହୁଥିଲେ।

 

ଡକ୍ଟର ଙ୍କ ସହ ପରାମର୍ଶରେ କହିଥିଲେ ଯେ ସେହି ମହିଳା ପୂର୍ବରୁ ଜଣକୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ପିଲା  ହେବା ପରେ ସେ ଫେମିଲି ପ୍ଲାନିଂ କରି ଅପରେସନ କରିଥିଲେ ଯାହା ପରେ ପିଲା ହେବା କିମ୍ବା ପ୍ରେଗନେଣ୍ଟ ହେବା କଥା ନୁହେଁ କିନ୍ତୁ ଏମାନେ  ANM କୁ ଚୁଡ଼ା ,ଅଣ୍ଡା ଭଳି ସରକାର ତରଫରୁ ମିଳୁଥିବା ପଦାର୍ଥ ପାଇଁ ଜୋର୍ ଜବରଦସ୍ତ କରିବା ହେତୁ ANM ତାଙ୍କ ନାମ ରେଜିଷ୍ଟ୍ରେସନ କରିଥିଲେ।ଡକ୍ଟର କହିଛନ୍ତି ଯେ ଏହି କଥାର କିଛି ଆଲୋଚନା କରି ପଦକ୍ଷେପ ନିଆଯିବ। ସତରେ କଣ ମଣିଷ ଟଙ୍କା ଲୋଭରେ ଏମିତି ଅନ୍ଧ ହୋଇଯାଇଛି କି ସେ ମା ଠାରୁ ପିଲାକୁ ଅଲଗା କରିବାକୁ ପଛାଉନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *