7 ଦିନ ସ୍କୁଲ ବନ୍ଧ । ସରକାର ନେଲେ ଏହି ବଡ଼ ନିଷ୍ପତି । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ସରକାର ନେଲେ ଏହି ବଡ ନିଷ୍ପତ୍ତି 7 ଦିନ ସ୍କୁଲ ବନ୍ଧ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

‘ କରୋନା ’ ଏହି ଶବ୍ଦଟିକୁ ଶୁଣିଲା ବେଳକୁ ଲୋକ ମାନଙ୍କ ର ମନରେ ଅନେକ ବହୁତ ବଡ ବଡ ଦୁଃ-ଖ-ଦ ତଥା ଅସହାୟ ଚିତ୍ର ଆଖି ସାମ୍ନା କୁ ଆସିଯାଉଥିବ। ଏହି କରୋନା ଦେଢ ବର୍ଷ ହେବ ସାରା ବିଶ୍ୱ କୁ ପୁରା ହଲଚଲ୍ କରି ରଖି ଦେଇଛି। କୌଣସି ରାଜ୍ୟ, ଦେଶ ର ସରକାର ମାନେ ଶାନ୍ତି ରେ ନିଶ୍ୱାସ ଟିକେ ମଧ୍ୟ ନେଇ ପାରୁ ନାହାନ୍ତି। କେଜାଣି ଏହି କରୋନା ମ-ହା-ମା-ରୀ କେତେ କଣ ଲୋକ ମାନଙ୍କ ପାଖରୁ ଛଡାଇ ନେଲାଣି। ଏହି କରୋନା ଅନେକ ବାପା ମାଆ ଙ୍କ କୋଳକୁ ମଧ୍ୟ ଖାଲି କରି ଦେଇଛି। ଏହି ମ-ହା-ମା-ରୀ ଟି ଏପରି ଯେ ଯଦି ସାମ୍ନା ରେ ଜଣେ ନିଜ ଲୋକ ଛଟପଟ ହୋଇ ମ-ରୁ-ଥି-ବ ତାର ମ-ରି-ବା ସମୟ ରେ ପାଟି ରେ ପାଣି ଟିକେ ଦେବା ପାଇଁ ମନ ଡାକୁଥିଲେ ବି ଠୁପେ ପାଣି ମଧ୍ୟ ଦେଇ ପାରିବ ନାହିଁ। ସତରେ କରୋନା ର ଏହି ରୂପ କୁ ଦେଖି ଲୋକ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି, ସତରେ କଣ ଏଡେ ନି-ର୍ଦ-ୟ ହୋଇପାରେ ଏହି ଭୂତାଣୁ? 

 

ଏହି କରୋନା ସମୟରେ ରାଜଧାନୀ ଦିଲ୍ଲୀରେ କରୋନା ସହିତ ବାୟୁ ପ୍ର-ଦୂ-ଷ-ଣର ମାତ୍ରା ମଧ୍ୟ ବହୁତ ଅଧିକ ହୋଇ ଯାଇଥିଲା, ଏହି ସମୟରେ ଲୋକମାନେ ନିଃଶ୍ୱାସ ମଧ୍ୟ ନେଇ ପାରୁନଥିଲେ। ଏବେ ମଧ୍ୟ ଦିଲ୍ଲୀରେ ପ୍ରଚଣ୍ଡ ହେଲାଣି ବାୟୁ ପ୍ର-ଦୂ-ଷ-ଣ। ବାୟୁର ମାନ ଏତେ ଖ-ରା-ପ ହୋଇପଡ଼ିଛି ଯେ ସାଧାରଣ ଜୀବନ ଯାପନ ଅସମ୍ଭବ ହୋଇପଡ଼ିଲାଣି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।  ଏହା ପୂର୍ବରୁ ସୁ-ପ୍ରି-ମ-କୋ-ର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।ଏହା ପରେ ପରେ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିଓ୍ବାଲ ଆଜି ସନ୍ଧ୍ୟାରେ ଜରୁରୀକାଳୀନ ବୈଠକ ଡାକି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

 

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୋନ୍ଦ୍ର ଜୈନ,  ପରିବେଶ ମନ୍ତ୍ରୀ ଗୋପାଳ ରାୟ, ମୁଖ୍ୟ ସଚିବ ବିଜୟ କୁମାର ଦେବଙ୍କ ବ୍ୟତୀତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ସୁପ୍ରିମ କୋ-ର୍ଟଙ୍କ ଆଦେଶ ଉପରେ ଚର୍ଚ୍ଚା ହେବା ସହ ବାୟୁ ପ୍ର-ଦୂ-ଷ-ଣ ରୋକିବା ଦିଗରେ ପଦକ୍ଷେପ ପାଇଁ ବିଚାର ହୋଇଛି।ବୈଠକରେ ନିଷ୍ପତ୍ତି ହେଇଛି ଯେ ଦିଲ୍ଲୀରେ ସୋମବାର ପାଖରୁ ୭ ଦିନ ସ୍କୁଲ ବନ୍ଦ ରହିବ। ଏହି ସମୟରେ ପିଲାମାନଙ୍କୁ  ପ୍ର-ଦୂ-ଷି-ତ ବାୟୁର ଦାଉରୁ ରକ୍ଷା କରିବାକୁ ଏହି ନିଷ୍ପତ୍ତି ହୋଇଛି। 

 

ଏହା ବ୍ୟତୀତ ଦିଲ୍ଲୀରେ  ୧୪ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି କେଜ୍ରିଓ୍ବାଲ ସରକାର।  ସେହଭିଳି ସରକାରୀ ଅଫିସ୍‌ର କର୍ମଚାରୀମାନେ ଗୋଟିଏ ସପ୍ତାହ ଓ୍ବାର୍କ  ଫ୍ରମ୍‌  ହୋମ୍‌ କରିବେ।ସବୁ ସରକାରୀ କାର୍ଯ୍ୟାଳୟ ସପ୍ତାହେ ବନ୍ଦ ରହିବ। ଏହା ପୂର୍ବରୁ ଦିଲ୍ଲୀରେ ଲକଡାଉନ୍‌ ଭଳି କଟକଣା ଲଗାଇବା ଉପରେ ବିଚାର କରିବାକୁ ସୁପ୍ରିମ କୋ-ର୍ଟ କହିଥିଲେ। ଏହା ପରେ କେଜ୍ରିଓ୍ବାଲ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ନେଇ ସୁପ୍ରିମ କୋ-ର୍ଟରେ ଜବାବ ରଖିବେ ବୋଲି ଜଣାପଡ଼ିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *