ମାଗଣା ତେଲ ପକେଇଲେ ବୋଲି ହାଣି ପକେଇଲେ ଦୁର୍ବୁତ୍ତ | ଜାଣନ୍ତୁ ପୁରା ବିଷୟ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୧୦ ଟଙ୍କା ତେଲ ଜାଗାରେ ୨୩୩ ଟଙ୍କା ତେଲ ପଡ଼ିଗଲା ବୋଲି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼େଇ ଗୋଡେଇ ହା-ଣି-ଲେ ଦୁ-ର୍ବୁ-ତ୍ତ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ପମ୍ପରେ ଆ-ତ-ଙ୍କ-ରାଜ । ଫାର୍ସା ବୁଲାଇ ଆ-ତ-ଙ୍କ ଖେଳାଇଲେ ଯୁବକ । ଭୁବନେଶ୍ବର କଳ୍ପନା ଛକ ପେଟ୍ରୋଲ ପମ୍ପରେ ସୋମବାରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଡିରେ ପେଟ୍ରୋଲ ପକାଇବାକୁ ନେଇ ପ୍ରଥମେ ଯୁକ୍ତିତର୍କ ଆଉ ତା’ ପରେ ଦୁ-ର୍ବୃ-ତ୍ତ ମାନେ ଆ-କ୍ର-ମ-ଣ କରିଥିଲେ । ୩ ଜଣ ଯୁବକ ମା-ର-ଣା-ସ୍ତ୍ର ଧରି ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହା-ଣି-ଥିଲେ । ଘଟଣା ସ୍ଥଳରେ ଆରକ୍ଷୀ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛି । 

 

ମିଳିଥିବା ସୂଚନା ମୁତାବକ ଆ-କ୍ର-ମ-ଣରେ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀଙ୍କ ସମେତ ଜଣେ ଗ୍ରାହକ ଆହତ ହୋଇଥିବା ବେଳେ ସେମାନଙ୍କୁ ବର୍ତମାନ କ୍ୟାପିଟାଲ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟ ଧରି ଆ-ତ-ଙ୍କ-ରାଜ ଚଳାଇଥିଲେ ଅଭିଯୁକ୍ତ । ଆ-କ୍ର-ମ-ଣ-କାରୀଙ୍କୁ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକ କାବୁ କରିବା ପରେ ଆରକ୍ଷୀ ଅଧିକାରୀଙ୍କ ଜିମା ଦେଇଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଏହି ପୂରା ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ଆରକ୍ଷୀ ଅଧିକାରୀ। ଗ-ଣ୍ଡ-ଗୋ-ଳ ପରେ ସେହି ପେଟ୍ରୋଲ ଟାଙ୍କିକୁ ବନ୍ଦ କରି ଦିଆଯାଇଛି ।

 

ତେବେ ସେଠାକାର ଜଣେ କର୍ମଚାରୀଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍‌ରେ କଳ୍ପନା ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିଲେ ୩ ଦୁ-ର୍ବୃ-ତ୍ତ । ହେଲେ କର୍ମଚାରୀ ଭୁଲ ବଶତଃ ଅଧିକ ତେଲ ପକାଇ ଦେଇଥିଲେ । ୧୧୦ ଟଙ୍କାର ତେଲ ବଦଳରେ ୨୩୩ ଟଙ୍କାର ତେଲ ପଡ଼ି ଯାଇଥିଲା । ଏହାପରେ ଦୁ-ର୍ବୃ-ତ୍ତମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିବା ଆରମ୍ଭ କରି ଦେଇଥିଲେ । କାହିଁକି ଅଧିକ ତେଲ ପକାଇଲ ବୋଲି କହି କ୍ରର୍ମଚାରୀଙ୍କୁ ଫାର୍ସାରେ ଚୋଟ ମାରିଥିଲେ । 

 

ଏହାପରେ କୌଶଳ କ୍ରମେ ୩ ଆ-କ୍ର-ମ-ଣ-କାରୀଙ୍କୁ କାବୁ କରିଥିରେ ପେଟ୍ରୋଲ ପମ୍ପ କର୍ମଚାରୀ । ଆଉ କାବୁ କରି ନିର୍ଦ୍ଧୁମ ଛେଚିଥିଲେ ଉପସ୍ଥିତ ଲୋକେ । ଏବେ ଅଭିଯୁକ୍ତମାନଙ୍କୁ ବଡଗଡ ଆରକ୍ଷୀ ଅଧିକାରୀ ଗି-ର-ଫ କରିଛି । ଗି-ର-ଫ ଅଭିଯୁକ୍ତମାନେ ସତ୍ୟନଗର ଅଞ୍ଚଳର ବୋଲି ଜଣା ପଡିଛି । ଆ-କ୍ର-ମ-ଣରେ ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରସନ୍ନ ବିଶ୍ୱାଳ ଆହତ ହୋଇଥିଲେ । ଏହାପରେ ତାଙ୍କୁ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *