ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଡାକ ବିଭାଗରେ ଗ୍ରାହକଙ୍କ ପାଇଁ ଖୁସି ଖବର । ଏହି ସ୍କିମରେ ନିବେଶ କଲେ ମିଳିବ ୫୦ ଲକ୍ଷ ଟଙ୍କା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ ।କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ । ଆଜିର ଯୁବପିଢି ମାନେ ଚାକିରୀ ଅଭାବରୁ ଚିନ୍ତିତ ହେଉଛନ୍ତି ।ପୋଷ୍ଟ ଅଫିସ୍ ସ୍କିମ୍ ଏହାର ଗ୍ରାହକଙ୍କ ପାଇଁ ନୂତନ ସ୍କିମ୍ ଆଣିଥାଏ ଯାହା ଦ୍ୱାରା ଲୋକମାନେ ସହଜରେ ସେମାନଙ୍କ ଟଙ୍କା ବିନିଯୋଗ କରିପାରିବେ। ଆଜି ଆମେ ଆପଣଙ୍କୁ ଡାକଘରର ଏକ ନୂତନ ଯୋଜନା ବିଷୟରେ କହିବୁ । ତେବେ ପୋଷ୍ଟ ଅଫିସରେ ଟଙ୍କା ଲଗାଉଥିବା ଲୋକଙ୍କ ପାଇଁ ବଡ ଖୁସି ଖବର । ଏବେ ଆପଣଙ୍କ ପାଖରେ ୫୦ ଲକ୍ଷ ଟଙ୍କା ପାଇବାର ରହିଛି ବଢ଼ିଆ ମଉକା ।
ଆଜ୍ଞା ହଁ, ସରକାରଙ୍କ ତରଫରୁ ଅନେକ ସୁବିଧା ଦିଆଯାଉଛି ।ଯାହାର ଫାଇଦା ଲୋକମାନେ ନିଶ୍ଚୟ ନେବା ଉଚିତ । ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା କେମିତି ଆପଣ ପାଇବେ ୫୦ ଲକ୍ଷ ଟଙ୍କା । ତେବେ ବନ୍ଧୁଗଣ ଆମେ ଯେଉଁ ସ୍କିମ କଥା କହୁଛୁ ତାର ନାମ ହେଉଛି ଡାକ ଜୀବନ ବୀମା । ଆପଣ ଏହି ଯୋଜାନରେ ନିବେଶ କରି ଟଙ୍କାକୁ ଦୁଇଗୁୁଣା କରିପାରିବେ । ଏବଂ ସବୁଠୁ ଖାସ୍ କଥା ହେଉଛି ଏହା ସବୁଠାରୁ ପୁରୁଣା ସରକାରୀ ବୀମା ଯୋଜନା । ଆସନ୍ତୁ ଜାଣିବା ଆପଣ ଏଥିରେ କିପରି ଆବେଦନ କରିବେ । ଏହି ଯୋଜନାରେ ପଲିସିଧାରକଙ୍କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଫାଇଦା ମିଳିଥାଏ ।
ଏଥିରେ ୧୯ ବର୍ଷରୁ ୫୫ ବର୍ଷ ପର୍ଯ୍ୟନ୍ତ ବୟସର ଲୋକ ନିବେଶ କରିପାରିବେ । ଏଥିରେ ଆପଣଙ୍କୁ ବୋନସ୍ ମଧ୍ୟ ମିଳିବ । ଏହାସହିତ ମିନିମମ୍ ୨୦,୦୦୦ ଟଙ୍କା ଏବଂ ଅଧିକତମ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସମ୍ ଆସ୍ୟୁର୍ଡର ଫାଇଦା ପାଇପାରିବେ । ଯଦି ଏହି ସ୍କିମ ମଝିରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ସମସ୍ତ ଟଙ୍କା ନମିନୀଙ୍କୁ ଦେଇ ଦିଆଯାଏ । ଏଥିରେ ଯଦି ବୀମାଧାରତ ୪ ବର୍ଷ ପର୍ଯ୍ୟପ୍ତ ପଲିସି ରଖନ୍ତି ତାହେଲେ ପଲିସିଧାରକଙ୍କୁ ଲୋନ୍ ସୁବିଧା ମଧ୍ୟ ଦିଆଯାଏ ।
ଯଦି ଆପଣ ପଲିସିକୁ ବନ୍ଦ କରିବାକୁ ଚାହାଁନ୍ତି ତାହେଲେ ୩ ବର୍ଷ ପରେ କରିପାରିବେ । ଯଦି ଆପଣ ୫ ବର୍ଷ ପୂର୍ବରୁ ଏହାକୁ ବନ୍ଦ କରିଦିଅନ୍ତି ତାହେଲେ ଆପଣଙ୍କୁ ବୋନସର ଲାଭ ମିଳିବନାହିଁ । ଏହି ପଲିସିର ଲାଭ ୮୦ ବର୍ଷ ବୟସରେ ମିଳିଥାଏ । କାହିଁକିନା ଆସ୍ୟୁର୍ଡ ଆମାଉଣ୍ଟ ଇନ୍ସୁରାନ୍ସର ସୁବିଧା ଆପଣଙ୍କୁ ୮୦ ବର୍ଷରେ ମିଳିଥାଏ । ଆପଣ ଲାଇଫ୍ ଇନସୁରାନ୍ସ ଲିଙ୍କକୁ ଯାଇ ଏହି ବିମା ପାଇଁ ଆବେଦନ କରିପାରିବେ । ଯଦି ଏହାରି ଭିତରେ ପଲିସିଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ ବୀମାର ସମସ୍ତ ରାଶି ନିମିନୀଙ୍କୁ ଦେଇ ଦିଆଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।