ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମଙ୍ଗଳବାର ଦିନ କରନ୍ତୁ ଏହିସବୁ କାର୍ଯ୍ୟ,ଆପଣଙ୍କର ସବୁ ସଙ୍କଟ ହୋଇଯିବ ଦୂର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ମନୁଷ୍ୟ ନିଜ ଜୀବନ କୁ ସରସ ଓ ସରଳ କରିବା ପାଇଁ ନିଜର ଜୀବନ ର ଦୁଃଖ କଷ୍ଟ ଶେଷ କରିବ ପାଇଁ ଅନେକ ପ୍ରକାର ଉପାୟ ଆପଣାଇଥାଏ।ଆଜି ଆମେ ଆପଣଙ୍କୁ ଏପରି ଉପାୟମାନ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ।ଆପଣ ମାନେ ତୋ ଜାଣିଥିବେ ମଙ୍ଗଳବାର ଓ ଶନିବାର ହେଉଛି ହନୁମାନଙ୍କ ପସନ୍ଦ ର ବାର।ଏହି ଦିନ ହନୁମାନଙ୍କୁ ପୂଜା କରିଲେ ସେ ପ୍ରସନ୍ନ ହୁଅନ୍ତି।ତେବେ ହନୁମାନ ସାମାନ୍ୟ ପୂଜା ରେ ପ୍ରସନ୍ନ ହୋଇଯାଆନ୍ତି।କିନ୍ତୁ କୌଣସି ତ୍ରୁଟି ହେଲେ ହନୁମାନ ରୁଷ୍ଠ ହୋଇଯାଆନ୍ତି। ତେବେ ଆମେ ଆପଣଙ୍କୁ ଏପରି ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ହନୁମାନଙ୍କୁ ଆପଣ ପ୍ରସନ୍ନ କରିପାରିବେ।
ବନ୍ଧୁଗଣ ମଙ୍ଗଳବାର ହେଉଛି ହନୁମାନ ଙ୍କ ବାର।କିନ୍ତୁ ଘରେ ଯଦି କୌଣସି ଝ୍ଗଡ କିମ୍ବା ଧନ ହାନି କିମ୍ବା ଚାକିରି ମିଳିବାରେ ଅସୁବିଧା ହେଉଥାଏ ତେବେ ଆପଣଙ୍କ ଜୀବନ ରେ ମଙ୍ଗଳ ଗ୍ରହ ର ଅବସ୍ଥିତି ଠିକ୍ ନାହିଁ।କାରଣ ଆପଣ ମଙ୍ଗଳବାର ଦିନ ଏପରି ଅଜନତ ରେ କିଛି ଭୁଲ କରିଥିବେ ଯାହା ଦ୍ଵାରା ଏପରି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସମସ୍ତେ ଜାଣିଛନ୍ତି ହନୁମାନ ଙ୍କୁ ଲଡ଼ୁ ବହୁତ୍ ପସନ୍ଦ।ଲୋକ ମାନେ ମଙ୍ଗଳାବର ଦିନ ହନୁମାନ ଙ୍କୁ ଲଡ଼ୁ ଭୋଗ ଅର୍ପଣ କରନ୍ତି।କିନ୍ତୁ ଅଧିକାଂଶ ଲୋକ ଙ୍କୁ ଏହା ଜଣା ନଥାଏ କି ହନୁମାନ ଙ୍କୁ କ୍ଷୀର କିମ୍ବା କ୍ଷୀର ର ଲଡ଼ୁ ଭୋଗ ଅର୍ପଣ କରାଯାଇନଥାଏ।ତେଣୁ ସେଦିନ ବେସନ କିମ୍ବା ବୁଣ୍ଡି ର ଲଡ଼ୁ ଅର୍ପଣ କରନ୍ତୁ।
ମଙ୍ଗଳବାର ଦିନ ଲୁଣ କିଣନ୍ତୁ ନାହିଁ କି କାହା ପାଖରୁ ଲୁଣ ଆଣନ୍ତୁ ନାହିଁ।ଏହି ଦିନ ପଇସା କାହା ପାଖରୁ ଧାର ନିଅନ୍ତୁ ନାହିଁ କି କାହାକୁ ଧାର ଦିଅନ୍ତୁ ନାହିଁ।ଏହି ସବୁ ଛୋଟ ଛୋଟ କଥା କୁ ଧ୍ୟାନ ରେ ରଖନ୍ତୁ।ତେବେ ଏବେ ଆପଣଙ୍କୁ ଏପରି ଉପାୟ କହିବାକୁ ଯାଉଛି ଯାହା ଦ୍ଵାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ମଙ୍ଗବାର ଦିନ ସକାଳୁ ଉଠି ସ୍ନାନାଦି କାର୍ଯ୍ୟ ସାରି ଘର ପାଖରେ ଥିବା ଏକ ଓସ୍ତ ଗଛ ରୁ ୧୧ଟି ପତ୍ର ଆଣି ସେଥିରେ ଶ୍ରୀ ରାମ ଲେଖି ତାର ଏକ ମାଳ ବନାନ୍ତୁ ଓ ତାହାକୁ ହନୁମାନଙ୍କୁ ଅର୍ପଣ କରି ନିଜର ମନସ୍କାମନା କୁ କୁହନ୍ତୁ।
ଏପରି ସାତୋଟି ମଙ୍ଗଳବାର କଲେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।ଏବେ ଆଉ ଏକ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କର ଧନର ସମସ୍ୟା ଦୂର ହୋଇଯିବ।ଆପଣ ଖାଲି ଟିକେ ଫିଟିକିରି ଓ ଦୁଇଟି ଲବଙ୍ଗ କୁ ଏକ ଲାଲ ସୂତା ରେ ବାନ୍ଧି ଦିଅନ୍ତୁ।ତାହାକୁ ଏକ ସୋରିଷ ତେଲ ର ଦ୍ଵୀପ ସହ ହନୁମାନ ମନ୍ଦିର ଯାଇ ଦ୍ଵୀପ କୁ ପୂର୍ବ ଦିଗ ଆଡ଼କୁ ରଖି ଜାଳି ୧୧ଥର ହନୁମାନ ଚାଳିଶା ପାଠ କରନ୍ତୁ।ଏହାପରେ ସେହି ସୂତାକୁ ହନୁମାନଙ୍କ ପାଦରେ ଲଗାଇ ନିଜ ଘରେ ପଇସା ରଖିବା ସ୍ଥାନ ରେ ରଖିଦିଅନ୍ତୁ।ଦେଖିବେ ଆପଣଙ୍କର ଆଉ ପଇସା ର ଅଭାବ ରହିବ ନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।