RBI ର ବଡ ନିଷ୍ପତି,ଏଣିକି ଆଉ ଚଳିବ ନାହିଁ 500 ଟଙ୍କିଆ ନୋଟ

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,RBI ର ବଡ ନିଷ୍ପତି,ଏଣିକି ଆଉ ଚଳିବ ନାହିଁ 500 ଟଙ୍କିଆ ନୋଟ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆଉ ୫୦୦ ଟଙ୍କା ଖରାପ ନୋଟ ଚଳିବ ନାହିଁ।ଖୁବ୍ ଶୀଘ୍ର ତାକୁ ବଦଳାଇ ଦିଅନ୍ତି।ଆମେ ଜାଣିଛୁ କି ଆମ ଦେଶରେ ଧନୀ ଅପେକ୍ଷା ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ ଅଧିକ ବାସ କରିଥାନ୍ତି |

 

ଆଉ ଯାହା କୁହାଯାଉଛି କି ଏହି ମଧ୍ୟବିତ୍ତ ଆଉ ଗରିବ ଶ୍ରେଣୀର ଲୋକ ମାନଙ୍କର ଜୀବନ ରେ ଅନେକ ସମୟରେ ଟଙ୍କା ଜନିତ ଅଭାବ ଦେଖିବାକୁ ମିଳିଥାଏ | ତାହା ଛଡା ବୃଦ୍ଧ କାଳରେ ସେମାନଙ୍କୁ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ ବୋଲି କହିଛନ୍ତି |କେତେ ଟଙ୍କା ଛପା ହେବ ଆଉ କେଉ ଟଙ୍କା ଚାଲିବ କି ନଚଳିବ ତାହା RBI ହିଁ ନିଷ୍ପତି ନେଇଥାଏ।ତେବେ RBI ଏବେ ପାଞ୍ଚ ସହ ଟଙ୍କିଆ ନୋଟ ଉପରେ ଏକ ବଡ଼ ନିଷ୍ପତି ନେଇଛି ଯାହା ଜାଣିବା ଆବଶ୍ୟକ। ଯୋଦି ଆପଣଙ୍କ ପାଖରେ ବିଡା ବିଡା ୫୦୦ ସହ ଟଙ୍କିଆ ନୋଟ ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ।

 

କାରଣ ଏହି ପୁରୁଣା ନୋଟ ଆଉ ବଜାରରେ ଚାଲିବ ନାହିଁ।ଯାହା ପାଇଁ ଆପଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି।RBI ର ନିୟମ ଅନୁସାରେ ଯଦି ଆପଣଙ୍କ ପାଖରେ ଚିରା ଫଟା ନୋଟ୍ ରହିଛି ତେବେ ତାହା ଆଉ ବଜାରରେ ଚାଲିବ ନାହିଁ।କିନ୍ତୁ ଆପଣ ମାନେ ତାକୁ ଯେକୌଣସି ବ୍ୟାଙ୍କକୁ ଯାଇ ତାକୁ ବଦଳାଇ ପାରିବେ। ଯଦି କୌଣସି ବ୍ୟାଙ୍କ୍ ଏହି ଟଙ୍କାକୁ ବଦଳାଇବାକୁ ମନା କରୁଛନ୍ତି।ତେବେ ଆପଣ ସେହି ବ୍ୟାଙ୍କ୍ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିପାରିବେ। 

 

ଆପଣଙ୍କ ନୋଟ୍ ଖରାପ ବୋଲି କେମିତି ଜାଣିବେ? ଯଦି ଆପଣଙ୍କ ନୋଟ ମଝି ପର୍ଯ୍ୟନ୍ତ ଚିରି ଯାଇଛି କିମ୍ବା ଫାଟି ଯାଇଛି ତେବେ ତାହାକୁ ଖରାପ ନୋଟ ବା ଅନଫିଟ ନୋଟ୍ ବୋଲି କୁହାଯାଏ।ବହୁତ୍ ସମୟରେ ବହୁତ୍ ନୋଟ ଅଧିକ ବ୍ୟବହାର ଯୋଗୁ ଖରାପ ହେଇଯାଏ ତାହାକୁ ଖରାପ ନୋଟ ବୋଲି କୁହାଯାଏ।ଏବେ ବଜାରରେ ଆଉ ସେହିପରି ନୋଟ ଚାଲିବା ନାହିଁ।ତେବେ ସେହିପରି ନୋଟ ଥିଲେ ତାକୁ ଯଥା ଶୀଘ୍ର ବ୍ୟାଙ୍କରେ ଯାଏ ବଦଳାଇବାକୁ ପଡ଼ିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *