ଆସିଲେ ବି ଆଉ ତୋତେ ଗ୍ରହଣ କରିବିନି ଦୀପିକା, ତୋ ପରି ସ୍ତ୍ରୀକୁ ସହେ ଜୁହାର ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତୁ ଆସିଲେ ବି ଆଉ ତୋତେ ଗ୍ରହଣ କରିବିନି ଦୀପିକା, ତୋ ପରି ସ୍ତ୍ରୀକୁ ସହେ ଜୁହାର ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ମେଡ଼ିକାଲ ବେଡ଼ରେ ଜୀବନ ମୃ-ତ୍ୟୁ ସହ ସଂଘର୍ଷ କରୁଥିଲେ ସ୍ୱାମୀ । ଆଉ ଏପଟେ ସ୍ତ୍ରୀ ପ୍ରେମିକ ସାଥିରେ ହୋଇ ଯାଇଥିଲେ ଛୁ । ଗୋଟେ ପଟେ ସ୍ୱାମୀ ହସ୍ପିଟାଲ୍ ବେଡରେ ପଡ଼ି ଛଟପଟ ହେଉଥିବା ବେଳେ ଅନ୍ୟପଟେ ସ୍ତ୍ରୀ ମନ୍ଦିରରେ ପ୍ରେମିକ ବେକରେ ଫୁଲ ମାଳ ପିନ୍ଧାଇ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ସ୍ୱପ୍ନ ଦେଖୁଥିଲେ । କେବଳ ଏତିକି ନୁହେଁ ପ୍ରେମିକ କମଳାକାନ୍ତ ସହିତ ରୋମାଣ୍ଟିକ ଭିଡ଼ିଓ କରି ସେଥିରେ ଚୁମ୍ବନ ଦେଉଥିଲେ ପରସ୍ପରକୁ । ଗୋଟିଏ ଚକଲେଟ କୁ ମୁହଁରୁ ମୁହଁକୁ ଲଗାଇ ଖାଉଥିଲେ ।

 

ହେଲେ ଏସବୁ ସ୍ୱାମୀ ମେଡ଼ିକାଲ ବେଡ଼ରେ ପଡ଼ି ଦେଖିବା ପରେ ଆଉ ଧର୍ଯ୍ୟ ଧରି ରହି ପାରିନଥିଲେ ।ହଁ ଆଜ୍ଞା ଦୀପିକା ଏବଂ କମଳା କାନ୍ତର ଭିଡ଼ିଓ ଦେଖି ସ୍ବାମୀ ନେଇଛି ଶେଷ ନିଷ୍ପତ୍ତି।ତତେ ବାହା ହେଇ ବହୁତ୍ ବଡ଼ ଭୁଲ କରିଦେଲି।ସେ ଦିନ ନେହୁରା ହେଇ କହୁଥିଲି ଫେରିଆ ମୋ ପାଖକୁ କିନ୍ତୁ ଆଜି ସେହି ଭିଡ଼ିଓ ଦେଖିଲା ପରେ କହୁଛି ତୁ ଆସିଲେ ବି ତତେ ଗ୍ରହଣ କରିବି ନାହିଁ। ହଁ ଆଜ୍ଞା ସ୍ତ୍ରୀ ଦୀପିକା ଏବଂ ତା କଲେଜ ସମୟର ପ୍ରେମିକର ଚୁମ୍ବନ ସମୟର ଭିଡିଓ ସ୍ବାମୀ ପାଖରେ ପହଞ୍ଚିଛି।ତାହା ଦେଖି ସ୍ବାମୀ କହିଛନ୍ତି ସେ ଆଉ ଦିପିକାକୁ ଗ୍ରହଣ କରିବି ନାହିଁ।

 

ଭିଡିଓ ରେ ଦୀପିକା ତ ପ୍ରେମିକ କମଳା କାନ୍ତ ସହ କିସ କରି ଗୋଟେ ଚକୋଲେଟକୁ ଦୁଇ ପାଟିରେ ଛିଣ୍ଡେଇ ଖାଉଛନ୍ତି।ଆଉ ତାପରେ ପରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରୁଛନ୍ତି। ଦୀପିକା ଏବଂ କମଳାକାନ୍ତର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେବାରେ ଲାଗିଛି। ଯାହାକୁ ଦୀପିକାର ସ୍ବାମୀ ମଧ୍ୟ ଦେଖି ସାରିଛନ୍ତି। ଯେତେବେଳେ ତାଙ୍କ ସ୍ବାମୀ ହସ୍ପିଟାଲରେ ପଡିଥିଲେ ସେତେବେଳେ ସେ ଚାହ୍ନୁଥିଲେ ତାଙ୍କ ସ୍ତ୍ରୀ ଫେରିଆସୁ। କିନ୍ତୁ ଏବେ ତାଙ୍କ ସ୍ବାମୀ ଭିଡ଼ିଓ ଦେଖିଲା ପରେ ସେ ଆଉ ତାହା ଚାହୁଁ ନାହାନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *