ତିନିଟା ଟୋକା ଆସି ଟେକିନେଲେ । ଏଭଳି ଅଭିଯୋଗ ଆଣିଲେ ଜଣେ ଦଶମ ଶ୍ରେଣୀର ଛାତ୍ରୀ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତିନିଟା ଟୋକା ଆସି ଟେକିନେଲେ । ଏଭଳି ଅଭିଯୋଗ ଆଣିଲେ ଜଣେ ଦଶମ ଶ୍ରେଣୀର ଛାତ୍ରୀ। ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗୁଣ୍ଡାଙ୍କ କବଳରୁ ଖସି ଆସିଲା ଦଶମ ଶ୍ରେଣୀ ଛାତ୍ରୀ। ଛାତ୍ରୀଙ୍କୁ ଟେକି ନେବା ପାଇଁ ହୋଇଥିଲା ଷଡଯନ୍ତ୍ର । ଛାତ୍ରୀଙ୍କୁ ଟେକି ନେବା ପାଇଁ କିଏ ରଚିଥିଲା ଷଡଯନ୍ତ୍ର । ବିଚ୍ ରାସ୍ତା ରୁ ଟେକି ନେଲେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ । କିନ୍ତୁ କୌଶଳ କରି ଗାଡ଼ିର କାଚ ଭାଙ୍ଗିଲା ଛାତ୍ରୀ । ଛାତ୍ରୀଙ୍କୁ ଅପହରଣ କରିବା ହେଲା ପଣ୍ଡ । ଦୁ-ର୍ବୃ-ତ୍ତମାନେ ଖେଳାଇଲେ ଆ-ତ-ଙ୍କ । ଆଜ୍ଞା ହଁ ବନ୍ଧୁଗଣ ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । 

 

ସେଠାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଭୟ ଖେଳି ଯାଇଛି । ଘଟଣା ପରେ ଏବେ ସ୍କୁଲ କୁ ନିଜ ଝିଅ କୁ ଛାଡ଼ିବା ପାଇଁ ଭୟ କଲେଣି ବାପା ମା । ମୋ ଝିଅକୁ କେହି ଟେକି ନେଇ ଯିବନି ତ? ମୋ ଝିଅକୁ କେହି ଦୁଷ୍କର୍ମ କରି ଦେବନି ତ? ଏଭଳି ଭୟ ଘାରିଛି ଏବେ ବାପା ମା’ ମାନଙ୍କୁ । ଆହାତ ଯୁବତୀ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଭଲ ହେଇ ଗଣମାଧ୍ୟମ ସାମ୍ନାରେ ନିଜ ବୟାନ ଦେଇଛନ୍ତି । ନିକଟରେ ଯୁବତୀଙ୍କ ମା ମଧ୍ୟ ଉପସ୍ଥିତ ଥିଲେ । 

 

ତେବେ ଶିକାର ହୋଇଥିବା ଯୁବତୀଙ୍କ ବୟାନ ଅନୁସାରେ ମ୍ୟାଟ୍ରିକ ପରୀକ୍ଷା ଦେଇ ଆସିଲା ବେଳେ ତିନି ଜଣ ଯୁବକ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୁହଁ କୁ ଜାବୁଡ଼ି ଧରି କଲେଜ ଗେଟ୍ ସାମ୍ନାରୁ ଟେକି ନେଇଥିଲେ । ବୁଦ୍ଧି ଖଟାଇ ଛାତ୍ରୀ ଜଣକ ଗାଡ଼ିର କାଚ ଭାଙ୍ଗି ଖସି ପଳାଇ ଆସିଥିଲା ସତ, କିନ୍ତୁ ରାସ୍ତାରେ ଆ-କ୍ର-ମ-ଣ କରିଥିଲେ ଦୁ-ର୍ବୃ-ତ୍ତମାନେ । ଖଣ୍ଡିଆ ଖାବରା ହୋଇ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ହସପିଟାଲ ଆଣିଥିଲେ ସ୍ଥାନୀୟ ଲୋକେ । 

 

କିଏ ବା କାହିଁକି ଛାତ୍ରୀ ଙ୍କୁ ଅ-ପ-ହ-ର-ଣ କରିଥିଲା ତାହା ଜଣାପଡ଼ି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଭୟର ବାତାବରଣ । ଛାତ୍ରୀ ଜଣକ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟର ସୁମିନି ସେଠୀ । ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ମ୍ୟାଟ୍ରିକ ପରୀକ୍ଷା ସାରି ସେ ସେଠାରେ ଠିଆ ହୋଇଥିଲା । ଆଉ ସେହି ସମୟରେ ତିନି ଜଣ ଗୁଣ୍ଡା ଆସି ତାକୁ ମୁହଁରେ କଣ ଲଗେଇ ଦେଇ ଟେକି ନେଲେ ଆଉ ସେ ମଧ୍ୟ ସେମାନଙ୍କୁ ଜାଣି ନଥିବା ବୋଲି କହିଛନ୍ତି ଛାତ୍ରୀ ଜଣକ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *