Dj Azexଙ୍କ ସୁ-ଇ-ସା-ଇ-ଡର କାରଣ ପ୍ରେମିକାର ଚାପୁଡ଼ା।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,Dj Azexଙ୍କ ସୁ-ଇ-ସା-ଇ-ଡର କାରଣ ପ୍ରେମିକାର ଚାପୁଡ଼ା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟର ଯୁବ ପିଢ଼ି ପ୍ରେମ ପଛରେ ଏମିତି ବାୟା ହୋଇଯାଇଛନ୍ତି ଯାହା ପାଇଁ ସେମାନଙ୍କୁ କଣ ଠିକ୍ ଆଉ କଣ ଭୁଲ  ତାହା ନ ଜାଣି ଭୁଲ ଠିକ୍ ମଝିରେ ପଡି ଭୁଲ ରାସ୍ତାରେ ଯାଉଛନ୍ତି ଯାହା ପର ମୁହୂର୍ତ୍ତରେ ତାହା ଜୀବନ ନେଇଯିବ ଭଳି ସଂଘିନ୍ନ ପରିସ୍ଥିତି ସୃଷ୍ଟି କରୁଛି ଏବଂ ଏହା ବର୍ତ୍ତମାନ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ଯେଉଁଠି ଅନେକ ପ୍ରେମିକା ଏବଂ ପ୍ରେମିକା ବ୍ଲାକମେଲିଂର ଶିକାର ହେଉଛନ୍ତି ଏବଂ ଶେଷରେ ଭୁଲ ପଦକ୍ଷେପ ନେଇ ନିଜ ଜୀବନ ହାରିଦେଉଛନ୍ତି ।

 

ଆପଣମାନେ ଡିଜେ  ଆଜେକ୍ସଙ୍କୁ ଜାଣିଥିବେ ଯିଏ ନିଜ ପ୍ରତିଭା ବଳରେ ଏବେ ସମସ୍ତ ଯୁବ ବର୍ଗଙ୍କ ପାଖରେ ପରିଚିତ ଏବଂ ସେ ନିଜ କଳା ବଳରେ ସମସ୍ତ ଯୁବ ବର୍ଗଙ୍କୁ ମନ ମୋହିତ କରିବା ସହ ସମସ୍ତଙ୍କୁ ନିଜ ସଙ୍ଗୀତ ଜାଲରେ ବାନ୍ଧି ରଖିଛନ୍ତି। ତାଙ୍କର ଜଣେ ପ୍ରେମିକା ରହିଛି ଯିଏ ନିଜ ଦରକାର ସମୟରେ ତାଙ୍କ ଠାରୁ ପ୍ରବଳ ମାତ୍ରାରେ ଟଙ୍କା ନେଇ ଖର୍ଚ୍ଚ ମଧ୍ୟ କରିଛି।ତାଙ୍କର ମୃତ୍ୟୁ ହେବା କିଛି ଦିନ ପରେ ତାଙ୍କ ମାମୁଁ  ଏହାକୁ ହତ୍ୟା ବୋଲି କହିଛନ୍ତି ଏବଂ ଏହି ହତ୍ୟା ତାଙ୍କ ପ୍ରେମିକା ଏବଂ ତାଙ୍କ ପ୍ରେମିକା କରିଛନ୍ତି ବୋଲି କହିଛନ୍ତି।dj AZEXଙ୍କ ସାଙ୍ଗଙ୍କ କହିବା କଥା ଏହିସବୁ ତାଙ୍କ ପ୍ରେମିକା ତାଙ୍କୁ କହିଛନ୍ତି।ସେ ଘର ବାହାରୁ ନଯିବାରୁ ସେ ତାଙ୍କୁ ଚାପୁଡ଼ା ମାରିଥିଲେ।

 

ତାଙ୍କ ପ୍ରେମିକା ହାଇ ଟେକ୍ କଲେଜରେ ପଢୁଥିଲେ। ସେହିଠାରୁ ହିଁ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। AZEXଙ୍କ ପ୍ରେମିକାଙ୍କ ସାଙ୍ଗ କହିଥିଲେ ତାଙ୍କ ବାପା ଜଣେ ବଡ଼ ଗୁଣ୍ଡା,ତାଙ୍କ ହାତରେ ଆରକ୍ଷୀ ଅଧିକାରୀ ମଧ୍ୟ ଅଛନ୍ତି,ସେମାନେ AZEXଙ୍କ ଗୋଡ ହାତ ଭାଙ୍ଗିଦେବେ। AZEXଙ୍କ ସାଙ୍ଗଙ୍କ କହିବା କଥା ସେ ମ-ରି-ବା ଆଗରୁ ତାଙ୍କ ପ୍ରେମିକା ସହ ବହୁତ୍ ଝଗଡ଼ା ଚାଲିଥିଲା।ତାଙ୍କ ପ୍ରେମିକା AZEXଙ୍କ ସାଙ୍ଗଙ୍କୁ କହିଥିଲେ କି ତାଙ୍କୁ ଆଉ AZEX ଆଉ ଯେପରି କଲ ନକରନ୍ତି।

 

ତାଙ୍କ ପ୍ରେମିକାଙ୍କ ସାଙ୍ଗ ରଶ୍ମିରଞ୍ଜନ ମଧ୍ୟ AZEXଙ୍କୁ ହଇରାଣ କରୁଥିଲା ବୋଲି AZEXଙ୍କ ସାଙ୍ଗ କହିଛନ୍ତି।ତାଙ୍କ ପ୍ରେମିକା ମଧ୍ୟ କହିଥିଲେ ଯଦି ରଶ୍ମି ଜାଣିବ AZEX ଆଉ ତାଙ୍କ ପ୍ରେମିକା ମଧ୍ୟରେ ଝଗଡ଼ା ଚାଲିଛି ତାହେଲେ ରଶ୍ମି AZEXର ଗୋଡ଼ ଭାଙ୍ଗି ଛୋଟା କରିଦେବ।AZEX ତାଙ୍କ ସାଙ୍ଗକୁ ଗୋଟେ ସେକେଣ୍ଡ ହାଣ୍ଡ ସ୍କୁଟି ଦେଖିବା ପାଇଁ କହିଥିଲେ।ଯାହା ସେ ତାଙ୍କ ପ୍ରେମିକାକୁ ଦେଇଥାନ୍ତେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *