ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀକୁ ଗର୍ଭବତୀ କରି ବସଷ୍ଟାଣ୍ଡରେ ଛାଡ଼ି ଦେଇ ଫେରାର ହୋଇଗଲା ସ୍ଵାମୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତାଧାରା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।
ବର୍ତମାନ ଏକ ଖବର ଲୋକଙ୍କ ସାମ୍ନା କୁ ଆସିଛି ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ଵାମୀ ବସ ଷ୍ଟାଣ୍ଡ ରେ ଛାଡି ଚାଲିଯାଇଛି। ସେହି ପ୍ରସୂତି ମହିଳା ଜଣକ ୯ ମାସର ଗର୍ଭବତୀ।ସେହି ମହିଳା କୁ ତା ସ୍ଵାମୀ ହସ୍ପିଟାଲ କୁ ଚେକ୍ ଅପ୍ ପାଇଁ ନେବା ବୋଲି କହି ତାକୁ ବସ ଷ୍ଟାଣ୍ଡ ରେ ଛାଡି ଚାଲିଯାଇଛି।ଏହି ଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲା ରେ ।
ଯେଉଁଠି ଜଣେ ପୁରୁଷ ଜଣେ ମହିଳା ୨ ବର୍ଷ ତଳେ ବିବାହ କରିଥିଲା ତାହା ପୁଣି ନିଜର ପରିଚୟ ଲୁଚାଇ ଏବଂ ଦୁହେଁ ବିବାହ କରିଥିଲେ ମନ୍ଦିରରେ।ଯାହା ପାଇଁ ସେହି ମହିଳା ଜଣକ ଏହି ବାହାଘର ସମ୍ବନ୍ଧରେ ତା ନିଜ ଘର ଲୋକଙ୍କୁ ମଧ୍ୟ ଜଣାଇ ନଥିଲା।ସେହି ପୁରୁଷ ଜଣକ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ ଏବଂ ତାଙ୍କ ନାମ ,ଠିକଣା ସମ୍ବନ୍ଧରେ ସେହି ଗର୍ଭବତୀ ମହିଳାଙ୍କୁ ଜଣାଇ ନଥିଲେ। ସେହି ମହିଳା ଙ୍କୁ ଏବେ ୯ ମାସ।ସେହି ୯ ମାସର ଶିଶୁ କୁ କେମିତି ଦୁଇ ରୁ ତିନି ଦିନ ହେବ ଛାଡ଼ି ତାର ସ୍ବାମୀ ପଳାଇଯାଇଛି।
ସେହି ମହିଳା ଜଣକ ଦୁଇ ଦିନ ହେବ ବସ ଷ୍ଟାଣ୍ଡ ରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକ ତାଙ୍କୁ ପଚରା ଉଚରା କରିଥିଲେ ।ଯାହା ପରେ ସେହି ମହିଳା ଜଣକ କିଛି ପରିଚୟ ଦେଇ ପାରିନଥିଲେ ।ଏହା ପରେ ବ୍ରହ୍ମପୁର ହସ୍ପିଟାଲ ନିକଟରେ ଥିବା ସୁଖୀ ପରିବାରର ମୁଖ୍ୟା ଆସି ତାଙ୍କୁ ସେଠାକୁ ନେଇଯାଇଥିଲେ।ତାଙ୍କୁ ଉଚିତ୍ ନ୍ୟାୟ ମିଳିବ ସହ ତାଙ୍କ ସ୍ୱାମୀକୁ ମଧ୍ୟ ଉଚିତ୍ ଦଣ୍ଡ ଦେବା ବୋଲି ସେହି ମହିଳାଙ୍କୁ ପ୍ରତିଶ୍ରୁତି ଦେଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।