ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାମ୍ନାକୁ ଆସିଲା ଆଜେକ୍ସଙ୍କ ମୃ-ତ୍ୟୁର ରହସ୍ୟ, ଧରା ପଡ଼ିଲା ପ୍ରକୃତ ସତ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ।ଏହି ଦେଶରେ କଳାକାର ମାନଙ୍କୁ ବହୁତ୍ ସମ୍ମାନ ମିଳେ।କିନ୍ତୁ କଳାକାରମାନଙ୍କର ମୃ-ତ୍ୟୁ ଘଟିବା ଫଳରେ ସମସ୍ତଙ୍କ ମନରେ ଦୁଃଖର ଲହରୀ ଖେଳାଇ ଦେଇଥାଏ।ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଆମ ସମସ୍ତଙ୍କ ପ୍ରିୟ dj AZEX ଙ୍କ ମୃ-ତ୍ୟ ଘଟିଛି।
ସେ ତାଙ୍କ ପ୍ରେମିକାଙ୍କ କାରଣରୁ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଶୁଣିବାକୁ ମିଳିଛି।ଆଜେକ୍ସଙ୍କ ମୃ-ତ୍ୟୁ ଘଟଣା କୁ ନେଇକି କିଛି ତଥ୍ୟ ସାମ୍ନା କୁ ଆସିଛି ବୋଲି କୁହାଯାଉଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଆଉ ତାଙ୍କର ପ୍ରେମିକା ଜିଜ୍ଞାସାଙ୍କ ର ହ୍ୱାଡ଼ସପ ଚାଟିଙ୍ଗ ରୁ ଯାହା ଜଣା ପଡିଛି ମୃ-ତ୍ୟୁ ର ରହସ୍ୟ।ତେବେ ତାଙ୍କର ମୃ-ତ୍ୟୁ ପଛର ରହସ୍ୟ ବିଷୟରେ କିଛି ସଠିକ ସୂଚନା ଜଣାପଡ଼ି ନାହିଁ।
କିନ୍ତୁ ଯାହା କୁହାଯାଉଛି କି ଆଜେକ୍ସ ନିଜେ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି ଆଉ ଯାହା ପଛରେ ତାଙ୍କର ଗାର୍ଲ ଫ୍ରେଣ୍ଡର ହାତ ରହିଛି।ଜିଜ୍ଞାସା ହେଉଛନ୍ତି ଆଜେକ୍ସଙ୍କ ର ପ୍ରେମିକା ଯିଏକି ଜଣେ ଡକ୍ଟର ଏବଂ ମୃ-ତ୍ୟୁ ପଛରେ ତାଙ୍କରି ହାତ ରହିଛି ବୋଲି ମଧ୍ୟ କୁହାଯାଉଛି।ମୃ-ତ୍ୟୁ ପୂର୍ବରୁ ଆଜେକ୍ସ କିଛି କଥା କହିଥିଲେ ଯାହା ହ୍ଵାଟ୍ସଆପ ରେ ଜିଜ୍ଞାସାଙ୍କୁ । ସେମାନଙ୍କର କଥା ରୁ ଘଟଣା ର ସତ୍ୟା ସତ୍ୟ କଣ ଜଣା ପଡିବ ବୋଲି କୁହାଯାଉଛି।କିନ୍ତୁ ଏପର୍ଯ୍ୟନ୍ତ ମୃ-ତ୍ୟୁର କାରଣ ଜଣା ପଡ଼ିନାହିଁ।
Dj AZEX ଙ୍କ ପ୍ରେମିକା high-tech କଲେଜ ରେ ପଢୁଥିଲେ।ସେହିଠାରୁ ହିଁ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।AZEX ଙ୍କ ପ୍ରେମିକା ତାଙ୍କ ସାଙ୍ଗକୁ କହିଥିଲେ ତାଙ୍କ ବାପା ଜଣେ ବଡ଼ ଗୁଣ୍ଡା,ତାଙ୍କ ହାତରେ ଆରକ୍ଷୀ ଅଧିକ୍ଷକଙ୍କ ମଧ୍ୟ ଅଛନ୍ତି,ସେମାନେ AZEX ଙ୍କ ଗୋଡ ହାତ ଭାଙ୍ଗିଦେବେ।ମୃ-ତ୍ୟୁ ପୂର୍ବଦିନ dj AZEX ତାଙ୍କ ପ୍ରେମିକାକୁ ଦେଖା କରିବାପାଇଁ ତାଙ୍କ ଘର ବାହାରେ କୌଣସି କାରଣରୁ ଅପେକ୍ଷା କରିଥିଲେ।ଏପର୍ଯ୍ୟନ୍ତ ମୃ-ତ୍ୟୁର କାରଣ ସଠିକ୍ ଭାବରେ ଜଣା ପଡ଼ିନାହିଁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।