ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାତ୍ର ୬ ଖଣ୍ଡ ଇଟାରେ ଯୁବତୀ ବନେଇଲେ ଚୁଲା । ଆଉ ତା’ ପରେ ହଠାତ୍ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ ବୋଲି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କିଛି ନୂଆ ଟେକ୍ନିକ ଜାଣି ପାରିବେ ଯାହା ଆପଣ ମାନଙ୍କୁ ଆଗକୁ ଯିବାକୁ ସାହାଯ୍ୟ କରିବ ବୋଲି ମଧ୍ୟ କୁହାଯାଉଛି ।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଚୁଲ୍ଲା ପ୍ରସ୍ତୁତ କରିବା ର ଅତି ସହଜ ଓ ସରଳ ଟେକ୍ନିକ ବିଷୟରେ । ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା । ଏଠାରେ ଚୁଲ୍ଲା ପ୍ରସ୍ତୁତି କରିବା ପାଇଁ ଆପଣ ମାନଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଇଟାର । ଆଉ ମାଟିର ଆବଶ୍ୟକତା ମଧ୍ୟ ରହିଛି କାରଣ ଆମେ ଚୁଲ୍ଲା ପ୍ରସ୍ତୁତ ପାଇଁକି ସିମେଣ୍ଟ ବଦଳରେ ମାଟି ସାହାଯ୍ୟରେ ଇଟା ଗୁଡିକୁ ସୁନ୍ଦର ଭାବରେ ବସାଇବୁ ଓ ଚୁଲ୍ଲା ପ୍ରସ୍ତୁତ କରିବୁ । ଆଉ ସେଥିପାଇଁ ଆପଣଙ୍କୁ ପ୍ରଥମେ ଚଟାଣରେ ଇଟା ବିଛାଇ ଦେବାକୁ ପଡିବ ।
ତାହା ପରେ ଆପଣ ମାନେ ଇଟାକୁ ବର୍ଗକାର ଆକୃତି ରେ ବସାଇବେ ଆଉ ଜାଳେଣୀକୁ ଭରିବା ପାଇଁ ଗୋଟିଏ ପାଖକୁ ଫାଙ୍କା ରଖିବା ପାଇଁ ପଡ଼ିବ । ତାହା ପରେ ଆପଣ ମାନେ ସେହି ଚୁଲ୍ଲା ପାଇଁ ସହଜରେ କମ ଖର୍ଚ୍ଚରେ ପ୍ରସ୍ତୁତ କରି ପାରିବେ । ଆଉ ସେଥିପାଇଁ ଆପଣଙ୍କୁ ବର୍ଗକାର ଭାବରେ ବସାଇବା ପାଇଁ ପଡିବ ଇଟା ଉପରେ ଆଉ ଗୋଟିଏ ଇଟା ବସାଇ ତାହା ଉପରେ ସିମେଣ୍ଟ ଭଳି ଆବରଣ ଦେବେ ଆଉ ପୁଣି ଗୋଟିଏ ଇଟା ବସାଇବେ ବୋଲି ମଧ୍ୟ କୁହାଯାଉଛି ।
ଚାଉଳ ତାହା ପରେ ଆପଣ ମାନେ ଏକ ପ୍ଲେଟ ସାହାଯ୍ୟରେ ଇଟାରେ ଫାଙ୍କା ଥିବା ସ୍ଥାନକୁ ଯୋଡିବା କଥା । ଆଉ ତାହା ସହିତ ମାଟିରେ କାଦ ପ୍ରସ୍ତୁତ କରିକି ଇଟାରେ ପ୍ଳାଷ୍ଟର କରିଦେବେ । ତାହା ସହିତ ଏହି ପ୍ରସ୍ତୁତ କରିଥିବା ଚୁଲ୍ଲାକୁ ଦୁଖିବା ପାଇଁ ଦୁଇଦିନ ଛାଡି ଦେବା ଆବଶ୍ୟକ ରହିଛି । ଆଉ ଚୁଲ୍ଲାଟି ଶୁଖିଗଲା ପରେ ଆପଣ ମାନେ ସେଥିରେ ରୋଷେଇ ପାଇଁ ବ୍ୟବହାର କରି ପାରିବେ । ତେବେ ଏହି ଉପାୟରେ ଟଙ୍କା ଖର୍ଚ୍ଚ ନାହିଁ ତାହା ସହିତ ଏହି ଚୁଲ୍ଲା ମଧ୍ୟ ଅଳ୍ପ ସମୟରେ ପ୍ରସ୍ତୁତ କରାଯାଇ ପାରିବ । ତେବେ ଏହି ଟେକ୍ନିକଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।