ମହା ବାତ୍ୟା ର ରୂପ ନେଲା ବାତ୍ୟା ‘JAAYOD, ଓଡିଶା ର ଏହି ସବୁ ଜିଲ୍ଲା ରେ ରଚିବ ତାଣ୍ଡବ….

ମାଡି ଆସୁଛି ଅକ୍ଟୋବର ମାସର ବାତ୍ୟା । ଏହି ଜାଗାରେ ମାଡ଼ କରିବ ବର୍ଷ ର ସବୁଠୁ ବଡ ବାତ୍ୟା । ଆସିଲା ସବୁଠୁ ବଡ ସଂକେତ । ତେବେ ଚାଲନ୍ତୁ ଜାଣିବା ବାତ୍ୟା ସମ୍ବନ୍ଧିତ ସମ୍ପୂର୍ଣ ବିବରଣୀ । 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମାଡି ଆସୁଛି ଅକ୍ଟୋବର ମାସର ବାତ୍ୟା । ଏହି ଜାଗାରେ ମାଡ଼ କରିବ ବର୍ଷ ର ସବୁଠୁ ବଡ ବାତ୍ୟା । ଆସିଲା ସବୁଠୁ ବଡ ସଂକେତ । ତେବେ ଚାଲନ୍ତୁ ଜାଣିବା ବାତ୍ୟା ସମ୍ବନ୍ଧିତ ସମ୍ପୂର୍ଣ ବିବରଣୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଓଡ଼ିଶାକୁ ଡ-ରା-ଇ-ଲା-ଣି ଅକ୍ଟୋବର ମାସ । ପ୍ରତିବର୍ଷ ଅକ୍ଟୋବର ମାସରେ ବଙ୍ଗୋପ ସାଗରରେ ଛୋଟ ହେଉ ବା ବଡ଼ ବାତ୍ୟା ମାଡ଼ି ଆସୁଛି । ତେବେ ବର୍ତମାନ ସମୟରେ ଯାହା ସୂଚନା ରହିଛି ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ହେବ । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟରେ ଅଧିକ ପବନର ସମ୍ଭାବନା ବି ନାହିଁ । 

ତେବେ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପ୍ରାଥମିକ ଆକଳନ ଲଗାଇ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ଭିତରେ ଫିଲିଫାଇନସ୍‌ର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ । ଏହା ଦକ୍ଷିଣ ଚୀନ୍‌ ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ୱଳ୍ପ ବର୍ଷା କରିବ । ଏହାର ଅବଶିଷ୍ଟ ଅଂଶ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଯିବ । ପୁଣି ଏହା ଅଧିକ ଘନୀଭତ ହୋଇ ପଶ୍ଚିମ ଦିଗରେ ଯିବ ଓ ଆନ୍ଧ୍ର ଉପକୂଳକୁ ମୁହାଁଇବ।

ସାଧାରଣତଃ ଅକ୍ଟୋବର ମାସରେ ଅଧିକ ବାତ୍ୟା ହୁଏ । ପୁଣି କେନ୍ଦ୍ରୀୟ ବଙ୍ଗୋପସାଗର ଓ ବାୟୁମଣ୍ଡଳର ପରିସ୍ଥିତି ଆନ୍ଧ୍ରରେ ସୃଷ୍ଟ ଅବପାତକୁ ଅଧିକ ଘନୀଭୂତ କରିବା ପାଇଁ ପାଗ ଅନୁକୂଳ ରହୁଛି । ତେବେ ଯଦି ଏହା ସମୁଦ୍ରରେ ୫ ଦିନରୁ ଅଧିକ ରହିବ ଏହା ବ-ଳ-ଶା-ଳୀ ହୋଇ ବାତ୍ୟା ରୂପ ନେବ । କିନ୍ତୁ ଏହା ଗୁଲାବ ପରି ଅପେକ୍ଷାକୃତ ଛୋଟ ବାତ୍ୟା ହେବ ବୋଲି ପ୍ରାଥମିକ ଆକଳନ କହୁଛି । ଆସନ୍ତା ୧୦ ତାରିଖ ବେଳକୁ ସ୍ଥିତି ଆହରି ସ୍ପଷ୍ଟ ହେବ ଓ ବାତ୍ୟାର ପ୍ରଭାବ କେତେ ରହିବ ତାହା ଅଧିକ ଜାଣିହେବ ବୋଲି ସେ କହିଛନ୍ତି । ବିଭିନ୍ନ ପାଣିପାଗ ମଡେଲକୁ ବିଶ୍ଲେଷଣ କରି ସେ କହିଛନ୍ତି, ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହିଁ ଗଭୀର ଅବପାତରେ ପରିଣତ ହୋଇପାରେ । 

ପରେ ଏହା କେନ୍ଦ୍ରୀୟ ଆନ୍ଧ୍ର ଉପକୂଳକୁ ମୁହାଁଇବ ଓ ୧୭ ତାରିଖ ବେଳକୁ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ବି ଏହାର ପ୍ରଭାବ ଅନୁଭୂତ ହେବ । ୧୫, ୧୬ ଓ ୧୭ ତାରିଖରେ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ ଓ ସେଥିପାଇଁ ସେ ସବୁ ସ୍ଥାନରେ ୱେଲୋ ୱାର୍ଣିଂ ଜାରି କରାଯାଇଛି  ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ତେବେ ଆସନ୍ତା ୧୦ରେ ଲଘୁଚାପ ଥିବାରୁ ଏଥର ଫିକା ପଡିବ ପୂଜା ପାର୍ବଣ । ଆଉ ବର୍ଷାରେ ଭିଜିବ ଦଶହରା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *