ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗୀତ ଶୁଣି ଭୋ ଭୋ କାନ୍ଦିଲେ ନମିତା ଅଗରୱାଲ୍ । ଆସନ୍ତୁ ଦେଖିବା ଭିଡ଼ିଓ ଓ ଜାଣିବା କିଛି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସିର୍ଦ୍ଧର୍ଥ ଟିଭି ର ସୁନ୍ଦର ରିଆଲିଟୀ ଶୋ ମୁ ବି ନମିତା ଅଗରୱଲ୍ ହେବି ଶୋ ବହୁତ କାମ ଦିନ ଭିତରେ ଓଡ଼ିଶା ରେ ଘରେ ଘରେ ପରିଚିତ ହେଇଛି। ଏହା ଏକ ନୁଆ ଆକର୍ଷଣ ସୃଷ୍ଟି କରିବା ସହିତ ଲୋକୋ ପ୍ରିୟତା ମଧ୍ୟ ହାସଲ କରିଛି । ଆଡିସନ୍ ପରେ ମେଗା ଆଡିସନ୍, ସୁପର୍ ମେଗା ଆଡିସନ୍ ଟା ପରେ ଆମ୍ଭ ହେଇଥିଲା ଷ୍ଟୁଡିଓ ରାଉଣ୍ଡ ଯେଉଁଥିରେ କି 24 ଜଣ ପ୍ରତିଯୋଗୀ କୁ ନେଇ ଆରମ୍ଭ ହେଇଥିଲା ଏହି ରାଉଣ୍ଡ ଆଉ ତାଙ୍କ ମାନକ ଭିତରେ ଚାଲିଛି ପ୍ରତିଯୋଗିତା ୱିନର କ୍ରାଉନ ଜିତିବା ପାଇଁ।
ପିଲା ମାନଙ୍କୁ ଆଗ୍ରହ କୁ ବଢ଼ାଇବା ପାଇ ଓ ସେମାନେ କୁ ସାହସ ଦେବା ପାଇଁ ସେଠାରେ ନିଜେ ନାମିତ ମେଂ କ ଛଡ଼ା ମହା ଜଜ୍ ମଧ୍ୟ ଉପସ୍ଥିତ ରହୁଛନ୍ତି। ଏହି ଶୋ ରେ ମୂଳ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ , ଶ୍ରୀକାନ୍ତ ଗୌତମ ସାର ମଧ୍ୟ ଉପସ୍ଥିତ ରହି ପିଲା ମାନ କ ର ଗୀତ କୁ ଶୁଣି ତାଙ୍କ ସ୍ଵିର କୁ ଚିହ୍ନି ଉଚିତ୍ ଉପଦେଶ ମଧ୍ୟ ଦେଉଛନ୍ତି । କେତେ ଦୂର ରୁ ପିଲା ମାନେ ଆସି ନିଜ ର ସଙ୍ଗୀତ ପ୍ରତି ଥିବା ଭକ୍ତି ଓ ଭଲ ପାଇବା କୁ ଦେଖାଉଛନ୍ତି ।
ଯାହା କ ମଧୁର ସ୍ୱର ଓଡ଼ିଶା ର ଘରେ ଘରେ ପହଞ୍ଚିଛି। ଆଉ ସେମାନେ ନିଜର ପ୍ରତିଭା କୁ ଲୋକୋ କି ସାମ୍ନା ରେ ପରିପ୍ରକାଶ କରି ପାରୁଛନ୍ତି। ସେହି ପରି ଜଣେ ଝିଅ ତାଙ୍କ ର ସୁନ୍ଦର ସ୍ୱର ଦ୍ବାରା ସାରା ଓଡ଼ିଶା ବାସୀ ମୁଗ୍ଧ କରି ପାରିଛନ୍ତି । ତାଙ୍କର ସେହି ସୁନ୍ଦର ମନୋହର ଗୀତ ରେ ସେ ଜୋଜ ମାନ କ ମାନ କୁ ମଧ୍ୟ କିଣି ପାରିଥିଲେ। ସେ ତାଙ୍କର ସଙ୍ଗୀତ ମାଧ୍ୟମ ରେ ଜୋଜ୍ କୁ ଭାବବିହ୍ୱଳ କରାଇ ଦେଇଥିଲେ। ତାଙ୍କ ଗୀତ ରେ ଏତେ ନିଷ୍ଠା ଓ ଦରଦ ଥିଲା ଯେ ସେ ନମିତା ଅଗ୍ରୱାଲ କ ଆଖିରେ ପାଣି ଆଣି ଦେଇ ଥିଲେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।