ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର,ହାଇୱେରେ ଆଉ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର,ହାଇୱେରେ ଆଉ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

          

ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁ ଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ଟୋଲ୍ ଟ୍ୟାକ୍ସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକେ ମନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।ଗାଡି ଚାଳକଙ୍କ ପାଇଁ ଖୁସି ଖବର।ଦେବାକୁ ପଡ଼ିବନି ଆଉ ଟୋଲ ଟ୍ୟାକ୍ସ। 

 

ଆଉ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି ଟୋଲ ପ୍ଲାଜାରେ। ହଟିବ ଟୋଲ ଟ୍ୟାକ୍ସ ନିୟମ।ଗାଡି ଚାଳକଙ୍କ ପାଇଁ ଖୁସି ଖବର ଆସିଛି ଆଉ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି ଟୋଲ ପ୍ଲାଜା ଆଗରେ।ଜାତୀୟ ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ବଡ଼ ଘୋଷଣା କରିଛନ୍ତି।ସରକାର ହାଇୱେରେ ଥିବା ସମସ୍ତ ଟୋଲ ଟ୍ୟାକ୍ସ ଉଠାଇବାକୁ ଯାଉଛନ୍ତି।ତେବେ ଜାଣିବା ନୂଆ ନିୟମ ଅନୁସାରେ।ନୀତିନ ଗଡକରି ସଂସଦରେ ଏହା ଘୋଷଣା  କରିଛନ୍ତି।

 

ଗୋଟିଏ ବର୍ଷ ମଧ୍ୟରେ ନୂଆ ନୀୟମ ଏବଂ ନୂଆ ଜ୍ଞାନ କୌଶଳ ଅନୁସାରେ ଟୋଲ ଟ୍ୟାକ୍ସ ଆଦାୟ କରାଯିବ। ଏଥି ସହିତ ଫାର୍ଷ୍ଟ ଟ୍ୟାଗରୁ ମଧ୍ୟ ମୁକ୍ତି ମିଳିବ।ସମଗ୍ର ଦେଶରେ ଟୋଲ ଟ୍ୟାକ୍ସ ଉପରୁ ପାରଦର୍ଶିତା ଆଣିବା ପାଇଁ ସରକାର ଏପରି ନିଷ୍ପତି ନେଇଥିବା ଜଣାପଡିଛି। ସରକାରଙ୍କର ଏହି ବଡ଼ ନିଷ୍ପତି ଉପରେ ବହୁତ ଲୋକ ଖୁସି ବ୍ୟକ୍ତି କରୁଛନ୍ତି। ବହୁତ୍ ଅଭିଯୋଗ ଆସୁଥିଲା ଯେ ଭୁଲ ଟ୍ୟାକ୍ସ ନିଆଯାଉଛି । 

 

ଯେଉଁ ଲୋକମାନେ ଅଳ୍ପ ରାସ୍ତା ଯାଉଛନ୍ତି ସେମାନଙ୍କ ପାଖରୁ ବି ସମ୍ପୁ୍ଣ୍ଣ ଟ୍ୟାକ୍ସ ନିଆ ଯାଉଥିବାର ଅଭିଯୋଗ ଆସିଥିଲା।ଏହି ସବୁ ଅସୁବିଧାକୁ ଦୂରେଇ ଦବାକୁ ଯାଇ ସରକାର ଗୋଟେ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ରେ ସବୁକିଛି ଡିଜିଟାଲାଇଯେଶନ କରିବାକୁ ସରକାର ପ୍ରୟାସ କରିଛନ୍ତି।ଯାହା ଫଳରେ ଲୋକ ମାନେ ଆଉ ଅଧିକ ଟ୍ୟାକ୍ସ ଦେବେନି ଆଉ ସବୁ କିଛି ଠିକ୍ ରହିବ ।ଏହି ପ୍ରସ୍ତାବକୁ ବହୁତ୍ ଲୋକ ସ୍ବାଗତ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *