ଭାଇରାଲ୍ ହେଉଛି ଡିଜେ ଆଜେକ୍ସଙ୍କ ତାଙ୍କ ପ୍ରେମିକା ଜିଜ୍ଞାସାକୁ ଶେଷ ଅଡିଓ । ଆପଣମାନେ ଶୁଣିଲେ କାନ୍ଦି ପକେଇବେ । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରାଲ୍ ହେଉଛି ଡିଜେ ଆଜେକ୍ସଙ୍କ ତାଙ୍କ ପ୍ରେମିକା ଜିଜ୍ଞାସାକୁ ଶେଷ ଅଡିଓ । ଆପଣମାନେ ଶୁଣିଲେ କାନ୍ଦି ପକେଇବେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଡିଆ ଡିଜେ ଆଜେକ୍ସଙ୍କ ଆ-ତ୍ମ-ହ-ତ୍ୟା ପଛର ତଦନ୍ତ କରୁଛି ଆରକ୍ଷୀ ଅଧିକାରୀ । ଏହାରି ଭିତରେ ସାମ୍ନାକୁ ଆସିଛି ମୃ-ତ୍ୟୁ ପୂର୍ବରୁ ଆଜେକ୍ସ ତାଙ୍କ ପ୍ରେମିକାଙ୍କୁ ପଠାଇଥିବା ସିଡ୍ୟୁଲ ମେଲ୍ ଏବଂ କିଛି ଅଡିଓ ଫାଇଲ । ଯେଉଁଥିରେ ବ୍ରେକ ଅପ୍ କାରଣରୁ ଏଭଳି ଏକ ଚରମନିଷ୍ପତି ନେଇଥିବା କଥା ସ୍ୱୀକାର କରିଛନ୍ତି ଆଜେକ୍ସ । ପ୍ରେମିକାର ଆଉ ଜଣେ ପୁରୁଷ ବନ୍ଧୁଙ୍କ ସହ ସଂପର୍କକୁ ନେଇ ସହିପାରିନଥିଲେ ଡିଜେ ଆଜେକ୍ସ । ଏହାପରେ ପ୍ରେମିକା ଉପହାର ଦେଇଥିବା ସାର୍ଟ ପିନ୍ଧି କାନ୍ଦି କାନ୍ଦି ସେଲଫି ନେଇଥିଲେ । 

 

ଏବଂ ତାପରେ ମେଲରେ ମନର କଥା କହି ଆ-ତ୍ମ-ହ-ତ୍ୟା କରିଛନ୍ତି । ଆଜେକ୍ସଙ୍କ ମୃ-ତ୍ୟୁକୁ ୪ ଦିନ ବିତିଛି । ଏହାରି ଭିତରେ ଆରକ୍ଷୀ ଅଧିକାରୀ ଦୁଇଟି ଟିମ୍ ଗଠନ କରି ଆ-ତ୍ମ-ହ-ତ୍ୟାର କାରଣ ଖୋଜୁଛି । ବାନ୍ଧବୀଙ୍କୁ ମଧ୍ୟ ଆରକ୍ଷୀ ଅଧିକାରୀ ଜେରା କରିଛି । ଖୁବଶୀଘ୍ର ଆ-ତ୍ମ-ହ-ତ୍ୟାର କାରଣ ସ୍ପଷ୍ଟ ହେବା ନେଇ ଆରକ୍ଷୀ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାରି ମଧ୍ୟରେ ସମ୍ନାକୁ ଆସିଛି ଡିଜେ ଆଜେକ୍ସଙ୍କ ଶେଷ ଭଏସ ନୋଟ୍ । ଯାହାକି ସେ ତାଙ୍କ ପ୍ରେମିକା ଜିଜ୍ଞାସାଙ୍କ ଉଦ୍ଦେଶ୍ୟରେ କହିଥିଲେ । 

 

ତେବେ ଭଏସ ନୋଟ୍ ରେ ଆଜେକ୍ସ କହିଛନ୍ତି ଯେ, “ଜିଜ୍ଞାସା ମୁଁ ସତ କହୁଛି । ତୁମକୁ ମୁଁ ଜେନୁଇନଲି ଲଭ କରୁଛି । ଯେତେବେଳେ ତୁମେ ଏହି ଭଏସ ମେସେଜ ଟା ଶୁଣିବ ମୁଁ ନଥିବି । ତୁମେ ଜାଣିଛ ମୁଁ ପିଲା ବେଳୁ ମା ବାପା ଲଭ୍ ପାଇନି । ତାପରେ ତୁମେ ଯଦି ଲଭ୍ ନଦେବ ମାଇଣ୍ଡଟା ଡାଇଭର୍ଟ ହେବନି । ମୁଁ ତୁମକୁ ଚିଟ୍ କରିବା ଚକ୍କରରେ ନଥିଲି । ମୁଁ ବାସ୍ ମେଣ୍ଟାଲ ପିସ୍ ଚାହୁଁଥିଲି । ତୁମେ ଯେମିତି ପିସ୍ ପାଇବାକୁ ରଶ୍ମି ସହିତ କଥା ହେଉଥିଲ ସେମିତି ମୁଁ ଟିକେ ଶାନ୍ତି ପାଇବା ପାଇଁ ହିଁ ତା ସାଙ୍ଗରେ ଖାଲି କଥା ହେଇଥିଲି । ମୁଁ ମ-ରୁ-ଛି କାରଣ ମୁଁ ବିଶ୍ୱାସ କରି ପାରୁନାହିଁ ଯେ, ୟୁ ହେଟ୍ ମି । 

 

ସରି ମୁଁ ବହୁତ୍ ଖରାପ କଲି ତୁମ ସାଙ୍ଗରେ । କିନ୍ତୁ ଆଇ ଲଭ୍ ୟୁ ଏ ଲୋଟ । ତେଣୁ ତୁମ ବିନା ମୁଁ ରହିପାରିଲିନି ସେଥିପାଇଁ ମ-ରି ଯାଉଛି । ମୋ ବଡି ଜଳିବା ଆଗରୁ ପ୍ଲିଜ୍ ଟିକେ ମୋ ବଡ଼ିକୁ ଆସି ଦେଖିନେବ । ତୁମେ କୁହନା ମୋ ଉପରେ ବ୍ଲାକ ଡ୍ରେସ୍ ଭଲ ଲାଗେ । ତୁମେ ଯେଉଁ ବ୍ଲାକ ସାର୍ଟ ଦେଇଥିଲ ସେଇଟା ପିନ୍ଧିିକି ଯାଉଛି । ଦିସ ଇଜ ମାଇ ଲାଷ୍ଟ ମେସେଜ ମୁଁ ଯାଉଛି । ଆଇ ଲଭ ୟୁ । ମୋତେ ଆଉ ଦେଖିବନି, ମୋ କଥା ଶୁଣିପାରିବନି । ମୋତେ କହିଥିଲ ନା ଚାଲିଯିବାକୁ ମୁଁ ସତରେ ଯାଉଛି । ଆଜି ମୋ ଲାଷ୍ଟ ଡେ” । ଏହା ଥିଲା ଡିଜେ ଆଜେକ୍ସଙ୍କ ଶେଷ କେଇପଦ କଥା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *