ଶୁଣନ୍ତୁ Dj azex ଙ୍କର ଶେଷ ଅଡିଓ କଲ୍ ରେକର୍ଡ଼।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୁଣନ୍ତୁ Dj azex ଙ୍କର ଶେଷ ଅଡିଓ କଲ୍ ରେକର୍ଡ଼।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣ ମାନେ ସବୁ ନିଶ୍ଚୟ Dj azex କୁ ଜାଣିଥିବେ ।ଏବଂ ତାଙ୍କର ଆ-ତ୍ମ-ହ-ତ୍ୟା କଥା ବି ସୁଣିଥିବେ ।କିନ୍ତୁ ବନ୍ଧୁଗଣ ଏହି ବିଷୟରେ ଆମେ ଏମିତି ଏକ ଖବର ନେଇ ଆସିଛୁ ଆପଣ ମାନଙ୍କ ସାମ୍ନାକୁ ଆସିଛୁ ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ୱାସ କରିପାରିବେନି।ହଁ ଆଜ୍ଞା  Dj azex ଙ୍କ ମୃ-ତ୍ୟୁର କାରଣ ସାମ୍ନାକୁ ନ ଆସିଥିବା ବେଳେ ।ଏକ ଝିଅ ଏବଂ  Dj azex  Phone ରେକର୍ଡ଼ ସାମ୍ନାକୁ ଆସିଛି।

 

ଯାହାକୁ ତାଙ୍କର ଫ୍ୟାନ ମାନଙ୍କୁ ବହୁତ୍ କଷ୍ଟ ଦେଉଛି। ଏହି କଥାରୁ ସ୍ପୋଷ୍ଟ ଭାବରେ ଜଣ ପଡୁଛି ଯେ  Dj azex ଙ୍କ ମୃ-ତ୍ୟୁ ପଛରେ ତାଙ୍କର ପ୍ରେମ କାହାଣୀ ଥିଲା ବୋଲି। ଏହି ଫୋନ କଲ୍ ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏହି ଫୋନ କଲ୍ ରେ ସ୍ପୋଷ୍ଟ ଭାବରେ ଜଣାପଡୁଛି ଯେ କିପରି  Dj azex ଭାଙ୍ଗି ପଡିଥିଲେ। ଏବଂ ତାଙ୍କ ପ୍ରେମିକାଙ୍କ କଥା ମଧ୍ୟ ସାମ୍ନାକୁ ଆସିଛି। 

 

ସେ ତାଙ୍କ ପ୍ରେମିକା ଙ୍କ ଠାରୁ ଭଲ ପାଇବା ପାଇବାକୁ ଚାହୁଥିଲେ କିନ୍ତୁ ତାହା ମିଳିନଥିବାରୁ ସେ ଆ-ତ୍ମ-ହ-ତ୍ୟା କଲେ। ସେ ତାଙ୍କ ପ୍ରେମିକା ଙ୍କୁ ବହୁତ୍ ଭଲ ପାଉଥିଲେ ।ତାଙ୍କ ଠାରୁ ସେ ବାପା ମା ବାଲା ଭଲ ପାଇବା ପାଇବାକୁ ଚାହୁଥିଲି।କିନ୍ତୁ ତାହା ନ ମିଳିବାରୁ ସେ ପୁରା ପୁରି ଭାଙ୍ଗିପଡିଥିଲେ , ସେଥିପାଇଁ ସେ ନିଜ ଜୀବନ ହାରି ଥିବାର କଥା ସାମ୍ନାକୁ ଆସିଛି। 

 

ଏହି ଘଟଣାକୁ ତାଙ୍କର ଫ୍ୟାନ ମାନେ ଜମାବି ସହଜରେ ବିଶ୍ୱାସ କରିପାରି ନାହାନ୍ତି।ବହୁତ୍ ଭଲ ପିଲା ଥିଲେ DJ AZAX ତାଙ୍କର ଏମିତି ଅକାଳରେ ବିୟୋଗ ସମସ୍ତଙ୍କୁ ଚକିତ କରିଛି।କିନ୍ତୁ ଦୁଃଖର ବିଷୟ ଯେ ଏଯାଏଁ ଆରକ୍ଷୀ ଅଧିକାରୀ ତାଙ୍କର ମୃ-ତ୍ୟୁର କାରଣ ଖୋଜି ପାଇବାରେ ସଫଳ ହୋଇନାହିଁ । ଏବେ ସମସ୍ତର ନଜର ରହିଛି ଆଗକୁ କଣ ହେଉଛି ଏବଂ ଆରକ୍ଷୀ ଅଧିକାରୀ ତାର କାମକୁ କିତିକି କରିପାରୁଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *