ଏବେ ଆସିଲା ବଡ଼ ଖବର । 7 ଦିନ ସ୍କୁଲ ବନ୍ଧ । ଜାଣନ୍ତୁ ସମ୍ପୁର୍ଣ୍ଣ ଖବର….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ବଡ଼ ଖବର 7 ଦିନ ସ୍କୁଲ ବନ୍ଧ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଏହି ପୃଥିବୀ ଉପରେ ଗୋଟିଏ ପତଳା ଆବରଣ ରହିଛି ଯାହାକି ପୃଥିବୀ କୁ ଘେରି ରଖିଛି ରହି ଆବରଣ ପୃଥିବୀ କୁ ଅତି ବାଇଗଣ ରଶ୍ମି ରୁ ବଞ୍ଚାଇ ଥାଏ । ଏହି ଆବରଣ ଟି ପ୍ରତିଦିନ କିଛି ଋତୁ ଅନୁସାରେ ବଦଳି ଥାଏ । ବାୟୁ ର ପରିବର୍ତନ କୁ ସମସ୍ତେ ଲକ୍ଷ କରିଥାନ୍ତି । ବାୟୁ ପ୍ର-ଦୂ-ଷ-ଣ ସବୁ ଠାରୁ ଅଧିକ ହେଉଛି ଭାରତ ରେ । ଯାହା ଫଳ ରେ ସେଠିକାର ଲୋକ ଙ୍କ ଉପରେ ବହୁତ୍ ବ୍ୟାଘାତ କରୁଛି । ଲୋକେ ଯାତାୟାତ କରି ପାରୁ ନାହାଁନ୍ତି ଯାହା ଫଳ ରେ । 

ସେହି ଠାରେ ବହୁତ୍ ଅଧିକ ପରିମାଣ ରେ ଓ ବହୁତ୍ ଜଲ୍ଦୀ ଥଣ୍ଡା ମଧ୍ୟ ପଡ଼ିଥାଏ । ଏହି ଥଣ୍ଡା ଯୋଗୁଁ  ସେହି ଠାରେ ବହୁତ୍ ବେଶୀ କୁହୁଡି ମଧ୍ୟ ହୋଇଥାଏ ଯାହା ଫଳ ରେ ଲୋକେ ବହୁତ୍ ଅଧିକ ପରିମାଣ ରେ ଯିବା ଓ ଆସିବା ପାଇଁ ବହୁତ୍ ଅସୁବିଧା ହୋଇଥାଏ ଓ ଗାଡ଼ି ଭି ଚଳାଇ ପାରନ୍ତି ନାହିଁ ଲୋକେ ।ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ପରିମାଣ ରେ ବୃଦ୍ଧି ପାଇବାରେ ଲାଗୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ  ଆଦିତ୍ୟ ଦୁବେ ନାମକ ଗୋଟିଏ ୧୭ ବର୍ଷିୟ ଛାତ୍ର ସୁପ୍ରିମ୍‌ କୋର୍ଟରେ ଗୋଟିଏ ପିଟିସନ ଦାଖଲ କରିଥିଲେ । 

ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମନା, ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତ ଏହି ବିଶିଷ୍ଟ ବ୍ୟକ୍ତି ଏହି  ପିଟିସନ୍‌ର ଶୁଣାଣି କରିଛନ୍ତି । ସେହିଠାରେ ଲୋକେ ସମସ୍ତେ ଘରେ ରହୁଥିବା ସମୟ ରେ ମାସ୍କ୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏଥି ପାଇଁ ନିଶ୍ଚିନ୍ତ ଭାବରେ ଜାଣି ପରୁଥିବେ କି କେତେ ପରିମାଣ  ରେ ସେହିଠାରେ କେତେ ପରିମାଣ ରେ ବାୟୁ ପ୍ର-ଦୂ-ଷି-ତ ହୋଇ ରହୁଛି । 

ଦିଲ୍ଲୀ ରେ କଥା ଉଠିଲା ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କର, ନଚେତ ଆମେ ବଞ୍ଚିବୁ କିପରି ବୋଲି ଯାହା ପାଇଁ ଆଜି ଦିଲ୍ଲୀ ବାୟୁ ପ୍ର-ଦୂ-ଷ-ଣ ସଂକ୍ରାନ୍ତରେ ଏକ ଆବେଦନ ଶୁଣାଣି ସମୟରେ ସୁପ୍ରିମ୍‌ କୋ-ର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଶୁଣାଣି କରିବା ସହ ଦିଲ୍ଲୀ ସରକାରଙ୍କୁ ଗୋଟିଏ ଭଲ ପଦକ୍ଷେପ ଦେଇଛନ୍ତି ।  ଦିଲ୍ଲୀ ସବୁ ସ୍କୁଲ 7 ଦିନ ବନ୍ଧ । ତେଣୁ ଦିଲ୍ଲୀ ବାୟୁ ପ୍ର-ଦୂ-ଷ-ଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ସୁପ୍ରିମ୍‌ କୋ-ର୍ଟ କହିଛନ୍ତି । ଏହା ସମସ୍ତ ଙ୍କ ଯୁକ୍ତି ଯୁକ୍ତ ଉପରେ ନିର୍ଭର କରିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *