ଭାଇରାଲ ହେଲେ 21 ବର୍ଷର ଗୁପଚୁପ ବାଲି , ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାଇରାଲ ହେଲେ 21 ବର୍ଷର ଗୁପଚୁପ ବାଲି , ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସବୁଲୋକ ଗୁପଚୁପ ଖାଇବାକୁ ବହୁତ୍ ପସନ୍ଦ କରିଥାନ୍ତି ।ବିଶେଷ କରି ଝିଅମାନେ ବହୁତ୍ ପସନ୍ଦ କରିଥାନ୍ତି ଗୁପଚୁପ କୁ। କିନ୍ତୁ ବନ୍ଧୁଗଣ ଆମେ ଏମିତି ଏକ ଖବର ନେଇ ଆପଣ ମାନଙ୍କ ସାମ୍ନାକୁ ଆସିଛୁ ଯାହାକୁ ଶୁଣିଲେ ଆପଣ ସେ ଝିଅ ଉପରେ ବହୁତ୍ ଭଲ ପାଇବା ଓଜାଡି ଦେବେ।ସମସ୍ତେ ନିଜ ନିଜ ପସନ୍ଦ ର ଗୁପଚୁପ ଖାଇଥାନ୍ତି । ଗୁପଚୁପ ର ମସଲା ପାଣି ବହୁତ୍ ସ୍ଵାଦିଷ୍ଟ ହୋଇଥାଏ । ଆଉ ସମସ୍ତଙ୍କ ର ଗୁପଚୁପ ଅତି ପ୍ରିୟ ହୋଇଥାଏ । 

 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଖବର ଭାଇ ରାଲ୍ ହେବାରେ ଲାଗିଛି । ଖବର ଟି ହେଉଛି ଯେ 21 ବର୍ଷୀୟ ଯୁବତୀ ଗୁପଚୁପ ବିକ୍ରି କରୁଛନ୍ତି । ଆଉ ଲୋକ ମାନେ ତାଙ୍କୁ ବିଟେକ୍ ଗୁପଚୁପ ବାଲି ବୋଲି ଡାକୁଛନ୍ତି। ଏମିତି କହିବା ପଛରେ ଗୋଟିଏ ବହୁତ୍ ବଡ଼ କାହାଣୀ ଅଛି।କାହିକିଁ ବିଟେକ୍ କରି କି ମଧ୍ୟ ଗୁପଚୁପ ବିକୁଛନ୍ତି। ଯୁବତୀ ଜଣକ ଙ୍କ ର ନାଁ ହେଉଛି ତାପସୀ ଉପାଧ୍ୟାୟ। ଆଉ ତାପସି ବିଟେକ ପାଠ ପଢ଼ିଛନ୍ତି । ସମସ୍ତେ ଅଧିକ ପାଠ ପଢ଼ି ଥାଆନ୍ତି ବହୁତ୍ ଭଲ ଚାକିରୀ କରିବା ଆଶାରେ। 

 

ହେଲେ ତାପସୀ ବିଟେକ ପଢ଼ିବା ପରେ ଭଲ ଚାକିରି କରିବା କଥା ନ ଭାବି ଗୁପଚୁପ ବିକ୍ରି କରିବା କଥା ଭାବିଥିଲେ । ଆଉ ସେ ଗୁପଚୁପ ବିକ୍ରି କରିଥିଲେ ।ତାଙ୍କ ଗୁପଚୁପ ବିକ୍ରି କରିବାର ଷ୍ଟାଇଲ ସମ୍ପୂର୍ଣ୍ଣ ନିଆରା । ଯେ କେହି ଦେଖିବ ତାଙ୍କ ଠାରୁ ଗୁପଚୁପ ଖାଇବା କଥା ନିଶ୍ଚୟ ଭାବିବ । ତାପସୀ ଙ୍କ ଏକ ସୁନ୍ଦର୍ ଗୁପଚୁପ ଠେଲା ରହିଛି । ଆଉ ସେଥିରେ ସେ ଗୁପଚୁପ ରଖି ବିକ୍ରି କରନ୍ତି ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ସେ ତାଙ୍କ ଗୁପଚୁପ ଠେଲା ସହିତ ଏକ ବୁଲେଟ ର କନେକ୍ସନ୍ କରିଛନ୍ତି । 

 

ଆଉ ବୁଲେଟ ଟି କୁ ତାପସୀ ନିଜେ ଚଲାନ୍ତି। ଏକ ନିଆରା ଢଙ୍ଗରେ ତାପସୀ ତାଙ୍କର ଗୁପଚୁପ ବିଜନେସ କରୁଛନ୍ତି। ତାଙ୍କର ଏହି କାମ ଦେଖି ତାଙ୍କୁ କିଛି ଲୋକ ଅନେକ କଥା କହିଥାନ୍ତି ଏବଂ ବହୁତ୍ ଲୋକ ମଧ୍ୟ ତାଙ୍କ କାମ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି।ଏହି ପରିପ୍ରେକ୍ଷୀରେ ରେ ତପଶି କହିଛନ୍ତି କାମ ଯାହାବି ହେଉ ନା କାହିଁକି ,ସେହି କାମକୁ ମନ ଲଗେଇଲି କଲେ ତାହା ଦିନେ ତୁମକୁ ନିହାତି ସଫଳତାର ଶୀର୍ଷ ରେ ପହଞ୍ଚାଇବା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *