କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ପୂର୍ବକାଳ ରେ ସୁଖରେ ରହିବ ପାଇଁ ବନ୍ଧୁତା ଦରକାର ପଡୁଥିଲା।କିନ୍ତୁ ଏବେ ଯୁଗ ପରିବର୍ତ୍ତନ ହୋଇଯାଇଛି ସୁଖରେ ରହିବା ପାଇଁ କେବଳ ତାଙ୍କ ହି ଦରକାର ବୋଲି ଏବେକାର ଯୁଗର ଲୋକଙ୍କର ମନିବା। ସେହି ତାଙ୍କ ଆଉ କମେଇବା ପାଇଁ କିଏ କେଉଁ ରାସ୍ତା ଅପଣି ନେଉଛି ତାହା କହିହବନି  ।ବହୁତ୍ ଲୋକ ଭଲ ବାଟରେ ଟଙ୍କା ଅର୍ଜନ କରୁଥିବା ବେଳେ ବହୁତ୍ ଲୋକ ଖରାପ ବାଟ ଦେଇ ମୋଧ୍ୟ ତାଙ୍କ ଅର୍ଜନ କରୁଛନ୍ତି।

                

ଟଙ୍କା ରେ ରହିଛି ସବୁ ସୁଖ ବର୍ତ୍ତମାନ ସମୟ ରେ ଟଙ୍କା ପାଇଁ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ । ଟଙ୍କା ପାଇଁ ଉଚିତ୍ କାର୍ଯ୍ୟ କର ଓ ଭଲ ରେ ସୁଖ ରେ ରୁହ । ଟଙ୍କା ପାଇଁ କିଛି ବି କରି ଦେବା ତାହା ଉଚିତ୍ ନୁହେଁ , ଟଙ୍କା ମଣିଷ ର ଦରକାର ବଞ୍ଚିବା ପାଇଁ ।ଟଙ୍କା ପାଇଁ ତ ବର୍ତ୍ତମାନ ସମୟ ରେ ଅନେକ ଘଟି ଯାଉଛି , ଟଙ୍କା ପାଇଁ ମଣିଷ ସବୁକିଛି କରି ଯାଉଛି । କରିଥିବା କାର୍ଯ୍ୟ ସମାଜ ଉପରେ କେତେ ପ୍ରଭାବ ପଡ଼ୁଛି ତାହା ସେ ଜାଣି ନାହାଁନ୍ତି , ସାଧାରଣ କିଛି ଯୁବତୀ ଟଙ୍କା ପାଇଁ ଅନେକ କିଛି କରନ୍ତି , ଭିନ୍ନ ଖରାପ କାର୍ଯ୍ୟ କୁ ଆପଣାଇ ଥାଆନ୍ତି । 

 

କିଏ ଶିକ୍ଷିତ ନ ହେଇ ପାରିବାରୁ ଘର ସମସ୍ୟା ପାଇଁ ତାକୁ ରୋଜଗାର ନ ମିଳିବାରୁ ସେ ଖରାପ କାର୍ଯ୍ୟ କରି ଥାଆନ୍ତି । ଏବଂ ଖରାପ ରାସ୍ତା କୁ ଆପଣି ନେଇଥାନ୍ତି।କିଛି ଯୁବତୀ ମାନେ ଅଛନ୍ତି ଯେଉଁ ମାନେ କି ବାର ରେ ନାଚ କରନ୍ତି ଓ ଲୋକ ମାନେ ତାଙ୍କ ପଛ ରେ ଟଙ୍କା ଉଡ଼ାଇ ଥାଆନ୍ତି କିଛି ଲୋକ ମାନେ ବାର ଗାର୍ଲ୍ ମାନ ଙ୍କୁ ଖରାପ ବ୍ୟବହର ଦେଖାଇ ଥାଆନ୍ତି ନିଶା ଅବସ୍ଥା ରେ । ବାର ଗର୍ଲ ମାନ ଙ୍କ ମଧ୍ୟ ବହୁତ୍ ଅଧିକ ଯୁବତୀ ଅଛନ୍ତି ଯେଉଁ ମାନେ ନିଜ ସୌକୁ ନାଚ କରୁଛନ୍ତି ।

                

ବାର ଗାର୍ଲ୍ ରେ ଯୁବତୀ ମାନେ ଅନେକ ଟଙ୍କା ରୋଜଗାର କରୁଛନ୍ତି । କାରଣ ଅନେକ ଧନୀକ ବ୍ୟକ୍ତି ମାନେ ଯାଇ ଥାଆନ୍ତି ଓ ଅନେକ ଟଙ୍କା ଫୋପାଡି ଥାଆନ୍ତି ।ବାର ଗାର୍ଲ୍ ନିଶ୍ଚିନ୍ତ ଭାବରେ ଅନେକ କିଛି ଅସୁବିଧା ସମ୍ମୁଖୀନ ହୁଅନ୍ତି । ବର୍ତ୍ତମାନ ସମୟ ରେ ଏହା ବହୁ ପରିମାଣ ରେ ଘଟୁଛି ଓ ଘଟି ଚାଲିଥିବ ମଧ୍ୟ ଲୋକ ମାନେ ଯେମିତି ଏହାକୁ କୁ ଦେଖିବା ପାଇଁ ବେଶ୍ ଇଛୁକ ହେଉଛନ୍ତି ସେଥି ପାଇଁ ତାର ଡିମାଣ୍ଡ ରହୁଛି ଓ ଏହା ବହୁ ପରିମାଣ ରେ ଘଟୁଛି । ବର୍ତ୍ତମାନ ସମୟ ରେ ଜଣେ ବାର ଗାର୍ଲ୍ ଏକ ସାକ୍ଷାତକାର ରେ ଆସି ଅନେକ କିଛି କଥା କହିଛନ୍ତି ଓ ଯାହାକି ଆପଣ ମାନଙ୍କୁ ଚକିତ କରିବ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *