ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଛେଳି ଠାରୁ ଜନ୍ମ ହେଲା ମଣିଷ ଆକୃତିର ଛୁଆ ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,ଛେଳି ଠାରୁ ଜନ୍ମ ହେଲା ମଣିଷ ଆକୃତିର ଛୁଆ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଖବର କାଗଜ ଏବଂ ନ୍ୟୁଜ୍ ପଢୁଥିବେ ଏବଂ ଜାଣିଥିବେ ମଧ୍ୟ ଆମ ଚାରି ପାଖରେ କେବେ କେବେ ଏମିତି ଅବିଶ୍ୱାସନୀୟ ଘଟଣାମାନ ଘଟିଥାଏ । ଯାହାକୁ ଆଖିରେ ନଦେଖିଲେ ସହଜରେ ଗ୍ରହଣ କରିବା ସମ୍ଭବ ହୋଇ ନଥାଏ । ଏବେ ଠିକ୍ ସେହିପରି ଆମକୁ ମିଳିଥିବା ଖବର ଅନୁସାରେ ସାମ୍ନାକୁ ଆସିଛି ଏକ ଅଜବ, ଅଦ୍ଭୁତ, ଚମତ୍କାର ଘଟଣା । ଏହି ଦୃଶ୍ୟ ଦେଖିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ ଓ ମୁଣ୍ଡ ବୁଲାଇ ଦେବ । 

 

ଏମିତି ଏକ ଅଦ୍ଭୁତ ଭିଡ଼ିଓ ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ଏବଂ ଅବିଶ୍ୱାସନୀୟ ମଧ୍ୟ । ହଁ ଆଜ୍ଞା ଦର୍ଶକ ବନ୍ଧୁ ବର୍ତମାନ ସମୟରେ ଭାଇରାଲ ହେଉଥିବା ଭିଡ଼ିଓଟିକୁ ଆପଣମାନେ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଯେଉଁଠି ଦେଖିବାକୁ ମିଳିଛି ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଛି ।

 

ଆଜ୍ଞା ହଁ ଦର୍ଶକବନ୍ଧୁ ଆଜିକାଲି ଦୁନିଆଁରେ ବିଭିନ୍ନ ପ୍ରକାରର ଅଜବ ଜନ୍ତୁଙ୍କୁ ଦେଖିବାକୁ ମିଳୁଛି । ଏହିଭଳି ଏକ ଅଜବ ଜନ୍ତୁ ଦେଖିବାକୁ ମିଳିଛି । ଅନୁଗୁଳ ବ୍ଲକ ଟାଇଁସି ଗ୍ରାମର ନାଣ୍ଡୁ ପେଣ୍ଠେଇ ଙ୍କ ଘରେ ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଛି । ଦେଖିବାକୁ ଗଲେ ଛେଳି ଛୁଆଟି ପୁରା ପୁରି ମଣିଷ ଛୁଆ ଭଳି ଦିଶୁଛି । ହାତ ଗୋଡ ମୁଣ୍ଡ ମଧ୍ୟ ରହିଛି ଆଉ ସେସବୁ ମଣିଷ ଭଳି ହିଁ ଦିଶୁଛି । ଏହି ଅଦ୍ଭୁତ ଜୀବକୁ ଦେଖିବା ପାଇଁ ନାଣ୍ଡୁ ଘରେ ଗ୍ରାମ ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିଥିଲା। 

 

ଲୋକମାନେ ଏହି ବିରଳ ଜନ୍ତୁଙ୍କୁ ଦେଖିବା ପାଇଁ ଲମ୍ବା ଧାଡି ଲଗେଇଥିଲେ । ତେବେ ବନ୍ଧୁଗଣ ସୂଚନା ମୁତାବକ ଜନ୍ମ ବେଳେ ଛେଳି ଛୁଆଟି ବଞ୍ଚିଥିଲା । କିନ୍ତୁ ଜନ୍ମର କିଛି ସମୟ ପରେ ଛୁଆଟି ମରିଯିବାରୁ ଘର ଲୋକେ ତାକୁ ପୋତି ଦେଇଥିଲେ । ତେବେ ଏହି ସମ୍ପର୍କରେ ପ୍ରାଣୀ ବିଶେଷଜ୍ଞଙ୍କ ମତ ନିଆ ଯାଇଥିଲା । ସେ ଏହାକୁ ଏକ ବିରଳ କଞ୍ଜେନିଟାଲ ତ୍ରୁଟି ବୋଲି ଦର୍ଶାଇଛନ୍ତି । ତାଙ୍କ କହିବା ଅନୁସାରେ ଏହି ସମସ୍ୟା ଥିଲେ ବିକୃତ ଛୁଆ ଜନ୍ମ ନେଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *