କପିଳ ଦେବ : ଏହି ନୂଆ ଭାରତୀୟ ବଦଳେଇ ଦେବ Team India ର ଭାଗ୍ୟ । ଆସନ୍ତୁ ଜାଣିବା କିଏ ସେହି ଖେଳାଳି…

 

କପିଳ ଦେବ କହିଲେ ଏହି ନୂଆ  ଖେଳାଳି ବଦଳେଇ ଦେବ ଭାରତ କ୍ରିକେଟ ର ଭାଗ୍ୟ । ଆସନ୍ତୁ ଜାଣିବା କେଉଁ ଖେଳାଳି ଙ୍କୁ ନେଇ ଏପରି ଖେଳାଳି ।

ସୂଚନାଯୋଗ୍ୟ ଯେ , ଏହି ସମୟ ରେ ଅଧିକାଂଶ ଯୁବ ଖେଳାଳିଙ୍କୁ ଖେଳିବାକୁ ସୁଯୋଗ ଦେଇଛନ୍ତି ଏବଂ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି ।  ତେବେ ଏହି ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍ ରେ କିଛି ଖେଳାଳି ମାନଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦିଆ ଯାଇଛି । ହର୍ଷଲ ପଟେଲ, ଭେଙ୍କଟେଶ ଆୟର ଏବଂ ଆବେଶ ଖାନ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ ରେ ଖେଳିବାର ସୁଯୋଗ ପାଇଛନ୍ତି ଏବଂ ଏହା ସହିତ ମଧ୍ୟ ଟେଷ୍ଟ ସିରିଜ ରେ କେ.ଏସ୍ ଭରତ, ଶ୍ରେୟସ୍ ଆୟର ଏବଂ ଜୟନ୍ତ ଯାଦବ ଙ୍କୁ ଖେଳିବାର ସୁଯୋଗ ଦିଆଯାଇଛି । 

 

ରିତୁରାଜ ଗାଇକୱାଡ ଗତ ଆଇପିଏଲ୍ 2021 ରେ ଦମଦାର ପ୍ରଦର୍ଶନ କରି ଆରେଞ୍ଜ କ୍ୟାପ କୁ ନିଜ ନାମ ରେ କରିଥିଲେ ସେଥିପାଇଁ ଶ୍ରୀଲଙ୍କା ଗସ୍ତ ପରେ ଟି -20 ସିରିଜକୁ ଫେରିବା କୁ  ସୁଯୋଗ ପାଇଛନ୍ତି ରିତୁରାଜ ।ଗତ ଆଇପିଏଲ୍ 2021 ରେ ଗାଇକୱାଡ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ସେ 16 ଟି ମ୍ୟାଚରେ 635 ରନ୍ ସଂଗ୍ରହ କରିଥିଲେ । ଗତ ଆଇପିଏଲରେ ତାଙ୍କର ଚ-ମ-ତ୍କା-ର ପ୍ରଦର୍ଶନ ପାଇଁ ସେ ଶ୍ରୀଲଙ୍କା ବି-ପ-କ୍ଷ ସିରିଜରେ ଟିମ୍ ରେ ଖେଳିବା ପାଇଁ ସୁଯୋଗ ପାଇଛନ୍ତି । 

 

ଟିମ୍ ଇଂଡିଆ ରେ ୪ ଜଣ ନୂଆ ଖେଳାଳି ଙ୍କୁ ଦିଆଯାଇଥିବା ସୁଯୋଗ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ସୁନୀଲ ଗାଭାସ୍କର ଏବଂ ଏହା ସହିତ ରିତୁରାଜ ଗାଇକୱାଡ ଙ୍କ ପ୍ରଶଂସା କରିଛନ୍ତି ।ଶ୍ରୀଲଙ୍କା ବି-ପ-କ୍ଷ ମ୍ୟାଚ ରେ ମାର୍କ କରିବାରେ ବିଫଳ ହୋଇଥିଲେ ଗାଇକୱାଡ କିନ୍ତୁ ଗତ ଆଇପିଏଲ ରେ ଗାଇକୱାଡ ଙ୍କ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ପୁଣି ଥରେ ଟିମ୍ ରେ ଖେଳିବାକୁ ସୁଯୋଗ ମିଳିଥିଲା ।ଏହାପରେ ପୁଣି ଥରେ ଗାଇକୱାଡ ଙ୍କୁ ଟିମ୍ ରେ ସୁଯୋଗ ଦିଆ ଯାଇଥିବା କାରଣ ରୁ ଖୁସି ବ୍ୟକ୍ତ କରି କପିଳ ଦେବ ଏହା କହିଛନ୍ତି କି ,” ସେ ଏହା ଭାବୁଛନ୍ତି କି ଗାଇକୱାଡ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ପରବର୍ତ୍ତୀ ମହାନ ଖେଳାଳି ହେବାକୁ ପ୍ରସ୍ତୁତ ଅଛନ୍ତି ।

 

ଏହା ସହିତ ମଧ୍ୟ ଗାଇକୱାଡ ଙ୍କ ପ୍ରଶଂସା କରି ଗାଭାସ୍କର କହିଛନ୍ତି ଯେ ,ଗାଇକୱାଡ ଜଣେ ଦକ୍ଷ ଖେଳାଳି ଏବଂ ସେ ଆଗାମୀ ସମୟରେ ଭାରତ ପାଇଁ ତିନୋଟି ଫର୍ମାଟ ର କିମ୍ବଦନ୍ତୀ ହେବାକୁ ଯାଉଛନ୍ତି । ସେ ଅନେକ ପ୍ରକାରର ସୁନ୍ଦର ଶଟ ଏବଂ ଜ-ବ-ର-ଦ-ସ୍ତ ସଟ ଖେଳିବାରେ ସକ୍ଷମ ଅଟନ୍ତି ଏବଂ ପ୍ରେସର ସମୟ ରେ ମଧ୍ୟ ଖେଳିବାର ଟେକ୍ନୋଲୋଜି ତାଙ୍କୁ ଜଣା ଅଛି ।

ଉଲ୍ଲେଖଯୋଗ୍ୟ କଥା ଏହା ଯେ, ରିତୁରାଜ ଗାଇକୱାଡ ଗତ କିଛି ବର୍ଷ ମଧ୍ୟରେ ଚମତ୍କାର ବ୍ୟାଟିଂ ର ପ୍ରଦର୍ଶନ କରିଛନ୍ତି ଏବଂ ତାଙ୍କ ସମେତ ହର୍ଷଲ ପଟେଲ, ଆବେଶ ଖାନ ଏବଂ ଭେଙ୍କଟେଶ ଆୟର ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛନ୍ତି । ନିକଟରେ ଖେଳା ଯାଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ଗାଇକୱାଡ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହି ମ୍ୟାଚ୍ ର ପ୍ରଥମ ଚାରିଟି ମ୍ୟାଚରେ ଗାଇକୱାଡ ଅର୍ଦ୍ଧଶତକ ହାସଲ କରିଥିଲେ , ଏଥି ସହିତ ଗତ ଆଇପିଏଲ ରେ ହର୍ଷଲ ପଟେଲ (32 ୱିକେଟ୍) ଏବଂ ଆବେଶ ଖାନ (24 ୱିକେଟ୍) ର ସହିତ ଚ-ମ-ତ୍କା-ର ବୋଲିଂ ର ପ୍ରଦର୍ଶନ କରିଥିଲେ ।

 

Leave a Reply

Your email address will not be published. Required fields are marked *