ଦିନ ଦି ପହରରେ ମହିଳାଙ୍କ ମୁଣ୍ଡରେ ବ-ନ୍ଧୁ-କ ଲଗାଇ ଲୁଟିନେଲା ଲୁ-ଟେ-ରା।

 

              

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିନ ଦି ପହରରେ ମହିଳାଙ୍କ ମୁଣ୍ଡରେ ବ-ନ୍ଧୁ-କ ଲଗାଇ ଲୁଟିନେଲା ଲୁ-ଟେ-ରା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ ବୁଦ୍ଧି ଦେଇଛନ୍ତି ଭଲ କାମରେ ବ୍ୟବହାର କରିବା ପାଇଁ।କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୁଦ୍ଧି କୁ ସଠିକ୍ ଭାବରେ ବ୍ୟବହାର କରୁନାହାଁନ୍ତି,ବୁଦ୍ଧିର ଭୁଲ୍ ବ୍ୟବହାର କରି ଭୁଲ୍ ବାଟରେ ଯାଉଛନ୍ତି।କିଛି ଲୋକ ଅଛନ୍ତି ଯେଉଁମାନେ ନିଜେ କଷ୍ଟ କରି ବଞ୍ଚିବା ପାଇଁ ଚାହାନ୍ତି ନାହିଁ,ଚୋରି କରି ବଞ୍ଚନ୍ତି।ଚୋ-ରି କରିବା ପୂର୍ବରୁ ସେମାନେ ଭାବନ୍ତି ନାହିଁ ଯେ ଯାହା ଠାରୁ ଚୋରି କରୁଛନ୍ତି ସେମାନେ କେତେ କଷ୍ଟ ରେ ଜିନିଷ ଏବଂ ପଇସା ଉପାର୍ଜନ କରୁଛନ୍ତି।ତେବେ ଏମିତି ଏକ ଘଟଣା ଘଟିଛି ବାରିପଦାର ଦେବେନ୍ଦ୍ର ଅଞ୍ଚଳରେ।ସେହି ଅଞ୍ଚଳର ଜଣଙ୍କ ଘରେ ଡେଲିଭରି ବୟର ପରିଚୟ ଦେଇ ଦିନ ଦିପହରେ ଘରେ ପଶି ଚୋରି କରିଛି ଜଣେ ପିଲା।

 

ଆସନ୍ତୁ ଜାଣିବା ଏହି ଖବର ସମ୍ପର୍କରେ। ପ୍ରିୟଙ୍କା ନାମକ ଜଣେ ମହିଳାଙ୍କ ଘରେ ଦିନ ରେ ପଶି ଚୋରି କରିଛି ଜଣେ ପିଲା।ପ୍ରିୟଙ୍କାଙ୍କ କହିବା କଥା ହେଉଛି ସେ ତାଙ୍କ ଦୋକାନ ରୁ କାମ ସାରି ଆସି ଘର ଆଗରେ ଗାଡ଼ି ରଖିବା ବେଳକୁ ଆଉ ଗୋଟେ ଗାଡ଼ି ତାଙ୍କୁ ପାସ୍ କରିବା ଭଳି ଜଣା ପଡ଼ିଲା।ପରେ ସେ ଘର ଭିତରକୁ ଯାଇ ନିଜ ପୁଅଙ୍କ ସହ ଫୋନ୍ ରେ କଥା ହେଉଥିଲେ,ସେତେବେଳେ ତାଙ୍କ ଘରର ଡୋର୍ ବେଲ୍ ବାଜିଲା।ସେ ଯାଇ କବାଟ ପାଖରେ ପଚାରିଲେ କିଏ ବୋଲି।ସେ ଭାବିଲେ କି ତାଙ୍କ ଘରେ ଯିଏ କାମ କରନ୍ତି ସେ ଆସିଛନ୍ତି ବୋଲି।କିନ୍ତୁ କେହି ଉତ୍ତର ଦେଲେନାହିଁ।

 

ପୁଣି ଥରେ ସେ କିଏ ବୋଲି ପଚାରିବାରୁ ସେପଟୁ ଜଣେ କହିଲା କି ପାର୍ସଲ ଦେବା ପାଇଁ ସେହି କଥା ସତ ମାନିନେଲେ,କାରଣ ତାଙ୍କର ସେଦିନ ପାର୍ସଲ ଆସିବାର ଥିଲା।ସେ କବାଟ ଖୋଲିଲା ପରେ ସେହି ପିଲାଟି ସଙ୍ଗେ ସଙ୍ଗେ ଘରକୁ ପଶି ଦୀପିକାଙ୍କ ମୁଣ୍ଡରେ ବ-ନ୍ଧୁ-କ ରଖିଦେଲା ଏବଂ ଯାହା ଅଛି ଦେବା ପାଇଁ କହିଲା। ସେତେବେଳେ ଦୀପିକା ପାଟି କରିଲେ।ତାଙ୍କ ପୁଅ ଫୋନରେ ସବୁ ଶୁଣୁଥିଲେ।ସେହି ଚୋରଟି ଫୋନ୍ କାଟିବା ପାଇଁ କହିଲା,କିନ୍ତୁ ଫୋନ୍ କଟୁନଥିଲା।ତାଙ୍କ ପାଖରେ କିଛି ନାହିଁ କହିଲେ।ସେହି ପିଲାଟି କହିଲା ଯାହା ପିନ୍ଧିଛନ୍ତି ସେଇଗୁଡ଼ିକ ଦେବା ପାଇଁ।

 

ସେ ନିଜେ ଯେଉଁ ଚେନ୍ ଟି ପିନ୍ଧିଥିଲେ ସେଟା କାଢ଼ୁଥିଲେ।ସେହି ସମୟରେ ସେହି ଚୋର ଟି ତାଙ୍କ କାନରୁ କାନଫୁଲ ଟି ଜବରଦସ୍ତି କାଢୁଥିଲେ।ସବୁ ଜିନିଷ ନେଇ ସେହି ପିଲାଟି ତାଙ୍କ କବାଟ ବନ୍ଦ କରିବା ପାଇଁ କହିଲା।ପ୍ରିୟଙ୍କା କବାଟ ବନ୍ଦ କରିବା ପରେ ସେହି ପିଲା ଟି କ୍ଷୀପ୍ର ଗତିରେ ଆଉ ଜଣେ ପିଲା ଗୋଟେ କଳା ଗାଡ଼ି ନେଇ ଆସିଥିଲା ଦୁଇଜଣ ପଳେଇଗଲେ।ଏହାପରେ ସେ ଯାଇ ବାରିପଦା ଥା-ନାରେ ଅଭିଯୋଗ କରିଛନ୍ତି। ବାରିପଦା ଥା-ନା ଅଧିକାରୀ ଏନେଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ଲକ୍ଷାଧିକ ଟଙ୍କା ର ଗହଣା ଚୋରି ହୋଇଛି ବୋଲି ଜଣା ପଡ଼ିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *