ଝିଅ ମାନେ ତା ପଛରେ ପାଗଳ ଥିଲେ,ହେଲେ ସେ ପ୍ରେମ ପାଇଁ ଏମିତି କରିବ ଭାବି ନଥିଲୁ।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଝିଅ ମାନେ ତା ପଛରେ ପାଗଳ ଥିଲେ,ହେଲେ ସେ ପ୍ରେମ ପାଇଁ ଏମିତି କରିବ ଭାବି ନଥିଲୁ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ଡିଜେ  ଆଜେକ୍ସ୍ ଙ୍କୁ ଜାଣିଥିବେ ଯିଏ ନିଜ ପ୍ରତିଭା ବଳରେ ଏବେ ସମସ୍ତ ଯୁବ ବର୍ଗ ଙ୍କ ପାଖରେ ପରିଚିତ ଏବଂ ସେ ନିଜ କଳା ବଳରେ ସମସ୍ତ ଯୁବ ବର୍ଗଙ୍କୁ ମନ ମୋହିତ କରିବା ସହ ସମସ୍ତଙ୍କୁ ନିଜ ସଙ୍ଗୀତ ଜାଲରେ ବାନ୍ଧି ରଖିଛନ୍ତି।ତାଙ୍କର ଜଣେ ପ୍ରେମିକା ରହିଛି  ଯାହା ପାଇ ଆପଣଙ୍କ ପ୍ରିୟ dj ajex ଏବେ ଆମ ଗହଣରେ ଆଉ ନାହାନ୍ତି।ସେ ନିଜ ପ୍ରେମିକା ଧୋକା ଦେବାରୁ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି।ଆଜି ଆମେ dj ajex ଙ୍କ ପରିଚିତ ଏବଂ ତାଙ୍କ କ୍ଲୋଜ ଫ୍ରେଣ୍ଡ୍ ଏଙ୍କୋର ଲିଜା ଙ୍କ କଥା ବାର୍ତ୍ତା ସମୟରେ ତାଙ୍କ ବିଷୟରେ ଅନେକ କଥା ଜାଣିବାକୁ ମିଳିଥିଲା। 

 

ଏଙ୍କୋର୍ ଲିଜା କହିଥିଲେ କି ଆଜେକ୍ସ ବହୁତ ଖୁସି ମିଯାଜ ର ଲୋକ ଥିଲେ ଏବଂ ସେ ସବୁବେଳେ ସମସ୍ତଙ୍କୁ ଟେନ୍ସନ ଫ୍ରୀ ହୋଇ ରହିବାକୁ କହୁଥିଲେ କିନ୍ତୁ ସେ କଣ ପାଇଁ ଏହି ଭଳି ପଦକ୍ଷେପ ନେଇଥିଲେ ତାହା ଆଶ୍ଚର୍ଯ୍ୟର କଥା ବୋଲି କହିଛନ୍ତି ଲିଜା।ସେ କହିଛନ୍ତି ଯେ ଆଜେକ୍ସଙ୍କ ସହ ତାଙ୍କର ୨୦୧୪ ମସିହା ଡ଼ିସେମ୍ବର ମାସ ୩୧ ତାରିଖ ରାତି ୧୨ ରେ ଦେଖା ହୋଇଥିଲା ଯେଉଁଠାରେ ଜିରୋ ନାଇଟ୍ ସେଲିବ୍ରେସନ ହେଉଥିଲା ଏବଂ ସେହି ଠାରେ ହିଁ ଦୁହିଁଙ୍କର କ୍ୟାରିୟର ର ଆରମ୍ଭ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା।ସେ କହିଥିଲେ କି ତାଙ୍କର ବନ୍ଧୁତା କୁ ୧୦ ବର୍ଷ ପୁରିଯାଇଛି କିନ୍ତୁ ସେ ଏହି ଭଳି କରିପାରିବେ ବୋଲି କେବେ ଜଣା ପଡ଼ିନଥିଲା।

 

କାରଣ ତାର ସ୍ଵଭାବ ଖୁସ୍ ମିଯାଯ ଏବଂ ସେ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରିଥାଏ ଏବଂ ସମସ୍ତଙ୍କୁ ଖୁସିରେ ରହିବ ପାଇଁ କହିଥାଏ ଏବଂ ଏହା ମଧ୍ୟ କହିଥାଏ କି ଯେତେବେଳେ ମୁଡ ଖରାପ ହୋଇଥାଏ ସେତେବେଳେ ଗୋଆ ଯାଇ ବୁଲି ଆସିଲେ ପଇସା ପାଖରେ ନଥିବ। ସେତେବେଳେ ପଇସା ପାଇଁ କାମ କରିବାକୁ ପଡ଼ିବ ସେତେବେଳେ ଆଉ ମୁଡ୍ ଖରାପ ହେବା ନାହିଁ।ତାଙ୍କର ମୃ-ତ୍ୟୁ କୁ ଲିଜା ବିଶ୍ୱାସ କରିପାରିନଥିଲେ।ସେ କୌଣସି କାମରେ ରାଉରକେଲା ଯାଉଥିଲେ ଏବଂ ତାଙ୍କୁ ଆଜେକ୍ସ ରାତିରେ କଲ କରିଥିଲେ କିନ୍ତୁ ସେ ସୋଇଯାଇଥିବା କାରଣରୁ ସେ କଥା ହୋଇପାରି ନଥିଲେ।

 

ସେ ଯେତେବେଳେ ସକାଳୁ ଉଠି ଫୋନ ଦେଖିଲେ ସେତେବେଳେ ସମସ୍ତେ ତାଙ୍କର ଫଟୋ ଷ୍ଟାଟସ୍ ଦେଈ ତଳେ RIP ଲେଖିଥିଲେ ଯାହା ଲିଜା ବିଶ୍ୱାସ କରିପାରିନଥିଲେ ଏବଂ ତତକ୍ଷଣାତ୍ ବିଶ୍ଵଙ୍କୁ କଲ କରି କଥା ହୋଇଥିଲେ ଯାହା ଦ୍ଵାରା ସେ ଜାଣିପାରିଥିଲା।ସେ କହିଥିଲେ ଯେ ଆଜେକ୍ସ ତାଙ୍କୁ କହିଥିଲେ ଯେ ସବୁବେଳେ ଦର୍ଶକଙ୍କୁ ଲୋଲିପୋପ ଦେଖାଇବୁ। କିନ୍ତୁ କେବେ ଖାଇବାକୁ ଦେବୁ ନାହିଁ ଦେଲେ ଯାଇ ସେମାନେ ତୋତେ ପରେ ଖୋଜିବେ।dj ଆଜେକ୍ସ ବହୁତ୍ କମ୍ ସମୟରେ ବହୁତ୍ ଉପରକୁ ଉଠିଥିଲେ ଏବଂ ସଫଳତା ର ସିଡି ଚଢି ପାରିଥିଲେ ଏବଂ ଲୋକଙ୍କ ଅତିପ୍ରିୟ ହୋଇପାରିଥିଲେ ।ଲିଜା କହିଥିଲେ ଯେ ଆଜେକ୍ସ ଙ୍କ ସହ ତାଙ୍କର ଫେବୃଆରୀ ମାସ ୧୦ ତାରିଖରେ ଦେଖା ହୋଇଥିଲା ଯାହା ତାଙ୍କର ଶେଷ ସାକ୍ଷାତ ହୋଇଥିଲା dj ଆଜେକ୍ସ ଙ୍କ ସହ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *