ଆମ ଗହଣରେ ଆଉ ନାହାଁନ୍ତି ଏହି ଫେମସ୍ ଅଭିନେତା । ହଠାତ୍ ଏପରି ଚାଲିଗଲା ଜୀବନ । 

 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆମ ଗହଣରେ ଆଉ ନାହାଁନ୍ତି ଏହି ଫେମସ୍ ହଲିଉଡ୍ ଅଭିନେତା । ହଠାତ୍ ଏପରି ଚାଲିଗଲା ଜୀବନ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନ ଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହା କେହି ଆସିବାକୁ ଦିଅନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃ-ତ୍ୟୁ ସୁନିଶ୍ଚିତ । ମୃ-ତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃ-ତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ । ମୃ-ତ୍ୟୁ କେବେ, କେଉଁଠି ଏବଂ କେତେବେଳେ ହେବ ତାହା କେହି କହି ପାରିବେ ନାହିଁ ।ଆଉ ମୃ-ତ୍ୟୁ ଏପରି ଏକ ଜିନିଷ ସେ କେବେ ବି ଧନୀ-ଗରିବ,ଜାତି- ବର୍ଣ୍ଣ, ଉଚ୍ଚ-ନିଚ୍ଚ, ବୟସ କିଛି ଦେଖେ ନାହିଁ ।

 

ଏହା ସମସ୍ତଙ୍କ ପାଇଁ ସମାନ ।ମାତ୍ର ମଣିଷର ମୃ-ତ୍ୟୁ ସିନା ହୋଇଯାଏ ,କିନ୍ତୁ ସେ ଛାଡ଼ି ଯାଏ ଖାଲି ଶୋକର ଛାୟା । ସେଇଭଳି ପୁଣିଥରେ ଅଭିନୟ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ହେଇଗଲା ଏହି ମହାନ୍ ଅଭିନେତାଙ୍କ ନିଧନ । ଦ ୱାୟାର୍’ ଏବଂ ‘ଜନ୍ ୱିକ୍’ ଫେମ୍ ଲାନ୍ସ ରେଡ୍ଡିକଙ୍କ ଦେହାନ୍ତ ହୋଇଛି । ୬୦ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି । ତାଙ୍କ ମୃ-ତ୍ୟୁ ଖବରକୁ ତାଙ୍କ ପ୍ରତିନିଧି ମିଆ ହାନସେନ୍ ନିଶ୍ଚିତ କରିଛନ୍ତି । 

 

ଅଭିନେତାଙ୍କ ମୃତ୍ୟୁରେ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍ସ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରାକୃତିକ କାରଣରୁ ଏହି ମହାନ୍ ଅଭିନେତାଙ୍କର ମୃ-ତ୍ୟୁ ଘଟିଛି । ଏହି ଦୁଃଖଦ ଖବର ଜାଣିବା ପରେ ‘ଦି ୱାୟାର’ ର ସହ-ତାରକା ୱେଣ୍ଡେଲ ପିରେସ ଏକ ଇମୋସନାଲ୍ ପୋଷ୍ଟ ସେୟାର କରି ଲାନ୍ସ ରେଡ୍ଡିକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, ‘ଲାନ୍ସ ଜଣେ ଦକ୍ଷ ସଂଗୀତଜ୍ଞ ଏବଂ ଅଭିନେତା ଥିଲେ । 

 

ଏକ ବର୍ଗର ପ୍ରତୀକ । ଆମ କଳାକାର ପରିବାର ପାଇଁ ଗଭୀର ଦୁଃଖ’ । ୬୦ ବର୍ଷୀୟ ରେଡ୍ଡିକ ୯୦ ଦଶକରେ ‘ନ୍ୟୁୟର୍କ ଅଣ୍ଡରକଭର’ ଏବଂ ‘ୱେଷ୍ଟ ୱିଙ୍ଗ୍’ ଭଳି ଶୋ’ରେ କ୍ରେଡିଟ୍ ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ସେ  ୨୯ ବର୍ଷ ବୟସରେ ସେ ୟେଲ ୟୁନିଭରସିଟିରେ ଅଭିନୟ ଅଧ୍ୟୟନ କରି ସ୍ନାତକ ହାସଲ କରିଥିଲେ । ନ୍ୟୁୟର୍କରେ, ସେ ପ୍ରଥମେ ‘ଦି ୱାୟାର’ ନିର୍ମାତା ଡେଭିଡ ସାଇମୋନଙ୍କ ପାଇଁ ‘ଦି କର୍ଣ୍ଣର’ ପାଇଁ ଅଡିସନ ଦେଇଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *