ଦେଢ଼ଶୁର କହୁଛନ୍ତି ମୋ ଆଗରେ ଶାଢ଼ୀ ଚେଞ୍ଜ କର, କହିଲେ ମହିଳା।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଢ଼ଶୁର କହୁଛନ୍ତି ମୋ ଆଗରେ ଶାଢ଼ୀ ଚେଞ୍ଜ କର, କହିଲେ ମହିଳା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ସୋସିଆଲ ମିଡିଆରେ  ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କରଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଦୁନିଆରେ ନାରୀ ମାନଙ୍କ ପ୍ରତି ଦୁଃବ୍ୟବହାର  ବଢ଼ିଚାଲିଛି।ବର୍ତମାନ ସମୟରେ ନାରୀମାନେ ଅସୁରକ୍ଷିତ ମନେ କରୁଛନ୍ତି।

 

କାରଣ ସେମାନଙ୍କ ସହ ବର୍ତ୍ତମାନ ସମୟରେ ଏମିତି କିଛି ଘଟଣା ସବୁ ଘଟିଛି ଯାହା ସେମାନଙ୍କୁ ଏହା ଭାବିବା ପାଇଁ ବାଧ୍ୟ କରୁଛି।ଏବେ  ଏମିତି କିଛି ଘଟଣା ଘଟିଛି ଯେଉଁଠି ବିବାହର ପରଦିନ ଠାରୁ ନୂଆ ବୋହୁ ଉପରେ ନି-ର୍ଯା-ତ-ନା ଆରମ୍ଭ ହୋଇଯାଇଛି।ସେହି ନାରୀକୁ ତାଙ୍କ ନଣଦ ଏବଂ ଶାଶୁ ମିଶି କରି ତାଙ୍କୁ ନି-ର୍ଯା-ତ-ନା ଦେଇଛନ୍ତି।ଯାହା ପାଇଁ ସେ ବିବାହ ପରେ ତାଙ୍କ ବାପାଙ୍କ ଘରେ ଯାଇ ରହୁଥିଲେ। ବିବାହ ପରେ ତାଙ୍କ ଶ୍ବଶୁର ଘରେ ନି-ର୍ଯା-ତ-ନା ଦେଉଥିବାରୁ ସେ ଶ୍ବଶୁର ଘର ଛାଡ଼ି ନିଜ ବାପାଙ୍କ ଘରେ ଯାଇ ରହୁଥିଲେ।

 

ତାଙ୍କ ବାହାଘର ୨୦୧୫ ମସିହାରେ ହୋଇଥିଲା।ବିବାହକୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ସେ ତାଙ୍କ ଶ୍ବଶୁର ଘରେ ୬ ରୁ ୭ ମାସ ରହିଛନ୍ତି।ତାଙ୍କର ୭ ବର୍ଷର ପିଲା ରହିଛି ଯିଏ ଏବେ ନୟାଗଡ଼ ରେ ପାଠ ପଢୁଥିବା ଶୁଣିବାକୁ ମିଳୁଛି।ସେହି ମହିଳା ଙ୍କ କହିବା ମୁତାବକ ସେ ତାଙ୍କ ଘରେ ସାନ ପୁଅକୁ ବାହା ହୋଇଥିବାରୁ ତାଙ୍କୁ ତାଙ୍କ ଘରେ ସମ୍ମାନ ମିଳିନଥିଲା। ତାଙ୍କୁ ତାଙ୍କ ଘରେ ଚାକର ଭଳି ବ୍ୟବହାର କରୁଥିଲେ ଏବଂ ତାଙ୍କ ଦ୍ଵାରା ଘରର ସମସ୍ତ କାର୍ଯ୍ୟ ଗାଳି କରି କରୁଥିଲେ।

 

ତାଙ୍କ ସ୍ଵାମୀ ତାଙ୍କୁ ତାଙ୍କ ସହ ଯିବା ପାଇଁ କହିଥିଲେ କିନ୍ତୁ ସେ ତାଙ୍କ ଘରେ ରହିବ ପାଇଁ କହିଥିଲେ ଏବଂ ତାଙ୍କ ସ୍ଵାମୀ ତାଙ୍କୁ କହିଥିଲେ ଯେ ତାଙ୍କ ପିଲା ସ୍ତାଣ୍ଡାର୍ଡ ୧ ରେ ପଢ଼ିଲେ ସେ ତାକୁ ତାଙ୍କ ପାଖକୁ ନେଇଯିବେ କିନ୍ତୁ ସମୟ ଅନୁସାରେ ସେ ତାଙ୍କ କଥା ଭୁଲିଯାଇଥିଲେ ।ସେହି ମହିଳା ଜଣକ ମିଡିଆ ମାଧ୍ୟମରେ କହିଥିଲେ ଯେ ତାଙ୍କର ତାଙ୍କ ପରିବାରରେ ରହିବ ପାଇଁ ଇଚ୍ଛା ରହିଛି ଛି ନ୍ତି ତାଙ୍କ ଘରେ ଭାଇ ଏବଂ ଭଉଣୀ ଙ୍କ ମଧ୍ୟରେ ଝଗଡ଼ା କାରଣରୁ ତାଙ୍କ ସହ ଖରାପ ବ୍ୟବହାର କରାଯାଉଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *