ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଛାତ୍ରୀଙ୍କୁ ଶିକ୍ଷକଙ୍କ ଅ-ଶ୍ଳୀ-ଳ ଅଡିଓ କଲ୍ । ସୋସିଆଲ ମିଡିଆରେ ଅଡିଓ ହେଉଛି ଭାଇରଲ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ସମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ଭାବିବେ ଏଭଳି ଗୁରୁ କୌଣସି ସ୍କୁଲରେ ନଥାନ୍ତୁ । ଗୁରୁ ଆଉ ଶିଷ୍ୟର ସମ୍ପର୍କ କେତେ ମଧୁର ଆଉ ପବିତ୍ର ତାହା ଆପଣମାନେ ଜାଣିଥିବେ । କିନ୍ତୁ ଏବେକାର ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଗୁରୁ ଓ ଶିଷ୍ୟମାନଙ୍କ ସଂପର୍କରେ କଳଙ୍କର ଦାଗ ଲଗାଇ ଦେବ । କୁହନ୍ତି ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁଦେବ ମହେଶ୍ୱର ଏହାର ଯଥାର୍ଥ ପ୍ରାୟତଃ ସମସ୍ତେ ଜାଣନ୍ତି ।
କିନ୍ତୁ ବର୍ତ୍ତମାନ ସମୟରେ କିଛି ଶିକ୍ଷକ ନିଜର ପଦମର୍ଯ୍ୟାଦା ଭୁଲି ରା-କ୍ଷ-ସ ପାଲଟି ଯାଉଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆପଣ ଏହି ଘଟଣାକୁ ଜାଣି ସାରିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ହେଉଛି ବର୍ତମାନ ସମୟରେ ଭାଇରାଲ୍ ହେଉଛି ଜଣେ ଛାତ୍ରୀ ଏବଂ ଶିକ୍ଷକଙ୍କ ଅ-ଶ୍ଳୀ-ଳ କଥାବାର୍ତ୍ତାର ଅଡିଓ ରେକର୍ଡିଂ । ତେବେ ଏଭଳି ନି-ନ୍ଦ-ନୀ-ୟ ଏକ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଭାଇରାଲ ହେଉଥିବା ଅଡିଓଟିରେ ସ୍ପଷ୍ଟ ଶୁଣିବାକୁ ମିଳୁଛି ଶିକ୍ଷକଙ୍କ ଅ-ଶ୍ଳୀ-ଳ ମନବୃତି । ତେବେ ଶିକ୍ଷକ ଜଣକ କହୁଛନ୍ତି ଛାତ୍ରୀଙ୍କୁ, କଣ କରୁଥିଲୁ ଆଉ ଏବେ କେଉଁଠି ବୋଲି ଛାତ୍ରୀ ଜଣକ ଉତ୍ତର ଦେଉଛନ୍ତି ଘରେ । ତାପରେ ପୁଣି ଶିକ୍ଷକ ଜଣକ ପଚାରୁଛନ୍ତି ବପା ମା କଣ କରୁଛନ୍ତି । ତୋ ଛାତ୍ରୀ ଜଣକ ଉତ୍ତରରେ କହୁଛନ୍ତି କି ବାପା ମାଆ ଘରେ ନାହାନ୍ତି କୁଆଡ଼େ ଯାଇଛନ୍ତି ମନ୍ଦିର ନା କଣ ବୋଲି । ଶିକ୍ଷକ ଖୁସି ହେଇକି କହୁଛନ୍ତି ଘରେ କଣ ତୁ ଏକୁଟିଆ? ତାପରେ ଆହୁରି ପଚାରିଲେ ତୁ କେବେ କହିଲୁ ଆସିଥିଲୁ ମୋ ପାଖକୁ ।
ଛାତ୍ରୀ ଜଣକ କହୁଛନ୍ତି କି ଏଡମିସନ୍ ଟାଇମରେ ଯାଇଥିଲି ।ପୁଣି ଓଲଟା ଶିକ୍ଷକ କହୁଛନ୍ତି କି ତୁ କଣ ଅଟୋ ରେକର୍ଡିଂ କରୁଛୁ? ମୁଁ କଣ ଜାଣି ପାରିବିନି ରେକର୍ଡିଂ କଲେ । ତାପରେ କହିଲେ ମୁଁ ପହରଦିନ ତୋତେ ଫାଷ୍ଟ ଟାଇମ୍ ପାଇଁ ଦେଖିଲି । ତୁ ତୋ ବହୁତ୍ ସୁନ୍ଦର୍ । ତାପରେ ଛାତ୍ରୀ ଜଣକ ହଁସି ଉତ୍ତର ଦେଇଥିଲେ ଥାଙ୍କ ୟୁ । ପୁଣି ଶିକ୍ଷକ କହିଲେ ୟୁନିଫର୍ମରେ ଟିକେ ମୋଟା ଦେଖା ଯାଉଥିଲୁ । ଜିନ୍ସ ପିନ୍ଧିଥିଲୁ ବହୁତ୍ ସୁନ୍ଦର ଦେଖାଯାଉଥିଲୁ ମୋ ମୁଣ୍ଡ ଖରାପ କରିଦେଲୁ । କେବଳ ଏତିକି ନୁହେଁ ଶିକ୍ଷକ ଜଣକ ଆହୁରି ମଧ୍ୟ ଛାତ୍ରୀଙ୍କୁ କହୁଛନ୍ତି ତୁ ମୋ ପାଇଁ କଣ କରି ପାରିବୁ ବୋଲି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।