ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲୋକ ଲଜ୍ଜା ନେଇଗଲା ନବମ ଶ୍ରେଣୀ ଝିଅର ଜୀବନ । ଗାଧୋଉଥିବା ଲ-ଙ୍ଗ-ଳା ଭିଡିଓ ହୋଇଥିଲା ଭା-ଇ-ରା-ଲ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଛୋଟ ପିଲାଟିଏ ଭଲ କରି ଦୁନିଆଁ ଦେଖି ବି ନଥିଲା । ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିଲା କିନ୍ତୁ ସବୁକିଛି ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଗଲା । ଅକାଳରେ ଚାଲିଗଲା ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ଝିଅର ଜୀବନ । ବର୍ତ୍ତମାନ ସମୟରେ ପୁରା ଗାଆଁ ପରିବେଶ ଆଉ ସାହି ପଡିଶା କାନ୍ଦରେ ଫାଟି ପଡୁଛି । ସମସ୍ତେ ନିଜ ମୁଣ୍ଡ ବାଡେଇ ଦେଉଛନ୍ତି ଆଉ କହୁଛନ୍ତି ଝିଅ ତୁ ଫେରି ଆସେ । କିନ୍ତୁ ଆଉ କଣ ଝିଅ ଉଠିବ । କାହିଁକି ନା ସେ ସବୁଦିନ ପାଇଁ ଏ ଦୁନିଆଁରୁ ବିଦାୟ ନେଇ ଯାଇଛି ଆଉ ଯେତେ ଛାତି ଫଟାଇ ଡାକିଲେ ଆଉ ପାଟି କଲେ ବି ଝିଅ ଉଠି ପାରିବ ନାହିଁ ।
ଏତେ ଛୋଟ ବେଳରୁ ଝିଅକୁ ହରାଇ ବାପା ମାଆ ଆଉ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଥରେ ବେହୋସ୍ ହେଉଛନ୍ତି ତ ଆଉ ଥରେ ଉଠୁଛନ୍ତି । ତେବେ ଏପରି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ଜିଲ୍ଲାରେ ଘଟି ଯାଇଛି ଏପରି ଏକ ଘଟଣା ଯାହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା । ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ଲୋକ ଲଜ୍ଜାକୁ ସହି ପାରିଲେ ନାହିଁ ଆଉ ଦେଇ ଦେଲେ ନିଜ ଜୀବନ । ବାପା ମାଆ ଦେଖିଥିବା ଆଖିଏ ସ୍ବପ୍ନକୁ ଆଜି ସେ ଅଧା ବାଟରେ ଛାଡି ଦେଇ ଚାଲିଗଲେ ।
ଆଉ ବାପା ମାଆ ବାସ୍ ନିଜ ଝିଅକୁ ଝୁରିବା ଛଡ଼ା କିଛି ବି ଉପାୟ ନାହିଁ । ତେବେ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଏକ ଗାଁରେ ମାତ୍ର ନବମ ଶ୍ରେଣୀରେ ପାଠ ପଢୁଥିଲେ ଜଣେ ଝିଅ । ସବୁଦିନ ପରି ସେ କାଲି ମଧ୍ୟ ସ୍କୁଲ ଯିବା ପାଇଁ ବାହାରି ପଡ଼ିଥିଲେ । ଆଉ ସେଥିପାଇଁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଗାଁର ଜଣେ ଖରାପ ପିଲାର ନଜର ଝିଅ ଉପରେ ପଡିଥିଲା । ସେହି ପିଲାଟି ନିଜର ମନ୍ଦ ବୁଦ୍ଧି ବଳରେ ଝିଅ ଗାଧୋଉଥିବା ସମୟରେ ସମସ୍ତ ଭିଡିଓ କରି ପକାଇଥିଲା । ଆଉ ଏପରିକି ସେହି ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିବାକୁ ପଛାଇ ନଥିଲା ।
ତେବେ ରାତାରାତି ସେହି ଭିଡିଓ ସୋସିଆଲ ମିଡିଆରେ ଭା-ଇ-ରା-ଲ ହେବାକୁ ଲାଗିଥିଲା । ଏପରିକି ସେହି ଭିଡିଓ ନବମ ଶ୍ରେଣୀର ଝିଅ ମଧ୍ୟ ମୋବାଇଲରେ ଦେଖିବାକୁ ପାଇଥିଲେ । ଯାହା ପରେ ସେ ଏହି ଭିଡିଓ ନିଜ ମାଆଙ୍କୁ ମଧ୍ୟ ଦେଖାଇଥିଲେ । ତେବେ ଭା-ଇ-ରା-ଲ ହେବାର କିଛି ସମୟ ପରେ ଭିଡ଼ିଓଟିକୁ ସୋସିଆଲ ମିଡିଆରୁ ଡିଲିଟ କରି ଦିଆଯାଇଥିଲା । ଆଉ ଯେତେ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲା । ଆଉ ଏହାରି ମଧ୍ୟରେ ସେହି ଭିଡିଓ ଦେଖି ନିଜର କଷ୍ଟ ସମ୍ଭାଳି ପାରି ନଥିଲେ ଝିଅ ଜଣକ । ନିଜର ଇଜ୍ଜତ ଚାଲିଗଲା ବୋଲି ଭାବି ନେଇଥିଲେ । ଆଉ ଏସବୁ ମିଡିଆ ସାମ୍ନାରେ କୋହଭରା କଣ୍ଠରେ କହିଛନ୍ତି ଝିଅର ମାଆ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।