ଆସିଲା ଖୁସି ଖବର,ବିବାହିତଙ୍କୁ ସରକାର ଦେବେ ୧୮,୫୦୦ ଟଙ୍କା ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଖୁସି ଖବର,ବିବାହିତଙ୍କୁ ସରକାର ଦେବେ ୧୮,୫୦୦ ଟଙ୍କା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଏବେ ବିବାହିତଙ୍କ ପାଇଁ ସରକାର ଆଣିଛନ୍ତି ଗୋଟେ ବଡ଼ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି । 

 

ସେହିଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା । ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିଛି ଟଙ୍କା ମିଳିବ ।ଏହି ଯୋଜନାର ଲାଭ ୨୦୨୩ ମାର୍ଚ୍ଚ ୩୧ ଯାଏ ଆପଣ ଉଠାଇ ପାରିବେ । ଏଠାରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକପ୍ରକାର ପେନସନ ଯୋଜନା । ଏଥିରୁ ଆପଣଙ୍କୁ ପ୍ରତିମାସରେ ଟଙ୍କା ମିଳିବ । ଏଥିରେ ପତିପତ୍ନୀଙ୍କୁ ପ୍ରତ୍ୟେକ ମାସରେ ୧୮ ହଜାର ୫ଶହ ଟଙ୍କା ମିଳିବ । ତେବେ ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୂରା ସୁରକ୍ଷିତ । 

 

୧୦ ବର୍ଷ ପରେ ଆପଣଙ୍କୁ ପୂରା ସୁଧ ସହିତ ଟଙ୍କା ମିଳିବ ।ତେବେ ଆପଣ ଭାବୁଥିବେ କେମିତି ମିଳିବ ଏହି ଟଙ୍କା? ତେବେ ଯଦି ପତିପତ୍ନୀ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତର ସୁଧ ମିଳିବ । ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ହଜାରର ଆୟ ହୋଇପାରିବ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସକୁ ଜଣଙ୍କୁ ୧୮, ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ । 

 

ଯଦି ଆପଣ ଏକାକୀ ଏହି ଯୋଜାନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯୨୫୦ ଟଙ୍କା ମିଳିବ । ଏହି ଯୋଜନାର ଅବଧି ୧୦ ବର୍ଷ । ଆପଣ ୧୦ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ଠିକ୍ ସମୟରେ ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *