ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଶା ଙ୍କ ନାଚ ଏବଂ କଥାବାର୍ତ୍ତା ରେ ମସଗୁଲ୍ ହେଲେ ମୟୂରଭଞ୍ଜ ବାସୀ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପାଠକ ବନ୍ଧୁ ଗଣ ଆପଣମାନେ ଯାତ୍ରା ର ଆଇଟମ ଡାନ୍ସର ନିଶା ମହାରଣା ଙ୍କୁ ଭଲ ଭାବରେ ଚିହ୍ନିଥିବେ ନିଶ୍ଚୟ।ସେ ସବୁବେଳେ କିଛି ନା କିଛି କଥା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ସେ ସବୁବେଳେ ତାଙ୍କର ମନ୍ତବ୍ୟ ଟ୍ରୋଲ୍ ହୋଇଥାନ୍ତି।ତେବେ ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଖବର ଜଣାଇବା ପାଇଁ ଚାହୁଁଛୁ ତାହା ହେଉଛି ମୟୂରଭଞ୍ଜ କୁ ଯାଇଥିଲେ ନିଶା ମହାରଣା ଷ୍ଟେଜ ଶୋ ପାଇଁ।ଆସନ୍ତୁ ଜାଣିବା କ’ଣ କରିଲେ ନିଶା ମହାରଣା ସେଠାରେ। ଆଇଟମ ଗାର୍ଲ୍ ନିଶା ମହାରଣା ତାଙ୍କର ଆଇଟମ ଡାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।
ଆଉ ତାଙ୍କର କିଛି ମନ୍ତବ୍ୟ ପାଇଁ ଆଜି ତାଙ୍କୁ ଯାତ୍ରା ମଞ୍ଚରୁ ବିଦା କରି ଦିଆଯାଇଛି।ଯାତ୍ରା କଳାକାର ମାନେ ତାଙ୍କର ନୃତ୍ୟ ପ୍ରଦର୍ଶନକୁ ବିରୋଧ କରିଛନ୍ତି ଏବଂ ତାଙ୍କୁ ଯାତ୍ରାକୁ ଆସିବାକୁ ବିରୋଧ କରିଛନ୍ତି।ନିଶା ମହାରଣା ପ୍ରଥମେ କହିଥିଲେ ଯେ ସେ ଯାତ୍ରାରେ ସର୍ଟ ଡ୍ରେସ୍ ପିନ୍ଧିଲେ ଏବେ ଆଉ ନାଚୁ ନାହାନ୍ତି।ଆଉ ଆଇଟମ ଡାନ୍ସକୁ ଦର୍ଶକମାନେ ପସନ୍ଦ କରୁଛନ୍ତି ।
ସେ କହିଥିଲେ ଯେ ତାଙ୍କ ପାଇଁ ଦର୍ଶକ ମାନେ ଯାତ୍ରା ଦେଖିବାକୁ ଆସୁଛନ୍ତି ସେ ଯାତ୍ରାକୁ ନ ଗଲେ ଯାତ୍ରା ହେବ ନାହିଁ।ତାଙ୍କର ଏଇ କଥାକୁ ନେଇ ଯାତ୍ରା କଳାକାର ମାନେ ତାଙ୍କୁ ବିରୋଧ କରିଛନ୍ତି ଆଉ ସେତିକି ନୁହେଁ ଅଧିକାଂଶ ଦର୍ଶକ ମଧ୍ୟ ନିଶା ମହାରଣାଙ୍କୁ ଯାତ୍ରା ମଞ୍ଚରେ ଦେଖିବାକୁ ଚାହୁଁନାହାନ୍ତି।ହେଲେ କିଛି ଦର୍ଶକ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି। ନିକଟରେ ଆଇଟମ ଗାର୍ଲ୍ ନିଶା ମହାରଣା ତାଙ୍କ ଡାନ୍ସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।
ମୟୂରଭଞ୍ଜର ଦର୍ଶକ ମାନେ ତାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ନିଶା ମହାରଣା ସେଠାକୁ ଯାଇଥିଲେ।ନିଶା ମହାରଣା ସେଠାରେ ଡାନ୍ସ କରିଥିଲେ ଏବଂ କିଛି ଡାଇଲଗ ମଧ୍ୟ କହିଥିଲେ।ମୟୂରଭଞ୍ଜ ର ଦର୍ଶକ ମାନେ ତାଙ୍କ ଡାନ୍ସ କୁ ବହୁତ୍ ଖୁସିରେ ଉପଭୋଗ କରିଛନ୍ତି।ନିଶା ମହାରଣା ମଧ୍ୟ ବହୁତ ଖୁସି ହୋଇଛନ୍ତି ।ମୟୂରଭଞ୍ଜର ଦର୍ଶକ ମାନେ ନିଶା ମହାରଣାଙ୍କ ଡାନ୍ସରେ ମତୁଆଲା ହୋଇ ଯାଇଛନ୍ତି।ସମସ୍ତେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି।ନିଶା ମଧ୍ୟ ମୟୂରଭଞ୍ଜ ଯାଇ ବହୁତ ଖୁସି ହୋଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।