ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏମିତି ନାଚ ଆପଣଙ୍କ ଆଖି କେବେ ଦେଖି ନଥିବ । ଯୁବତୀ ମାନଙ୍କ ଏହି ନାଚ ଥରେ ଦେଖିଲେ ଅନେକ ଥର ଦେଖିବାକୁ ଇଛା ହେବ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ସୋସିଆଲ ମିଡ଼ିଆରେ ମନୋରଞ୍ଜନ ପାଇଁ ଆମେ ଅନେକ କିଛି କାର୍ଯ୍ୟକ୍ରମ ଦେଖିଥାଉ । କାରଣ ଏହା ଗୋଟେ ମାଧ୍ୟମ ଯାହା ଦ୍ୱାରା ଲୋକମାନେ କିଛି କାର୍ଯ୍ୟକ୍ରମ ଦେଖି ନିଜର ମନକୁ ଉଲ୍ଲାସରେ ପରିପୂର୍ଣ୍ଣ କରନ୍ତି । ତେବେ ଟିଭି ଏବଂ ମୋବାଇଲ ମାଧ୍ୟମରେ ଆମେ ଅନେକ ନାଚ ଗୀତ ଦେଖିଥାଉ । ଆମେ ଭାରତୀୟ ମାନେ ନାଚ ଗୀତ ସଂସ୍କୃତିକୁ ବହୁତ୍ ପସନ୍ଦ କରିଥାନ୍ତି । ନାଚ ଗୀତ କଥା କହିବା ମାତ୍ରେ ସମସ୍ତଙ୍କ ମନ ଉଲ୍ଲାସରେ ପରିପୂର୍ଣ୍ଣ ହୋଇ ଉଠିଥାଏ ।
ଆଜିକାଲି ଯୁଗରେ ମଧ୍ୟ ନାଚ,ଗୀତକୁ ପେଶା ବନାଇ ଏହା ମାଧ୍ୟମରେ ଲୋକମାନେ ଦେଶ ବିଦେଶରେ ନିଜ ନାମ କମାଇବା ସହ ଦେଶକୁ ମଧ୍ୟ ଗୌରବ ଆଣୁଛନ୍ତି । ଏହି ସବୁ ମଧ୍ୟରୁ ନୃତ୍ୟ ଏକ ଏମିତି କଳା ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ମନରେ ଏକ ସ୍ୱତନ୍ତ୍ର ଉତ୍ସାହ ଖେଳି ଯାଇଥାଏ । ତେବେ ବର୍ତମାନ ସମୟରେ ସେମିତି ଏକ ନାଚର ଭିଡିଓ ସୋସିଆଲ ମିଡିଆରେରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆମ ପୃଥିବୀରେ ଅନେକ ଦେଶ ଅଛି ପୁଣି ଦେଶ ଭିତରେ ବିଭିନ୍ନ ରାଜ୍ୟ ମଧ୍ୟ ଅଛି ଯାହାର ଯାହା ପରମ୍ପରା ସେହି ଅନୁସାରେ ହିଁ ସେମାନେ ଚଳି ଥାଆନ୍ତି ।
ପ୍ରତ୍ୟେକ ରାଜ୍ୟ ନିଜ ନିଜର ସଂସ୍କୃତି ପରମ୍ପରାକୁ ନେଇ ନୃତ୍ୟ ମଧ୍ୟ ପରିବେଷଣ କରି ଥାଆନ୍ତି ଯାହାକୁ ଦେଖିଲେ ମନରେ ଶାନ୍ତି ଆସିଥାଏ । ତେବେ ସେହିଭଳି ଏକ ପାରମ୍ପରିକ ନୃତ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ମନରେ ଆନନ୍ଦ ଏବଂ ଉତ୍ସାହରେ ଭାରି ଉଠିବ ନିଶ୍ଚୟ । ତେବେ ଭାଇରାଲ ଭିଡ଼ିଓରେ କିଛି ଯୁବତୀ ମିଶି ଏକ ପାରମ୍ପରିକ ନୃତ୍ୟ ପରିବେଷଣ କରୁ ଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଯୁବତୀ ମାନେ ଲାଲ ରଙ୍ଗର ଶାଢ଼ୀ ପିନ୍ଧି ଏକ ଭିନ୍ନ ଢଙ୍ଗୀରେ ସଜବାଜ ହୋଇ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଛନ୍ତି ।
ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଡ୍ୟାନ୍ସ ଭିଡ଼ିଓଟି ହେଉଛି ନେପାଳର ଯାହାକି ତାଙ୍କର ଏକ ପାରମ୍ପରିକ ନୃତ୍ୟ ଅଟେ ଏବଂ ଏହାକୁ ବିଧି ଥାରୁ ଦାଗୌରା ନୃତ୍ୟ ବୋଲି କୁହାଯାଏ । ଏହା ସହିତ ଏହି ନୃତ୍ୟକୁ ସଖିୟା ନୃତ୍ୟ ବୋଲି ମଧ୍ୟ କୁହାଯାଏ । ସେହି ସହରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ କିଛି ଯୁବତୀ ମିଶି ନାଚିଛନ୍ତି । ସେମାନଙ୍କ ମୁହଁରେ ଗୀତର ଭାବ, ଅନୁଭବ ଓ ଅଙ୍ଗଭଙ୍ଗିରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି । ଏହି ଯୁବତୀମାନେ ନିଜ ଗୀତର ତାଳେ ତାଳେ ଝୁମି ଯେଉଁଭଳି ଭାବରେ ଖୁସି ମନରେ ନୃତ୍ୟ କରୁଛନ୍ତି ତାହାକୁ ଦେଖିଲେ ଖୁସିରେ ଦର୍ଶକଙ୍କ ମନ ମଧ୍ୟ ଝୁମିଉଠିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।