ଚାଷୀମାନଙ୍କ ପାଇଁ ସରକାର ଆଣିଲେ ନୂଆ ଯୋଜନା, ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାଷୀମାନଙ୍କ ପାଇଁ ସରକାର ଆଣିଲେ ନୂଆ ଯୋଜନା, ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ସମୟରେ ସମାଜରେ ବଞ୍ଚିବାକୁ ହେଲେ ଖାଦ୍ୟ ଏବଂ ବାସଗୃହ ରହିବା ଆବଶ୍ୟକ ।ସେଥିପାଇଁ ଲୋକମାନେ ବଞ୍ଚି ରହିବ ପାଇଁ ଅନେକ ପ୍ରକାର ବୃତ୍ତି କୁ ଆପଣାଉଛନ୍ତି। କିଏ ଚାଷ କରି ନିଜ ସହ ନିଜ ପରିବାର ର ଭରଣ ପୋଷଣ କରୁଛି ତ ଆଉ କିଏ ଚାକିରି କରି ନିଜ ପରିବାର ପୋଷଣ କରୁଛି ।ତେଣୁ ସମାଜରେ କୃଷି ମାନଙ୍କୁ ଅଧିକ ପ୍ରାଧାନ୍ୟ ଦେବା ସହିତ ସେମାନଙ୍କୁ ଠିକ୍ ସମୟରେ ଠିକ୍ ସୁବିଧା ଯୋଗାଇ ଦେଉଛନ୍ତି ଓଡ଼ିଶା ଏବଂ କେନ୍ଦ୍ର ସରକାର।

 

ପୂର୍ବରୁ ଚାଷୀ ମାନଙ୍କ ପାଇଁ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କାଳିଆ  ଯୋଜନା ଏବଂ ପି ଏମ କିଶାନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି।ଚାଷୀଙ୍କୁ କାଳିଆ ଯୋଜନା ରେ ୫୦୦୦ ଏବଂ ପି ଏମ କିଶାନ୍ ଯୋଜନା ରେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି।ସେହି ପରି ସରକାର ଙ୍କ ତରଫରୁ ଚାଷୀ ମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି ।

 

ଚାଷୀ ମାନଙ୍କ ପାଇଁ ଆଜି ସାର ଦୁନିଆ ଠିକ୍ ସମୟରେ ଖାଦ୍ୟ ଖାଇ ପାରୁଛି।ସେମାନେ ନିଜ ଝାଳ ନାଳ ନିଗାଡି ସମସ୍ତଙ୍କ ପାଇଁ ଆହାର ପ୍ରସ୍ତୁତ କରୁଛନ୍ତି ଏବଂ ଲୋକମାନେ ତାହାର ଉଚିତ୍ ମୂଲ୍ୟଦେଇ ତାହାକୁ କିଣି  ନିଜ ପରିବାର ଭରଣ ପୋଷଣ କରୁଛନ୍ତି।ତେଣୁ କୃଷକ ମାନଙ୍କ ପାଇଁ ସର୍ବଦା ସରକାର ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।ପୁଣି ଆଉ ଗୋଟେ ସୁଡ଼ିଶ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ଯେଉଁଠି ଚାଷୀ ମାନଙ୍କ ପାଇଁ ସାର ଏବଂ ଔଷଧ କିଣିବାରେ ସୁବିଧା ହେବ।

 

ଏହି ଯୋଜନା ରେ ଚାଷୀ ମାନଙ୍କୁ ସଂଗଠନ କରିବାକୁ ପଡ଼ିବ ଏବଂ ପ୍ରତ୍ୟେକ  ସଙ୍ଗଠନରେ ୧୧ ଜଣ ସଦସ୍ୟ ସାମିଲ ହୋଇପାରିବେ।ଏହି ଯୋଜନା ମୁତାବକ ପ୍ରତ୍ୟେକ ଦଳକୁ ୧୫ ଲକ୍ଷ୍ୟ ଟଙ୍କା ଦିଆଯିବ ଯେଉଁଥିରେ ଚାଷୀ ମାନେ ସାର ଏବଂ ଔଷଧ କିଣିବା ସହ ତାକୁ ଜମିରେ ପ୍ରୟୋଗ କରିପାରିବେ।ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କୁ ନିଜ ନାମ ରେଜିଷ୍ଟର କରିବାକୁ ପଡ଼ିବ,ତାହେଲେ ସେମାନେ ଏହି ଯୋଜନା ରେ ଜଡ଼ିତ  ହୋଇପାରିବେ।

 

ଏହି ଯୋଜନା ରେ ରେଜିଷ୍ଟର କରିବାକୁ ହେଲେ ନିଜ ଠିକଣା ,ବ୍ୟାଙ୍କ୍ ଖାତା ଜେରକ୍ସ ବା ଆକାଉଣ୍ଟ ନମ୍ବର, ଆଇ ଏଫ୍ ସି ନମ୍ବର , ଖାତା ଧାରୀ ଙ୍କ ନାମ ଏବଂ ବ୍ୟାଙ୍କ୍ ନାମ ଜରୁରୀ ଏବଂ ପ୍ରତ୍ୟେକ ଚାଷୀ ଙ୍କ ଜମିବାଡ଼ି ପଟ୍ଟା ନିହାତି ଜରୁରୀ।ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହେବା ପାଇଁ ପି ଏମ କିଶନ ପୋର୍ଟାଲ କୁ ଯାଇ e – NAM ପୋର୍ଟାଲ ରେ ନିଜ ନାମରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ , ଯାହା ପରେ ଆପଣ ଏହି ଯୋଜନାରେ ଜଡ଼ିତ ହେବେ ଏବଂ ସଙ୍ଗ ଗଠନ କରିବା ପରେ ୧୫ ଲକ୍ଷ ମଧ୍ୟରୁ ଆପଣ କିଛି ପାଇବାର ହକଦାର ହୋଇପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *