ଫୁଣି ମାଡି ଆସୁଛି ଲଘୁଚାପ । ନେବ ଅବପାତ ର ରୂପ । 15/16 ତାରିଖରେ ଏହି ସବୁ ଜିଲ୍ଲାକୁ ବିପଦ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ମାଡି ଆସୁଛି ଲଘୁଚାପ । ତେବେ ଏହା କେବେ ଠାରୁ ଆରମ୍ଭ ହେବାକୁ ଯାଉଛି ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରକୃତି ଖୁବ୍ ଶାନ୍ତ । ପ୍ରକୃତି ଯେତିକି ଶାନ୍ତ ହୋଇଥାଏ ତାଠୁ ଭି ଅଧିକ କଠିନ । ପ୍ରକୃତି ଯେତେବେଳେ ତାର କରାଳ ରୂପ ଦେଖାଇଥାଏ  ସେତେବେଳେ ସମଗ୍ର ଦୁନିଆ ଅର୍ଥାତ୍ ସମଗ୍ର ଜଗତ ତା ଆଗରେ ଫିକା ପଡି ଯାଇଥାଏ । ପ୍ରକୃତି ଯେତେବେଳେ ଖୁବ୍ ଅଧିକ ତୀବ୍ର ରୂପ ଧାରଣ କରିଥାଏ ଦେବେ ଠୁ ହିଁ ସମସ୍ତେ ନିଜେ ନିଜେ ସତର୍କ ହୋଇଯିବା ଆବଶ୍ୟକ । କାରଣ ପ୍ରକୃତି ପ୍ରକୃତି ନିଜେ ନିଜେ ହିଁ ଶାନ୍ତ ହୋଇଥାଏ । ପ୍ରକୃତି କୁ କେହି ଭି ଶାନ୍ତ କରି ପାରିବେ ନାହିଁ  । ଏବେ ଭି ମାଡି ଆସୁଛି ମହାବାତ୍ୟା ତେବେ ଚାଲନ୍ତୁ ଏହି ବାତ୍ୟା ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିବା ।

 

ଦକ୍ଷିଣ ପଶ୍ଚିମ ରେ ସୃଷ୍ଠି ହୋଇଥିବା  ଲଘୁଚାପ ଆଜି ଗୋଟିଏ ତାହା ଘନୀଭୂତ ହେବାରେ ଲାଗିଛି ଯାହା ଖୁବ୍ ଅଧିକ ତୀବ୍ରତର ହେବାରେ ଲାଗିଛି । ଆସନ୍ତା କାଲି ସାନ୍ଧ୍ୟ ସୁଦ୍ଧା ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଦ୍ରପ୍ରଦେଶ ଉପକୂଳ କୁ ଲ୍ୟାଣ୍ଡ ଫୋଲ କରିବ । ଏହି ସବୁ ସମ୍ବନ୍ଧ ରେ ଭାରତୀୟ ପାଣି ପାଗ ବିଭାଗୀୟ ସମସ୍ତ ପ୍ରକାର ର ସୂଚନା ଦେଇଛନ୍ତି । ଏହି ବାତ୍ୟା ପ୍ରବାହ ରେ ତାମିଲନାଡୁ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି । ଏହା ଅତ୍ୟଧିକ ତୀବ୍ରତର ହେବାକୁ ଲାଗିବ ଯାହା ପାଇଁ ୫ ଜିଲ୍ଲା କୁ ରେଡ୍ ଅଲୋର୍ଟ ବୋଲି ନାମ କାରଣ କରି ରେଡ୍ ଲାଇଟ୍ ଜାରି କରିଛି । 

 

ଏବେ ସୁଦ୍ଧା ଭି ତାମିଲନାଡୁ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ଲାଗିଛି । ଲଗାଣ ବର୍ଷା ପାଇଁ ଲୋକେ ଖୁବ୍ ଚିନ୍ତିତ ଓ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି ।ଆସନ୍ତା କାଲି ଠାରୁ ତାପମାତ୍ରା ୧-୨ ଡିଗ୍ରୀ ବଢ଼ି ଯିବାର ସମ୍ଭାବନା ରହିଛି । ଏବେ ଦକ୍ଷିଣ ବଙ୍ଗୋପ ସାଗର ର ପ୍ରଭାବ ରେ ବଙ୍ଗପୋସାଗରରେ ଅବପାତ ଦେଖିବା ପାଇଁ ମିଳିଛି । ଆଜି କିଛି ଜିଲ୍ଲା ରେ ହାଲୁକା ପରିମାଣ ରେ ବର୍ଷା ହୋଇଛି । ଏଥି ପାଇଁ ଓଡ଼ିଶା କି ବଙ୍ଗୋପ ସହରରୁ ଉଷ୍ଣ ଜଳ ପାତ ପ୍ରବେଶ କରିଛି । ଏଥି ପାଇଁ ରାତ୍ରି ରେ ତାପମାତ୍ରା ବଢିବ ଓ ଦିନ ସମୟରେ ତାପମାତ୍ରା କମିବ । 

 

ରାତ୍ରି ର ତାପମାତ୍ରା ୧-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଟିଟିଲାଗଡ଼ ରେ ୩ ଡିଗ୍ରୀ ଥିବା ବେଳେ ପାରାଦୀପ ରେ ୩.୧ ଡିଗ୍ରୀ ଓ ସୋନପୁର ଏବଂ ବାରିପଦା ରେ ୨.୧ ଡିଗ୍ରୀ ରହିଛି । କଟକ ରେ ୧.୫ ଡିଗ୍ରୀ ଓ ଭୁବନେଶ୍ଵର ଠାରେ ଠିକ୍ ସେହି ପରି ଭାବରେ ଥଣ୍ଡା ବଢି ଚାଲିଛି । ଦକ୍ଷିଣ ଆଣ୍ଡମାନ ଠାରେ ଆସନ୍ତା କଲି ପୁଣି ଏକ ବାତ୍ୟା ଅନୁଷ୍ଠିତ ହେବାକୁ ଯାଉଛି ଯାହା କି ପାଣି ପାଗ ବିଭାଗୀୟ ସୂଚନା ଦେଇଛନ୍ତି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଠାରେ ଅଧିକ ଘନୀଭୂତ ହେବାକୁ ଯାଉଛି । ଏହା ପାଇଁ ଅଧିକ ବର୍ଷା ଚେନ୍ନାଇ ଠାରେ ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *