ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡିଶା ମିଡ଼ିଆ ପୋର୍ଟାଲ କୁ | ଆଜି ର ଏହି ଖବର ଟି ରହିବ ଆସୁଥିବା ବାତ୍ୟା ମେଘା କୁ ନେଇ | ଆସନ୍ତୁ ଜାଣିବା ଏହି ବାତ୍ୟା ସମ୍ପୃକ୍ତରେ |
ସାଧାରଣ ତ ସବୁ ବର୍ଷ ଭଳି ଏ ବର୍ଷ ବି ବାୟୁ ମଣ୍ଡଳ ଉତ୍ତପ୍ତ ପାଇଁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା | ଆସନ୍ତା 6 ତାରିଖରେ ଏହା ଘୁର୍ଣ୍ଣିବଳୟ ର ରୂପ ନେବ | ତା ପରେ ଲଘୁଚାପ ରେ ପରିଣତ ହେଇ ଅବପାତ ର ରୂପ ନେବ | IMD କହିବା ଅନୁଯାଇ ଏହି ବାତ୍ୟା ବାଂଲାଦେଶ କିମ୍ବା ମିଆମର ଉପକୂଳ ରେ ଲାଣ୍ଡଫଲ କରିବା ଚାନ୍ସ ଅଧିକା |
ଯଦି ଏହି ବାତ୍ୟା ଅବପାତ ରୂପ ନନେଇ ଲ୍ୟାଣ୍ଡଫଲ ନକରିଲା ତାହେଲେ ଭୟଙ୍କର ତାତି ହେବାର ସମ୍ଭାବନା ! ତେବେ ଓଡିଶା କୁ କୌଣସି ବିପଦ ନଥିବାର | IMD ସୂଚନା ଦେଇଛି |
ଯଦି ଆପଣଙ୍କୁ ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ଆମର ଏହି ୱେବ ମିଡ଼ିଆ କୁ Like Follow କରନ୍ତୁ | ଆଗକୁ ଆପଣ ଏମିତି ନିଚ୍ଛକ ଖବର ଦେଖିବାକୁ ପାଇବେ |