ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ନେଇ ଆସିଲା ବଡ଼ ଖବର। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି ର ଏହି ଦୁନିଆରେ ସବୁ ଜିନ୍ସ ର ଦର ବଢ଼ି ବଢ଼ି ଚାଲିଛି ।ଏହି ପରି ପରିସ୍ଥିତିରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର କମେଇଛନ୍ତି । ବିଭିନ୍ନ ରାଜ୍ୟ ରେ ବର୍ତମାନ ସମୟ ରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ଯାହା ହେବ ଦ୍ବାରା ବର୍ତମାନ ସମୟ ମାର୍କେଟ ରେ ଖାଉଟି ମାନେ ଟିକିଏ ଆଶ୍ୱସ୍ତି ପାଇଛନ୍ତି । ହେଲେ ବିଜେପି ଶାସିତ ରାଜ୍ୟ ଏବଂ କଂଗ୍ରେସ ଶାସିତ ରାଜ୍ୟ ଓଡିଶା ରେ ଦର କମ୍ ହେଇଛି ।
କଂଗ୍ରେସ ଏବଂ ଅନ୍ୟ ଦଳ ଶାସନ କରୁଥିବା ରାଜ୍ୟ ରେ ଏବେ ଯାଏ ପେଟ୍ରୋଲ ଵ କିମ୍ବା ଡିଜେଲର ଦର ହ୍ରାସ ହୋଇନାହିଁ । ସେହିପରି ପଞ୍ଜାବ ସରକାର ଏବେ ଦର ହ୍ରାସ କରିବା ପରେ ସେଠାରେ ପେଟ୍ରୋଲ 21 ଡିଜେଲ 17 ଟଙ୍କା ଖସିଛି ବୋଲି ଜଣ ପଢ଼ିଛି । ପଞାବ ସିମାନ୍ତ ଅଞ୍ଚଳ ରେ ଏହି ସମୟ ରେ ରାଜସ୍ଥାନ ରେ ପ୍ରବଳ ଗହଳି ଦେଖିବା ପାଇଁ ମିଳିଥିଲା । ରାଜସ୍ଥାନ ର ଜନସାଧାରଣ ଏବେ ନିଜ ଗଢ଼ି ରେ ପେଟ୍ରୋଲ ଭରିବା ପାଇଁ ପଞ୍ଜାବ ପର୍ଯ୍ୟନ୍ତ ଯାଉଚ୍ନ୍ତି । କାରଣ ଏବେବି ରାଜସ୍ତାନ ର ଦର ହ୍ରାସ ହୋଇନାହିଁ । ଫଳ ରେ ଶସ୍ତା ରେ ତେଲ ପାଇବା ପାଇଁ ଲୋକ ମାନେ ପଞ୍ଜାବ ପର୍ଯ୍ୟନ୍ତ ଯାଉଛନ୍ତି ।
ଏହି କାରଣ ରୁ ରାଜସ୍ଥାନ ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ତୁରନ୍ତ ଦର କମାଇବା କୁ ଜନସାଧାରଣ କ ର ଦାବି ରହିଛି । 2 ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ କରି କେନ୍ଦ୍ର ସରକାର ଦର କମାଇବାକୁ ଦାବି କରିଥିଲେ। ତେବେ ଶସ୍ତା ତେଲ ପାଇବା ପାଇଁ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରୁ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟକୁ ଜନସାଧାରଣ ଯିବାକୁ ଲାଗିଛନ୍ତି ବୋଲି ସୂଚନା ରୁ ଜଣାପଡ଼ିଛି ।
ବର୍ତମାନ ସମୟ ରେ ଦେଶରେ ସମସ୍ତ ବିଜେପି ଶାସିତ ରାଜ୍ୟ ମାନଙ୍କରେ ପେଟ୍ରୋଲ ଏବଂ ଡିଜେଲ ଦର କମିଥିବା ବେଳେ ଶସ୍ତା ପାଇବା ପାଇଁ ବର୍ତମାନ ସମୟ ରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ରୁ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟ କୁ ଲୋକ ମାନେ ଯିବା କୁ ବାଧ୍ୟ ହେଉଛନ୍ତି । ରାଜସ୍ଥାନ ସହିତ ଅନ୍ୟ ଶାସିତ ସରକାର ଙ୍କୁ ବି ଏବେ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ତୁରନ୍ତ ଦର କମାଇବାକୁ ଜନସାଧାରଣ ଦାବି କରୁଛନ୍ତି । ଏବେ କେବଳ ଅପେକ୍ଷା କେବେ ସେଠାରେ ତେଲ ରେଟ୍ କମିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।