ଆସିଲେ ବିଚ ରାସ୍ତାରେ ଗୋଡେଇ ଗୋଡେଇ କତା ରେ ହା-ଣି ଚାଲିଲେ । ଦେଖନ୍ତୁ ସେହି ସମୟର CCTV ଫୁଟେଜ Video…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେଉଁ କାରଣ ପାଇଁ ଅ-ଚା-ନ-କ ଏକ ଯୁବକ ଆସି ରାସ୍ତା ମଝିରେ ଅନ୍ୟ ଏକ ଯୁବକ ଜଣକ କୁ ହା-ଣି ଚାଲିଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ ସେହି ସମୟର CCTV VIDEO ବି ଦେଖନ୍ତୁ  ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ପରି ଭି-ଡି-ଓ ଯାହାକୁ ଦେଖି ଲୋକ ମାନେ ଚ-କି-ତ ହୋଇ ଯାଉଛନ୍ତି । ବର୍ତ୍ତମାନ ସମୟ ରେ ସେହି ଭି-ଡି-ଓ ଟି ସୋସିଆଲ ମିଡିଆରେ ଏତେ ମାତ୍ର ରେ ଭା-ଇ-ରା-ଲ ହେବାରେ ଲାଗିଛି ଯେ ତାହା ସୋସିଆଲ ମି-ଡ଼ି-ଆ ରେ ସମସ୍ତଙ୍କୁ ଆ-ତ-ଙ୍କି-ତ କରିଦେଇଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମି-ଡ଼ି-ଆ ରେ ନି-ଆଁ ପରି ଭାଇରା ଲ ହେଉଥିବା ସେହି ଭି-ଡି-ଓ ଟି ରେ ଏମିତି କଣ ରହିଛି ଯାହାକୁ ଦେଖିବା ମାତ୍ରେ ଲୋକ ମାନଂକ ରେ ଆ-ତ-ଙ୍କ ସୃଷ୍ଟି ହୋଇଯାଇଛି। 

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହେଉଥିବା ସେହି ଭି-ଡି-ଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଆସୁଛନ୍ତି ଏବଂ ସିଧା କିଛି କୁହାକୁହିଁ ନ କରି ହାଣି ଚାଲିଲେ । ସେହି ବ୍ୟକ୍ତି ମନ ରେ ନା କାହାକୁ ଡର ଥିଲା ନ କିଛି କଥା ବାର୍ତ୍ତା ପୁରା ଫିଲ୍ମ ଷ୍ଟାଇଲ ରେ ହା-ଣି ଚାଲିଥିଲେ ସେହି ଯୁବକ ଜଣକ। ସେହି ବ୍ୟକ୍ତି ଜଣକ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଏବଂ କିଛି ପଚାରି ବାରୁ ଓଲଟା ମା-ରୀ ଦେବାକୁ ଧ-ମ-କ ଦେଇଥିଲେ । ତେବେ ଦର୍ଶକ ବନ୍ଧୁ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ର ସହର ମଝିରେ । ଆଉ ଏହି ଭି-ଡି-ଓ ଟି ବର୍ତ୍ତମାନ ମୋବାଇଲ୍ ରୁ ମୋବାଇଲ ଭା-ଇ-ରା-ଲ ହେବାରେ ଲାଗୁଛି ।

 

ତେବେ ସେହି ସ୍ଥାନୀୟ ଅଞ୍ଚଳ ରେ କମ୍ପ୍ୟୁଟର ଦୋକାନ କରିଥିବା ଲୋକ ଟି କୁ ଏକ ଯୁବକ ଅ-ଚା-ନ-କ ଆସି କଟୁରୀ ରେ ହାଣିବାକୁ ଦେଖିବାକୁ ମିଳିଛି । ତେବେ କେଉଁ କାରଣ ପାଇଁ ସେହି ଲୋକ ଟି ର ଏତେ ରାଗ ଏହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ନିଜ ସ୍ତ୍ରୀ ର ଚରିତ୍ର କୁ ନେଇ କିଛି କଥା ବୋଲି ଏହା ସନ୍ଦେହ କରା ଯାଉଛି । ଅନ୍ୟ ପଟ ରେ ବର୍ତ୍ତମାନ ପୋ-ଲି-ସ ସେହି ଯୁବକ ଜଣକୁ ଅଟକ ରଖି ତ-ଦ-ନ୍ତ ଜାରି ରଖିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *